ମସ୍ତାନି ଥିଲେ ମରାଠ ପେଶୱା ବାଜିରାଓଙ୍କ ଦ୍ୱିତୀୟ ପତ୍ନୀ । ସେ ଖୁବ ସୁନ୍ଦର ଓ ସାହସୀ ମହିଳା ଥିଲେ । କଳା,ସାହିତ୍ୟ, ଓ ଯୁଧ୍ୟ ବିଦ୍ୟାରେ[୧] ସେ ଥିଲେ ନିପୁଣ । ବାଜିରାଓଙ୍କ ପ୍ରତି ଥିଲା ତାଙ୍କର ଗଭୀର ପ୍ରେମ କିନ୍ତୁ ସେ ସର୍ବଦା ବାଜିରାଓଙ୍କ ମା ଓ ଭାଇଙ୍କଦ୍ୱାରା ଉପେକ୍ଷିତ ହେଉଥିଲେ ।

ମସ୍ତାନି
An artist's impression of Mastani
A painting said to be of Mastani
ଜନ୍ମ
Mau Sahaniya, Bundelkhand
ମୃତ୍ୟୁ1740
ବୈବାହିକ-ସାଥୀBaji Rao I
ସନ୍ତାନ1
ପିତାମାତା(s)Chhatrasal, Ruhanibai

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମସ୍ତାନି ଥିଲେ ବୁନ୍ଦେଲଖଣ୍ଡ ରାଜା ଛାତ୍ରସାଲଙ୍କ ସୁପୁତ୍ରୀ । ସେ ମଔସହାନିଆଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ଏହା ଛତ୍ରପୁର ଜିଲ୍ଲା (ମଧ୍ୟପ୍ରଦେଶ) ବୋଲି କୁହାଯାଉଛି । ଧୂବେଲାଠାରେ ଥିବା ମସ୍ତାନି ମହଲରେ ସେ ରହୁଥିଲେ[୨] । ମସ୍ତାନି ମହଲ ବାଜିରାଓ ତାଙ୍କ ପାଇଁ ଗଢ଼ି ଥିଲେ ।

ଆତ୍ମଜୀବନୀ ସମ୍ପାଦନା

 
Peshwa Bajirao I--0

ମସ୍ତାନି ଥିଲେ ବୁନ୍ଦେଲଖଣ୍ଡ ରାଜା ଛତ୍ରସାଲଙ୍କ ପୁତ୍ରୀ । ଯେତେବେଳେ ଆଲହବାଦ ରାଜା ପଠାଣ ମହମଦ ଖାନ ବଙ୍ଗାଶ ବୁନ୍ଦେଳଖଣ୍ଡ ଆକ୍ରମଣ କରିଥିଲେ (୧୭୨୭-୧୭୨୮) ଛତ୍ରସାଲ ବାଜିରାଓଙ୍କୁ ଗୁପ୍ତ ସନ୍ଦେଶ ପଠେଇ ସାହାଯ୍ୟ ମାଗିଥିଲେ । ବାଜିରାଓ ତାଙ୍କୁ ଯୁଧ୍ୟରେ ସାହାଯ୍ୟ କରିଥିଲେ ଓ ବିଜୟୀ କରିଥିଲେ । ବଦଳରେ ରାଜା ବାଜିରାଓଙ୍କୁ ନିଜ ଝିଅ ମସ୍ତାନିଙ୍କୁ ଓ ୩ଟି ରାଜ୍ୟ ଝାଁସୀ,ସାଗର,କଳ୍ପି ଦେଇଥିଲେ । ଆହୁରି ମଧ୍ୟ ସେ ୩୩ ଲକ୍ଷ ସୁନା ମୁଦ୍ରା ତାଙ୍କୁ ଦେଇଥିଲେ । ଆଉ ଏକ ସୂତ୍ରରୂ ପ୍ରକାଶ ମସ୍ତାନି ଥିଲେ ହାଇଦ୍ରାବାଦ ନିଜାମଙ୍କ ଝିଅ । ବାଜିରାଓ ତାଙ୍କ ଅଧା ମୁସଲିମ ପତ୍ନୀ ମସ୍ତାନିଙ୍କୁ ବହୁତ ଭଲ ପାଉଥିଲେ ।

ସନ୍ତାନ ସମ୍ପାଦନା

 
A painting depicting Mastani - at display in Aina Mahal in Bhuj.

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; trib ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Raja Dinkar Kelkar Museum: Bajirao and Mastani". Archived from the original on 2016-09-23. Retrieved 2016-01-20.