ମଥୁରା ପେଡ଼ା
ମଥୁରା ପେଡ଼ା ଏକ ଉତ୍ତର ଭାରତୀୟ ମିଠା ଦ୍ରବ୍ୟ ଯାହା ମଥୁରାରୁ ବିଶେଷ କରି ପ୍ରସ୍ତୁତ ହୋଇଥାଏ ଏବଂ ଚିହ୍ନା ପଡ଼ିଥାଏ । ସାଧାରଣତଃ ଉତ୍ତର ଭାରତରେ ମିଠା ମାବା ବା ଖୁଆରୁ ତିଆରି ହୋଇଥାଏ । ଏହି ମିଠା ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି ।[୧]
ଅନ୍ୟ ନାମ | mathura peda |
---|---|
ପରଷା | ମିଠା, ଭୋଗ |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ମଥୁରା,ଉତ୍ତର ପ୍ରଦେଶ |
ପରଷିବା ଉତ୍ତାପ | ସାମାନ୍ୟ ତାପମାତ୍ରା |
ମୁଖ୍ୟ ଉପାଦାନ | ଖୁଆ, ଚିନି, ଖିର |
ପ୍ରକାର ଭେଦ | ରପ୍ତାନୀ ସକାଶେ ସ୍ୱତନ୍ତ୍ର ପେଡ଼ା, ମେବା ଭାଟି ପେଡ଼ା |
ଜନ୍ମାଷ୍ଟମୀ ଉତ୍ସବ
ସମ୍ପାଦନାମଥୁରା କୃଷ୍ଣଙ୍କର ଜନ୍ମଭୂମି ବିଶ୍ୱାସ କରାଯାଉଥିବାରୁ କୃଷ୍ଣଙ୍କୁ ଭୋଗ ଭାବେ ପେଡ଼ା ଅର୍ପଣ କରାଯାଏ । [୨] ଏକା ସଙ୍ଗେ ମାବା, ଖିର, ଚିନି, ଏବଂ ଘିଅ ଦେଇ ରନ୍ଧନ କରାଯାଏ ଏବଂ ସ୍ୱାଦପାଇଁ କେଶର ଗୁଣ୍ଡ ଦିଆଯାଏ । ଭାରତରେ ଜନ୍ମାଷ୍ଟମୀ ଛୁଟିଦିନ ପେଡ଼ା ବିନା ଅସମ୍ପୁର୍ଣ୍ଣ ମନେହୁଏ । କୃଷ୍ଣଭକ୍ତ ମାନସିକଧାରୀ ଉପବାସ ଭଂଗ ପାଇଁ ଉପବାସ ପରେ ପେଡ଼ା ଗ୍ରହଣ କରନ୍ତି ।[୩]
ପରିଚିତି
ସମ୍ପାଦନାଏକ ଋଢିପଦ ଭାବେ ବ୍ୟବହୃତ ହୁଏ ଯଥା ମଥୁରାର ପେଡ଼ା ଆଉ ଛତିଶଗଡ଼ର ଖେଡ଼ା । ଅର୍ଥାତ ଯେପରି ମଥୁରାର ପେଡ଼ା ପ୍ରସିଦ୍ଧ ସେପରି ଛତିଶଗଡ଼ର ଛୋଟ ଗାଁ ସେମିତି ପ୍ରସିଦ୍ଧ ।[୪] ମଥୁରା ପେଡ଼ା ଏକ ବ୍ରାଣ୍ଡ ନାମ ଭାବେ ଦେଶରେ ପରିଚିତ ।[୫] ମଥୁରାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କପାଇଁ ସ୍ୱତନ୍ତ୍ର ପେଡ଼ା ତିଆରି ହୋଇ ବିକ୍ରୀ କରାଯାଏ । ମଥୁରାକୁ ବୁଲି ଆସିବାର ଏହା ମଧ୍ୟ ଏକ କାରଣ ହୋଇପାରେ ।[୬] ଭାରତର ପ୍ରାୟ ସମସ୍ତ ହିନ୍ଦୁ ଧାର୍ମିକ ସ୍ଥଳରେ ମିଳିଥାଏ । [୭]
ଆଣ୍ଡ୍ରଏଡ଼ ସଂସ୍କରଣ ବିବାଦରେ
ସମ୍ପାଦନାଗୁଗୁଲ ଅାଣ୍ଡ୍ରଏଡ଼ ବୈଶିଷ୍ଟ୍ୟର ଏକ ନୂଆ ସଂସ୍କରଣ ନାମକରଣ ବେଳେ ଭାରତୀୟ ମିଠାର ଏକ ବଛା ତାଲିକାରେ ପେଡ଼ା ସ୍ଥାନ ପାଇଥିଲା । ଏହି ପ୍ରସ୍ଥାବ ୨୦୧୮ ପର୍ଯ୍ୟନ୍ତ ଘୁଂଚେଇଦିଆଯାଇଛି । [୧୦]
ରାନ୍ଧଣା ଲିଙ୍କ
ସମ୍ପାଦନା- Nisha Madhulika Archived 2016-02-03 at the Wayback Machine.
- Sanjeev Kapoor
- Youtube video
ଅଧିକ ଦେଖନ୍ତୁ
ସମ୍ପାଦନା
ଆଧାର
ସମ୍ପାଦନା- ↑ Sanjeev Kapur. Mithai. Popular Prakashan. pp. Author's Note. ISBN 9788179917121.
- ↑ Seema Mattoo (Sep 4, 2015). "What each region prepares for Krishna on his birthday". Seema Mattoo. Times of India. Retrieved 24 January 2016.
- ↑ Sapana Behl. "Mathura ke Pede". Sapana Behl. Indian Simmer. Retrieved 25 January 2016.
- ↑ Madhya Pradesh (India) (1965). Madhya Pradesh district gazetteers, Volume 1. Govt. Central Press. p. 107.
- ↑ John Napier (2013). They Sing the Wedding of God: An Ethnomusicological Study of the Mahadevji ka byavala as Performed by the Nath-Jogis of Alwar. McFarland. p. 175. ISBN 9781476602134.
- ↑ Kavita Kanan Chandra (March 11, 2015). "Love and Lord Krishna". Kavita Kanan Chandra. India Currents. Archived from the original on 31 January 2016. Retrieved 24 January 2016.
- ↑ Saransh Goela (2015). India on my Platter. Om Books International. pp. Day 83. ISBN 9789383202041.
- ↑ Folk-lore, Volume 13. Indian Publications. 1972. p. 260.
- ↑ Satya Prakash Arya (1975). A Sociological Study of Folklore: Projected Research in Kuru Region (Saharanpur, Muzaffarnagar, Meerut, Bulandshahar, and Bijnor Districts of Western Uttar Pradesh). Indian Publications. p. 102.
- ↑ Mishtik Journo (December 18, 2015). "liticians, Laddoo, Chum-chum, Mysore-Pak, Peda, Kheer fight out for Android version name". Mishtik Journo. New Delhi. Faking news. Archived from the original on 1 February 2016. Retrieved 29 January 2016.