ମଞ୍ଜୁ ଭାଷିଣୀ

ଭାରତୀୟ ଅଭିନେତ୍ରୀ

ମଞ୍ଜୁ ଭାଷିଣୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କନ୍ନଡ଼-ଭାଷୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ କାମ କରନ୍ତି ।[୧] ସେ ଇଟିଭି କନ୍ନଡ଼ରେ ପ୍ରସାରିତ ଧାରାବାହିକ ସିଲି ଲାଲୀରେ ସମାଜ ସେବିକା ଲଲିତମ୍ବା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୨]

ମଞ୍ଜୁ ଭାଷିଣୀ
ଫେବୃଆରୀ, ୧୯୯୮ରେ ସୁଧା ପତ୍ରିକାର ପ୍ରଚ୍ଛଦ ପଟରେ ମଞ୍ଜୁ ଭାଷିଣୀ (ଉପର ଧାଡ଼ିର ୨ୟ)
ଜାତୀୟତାଭାରତୀୟ
ବୃତ୍ତି(କନ୍ନଡ଼) ଅଭିନେତ୍ରୀ

ସେ କନ୍ନଡ଼ ଚଳଚ୍ଚିତ୍ର ଭୂମି ଗୀତାରେ ନାୟିକା ଭାବରେ ଅଭିନୟ କରିଥିଲେ । ସେ ସିଲି ଲାଲୀ ଧାରାବାହିକରେ ତାଙ୍କ ସହ-ଅଭିନେତଙ୍କ ସହିତ ଲାଇମ୍ ଲାଇଟ୍ ଆକ୍ଟିଂ ଏକାଡେମୀ ସହିତ ଜଡ଼ିତ ଅଛନ୍ତି ।[୩]

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୬ ଅମ୍ମାବ୍ରା ଗଣ୍ଡା ନାୟିକାଙ୍କ ଭଉଣୀ
୧୯୯୭ ଭୂମି ଗୀତା
୨୦୦୬ ଗଣ୍ଡା ହେଣ୍ଡାଥି
୨୦୦୯ ରାଜ୍- ଦି ଶୋ ମ୍ୟାନ୍

ଦୂରଦର୍ଶନ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା
୧୯୯୮ ମାୟାମୃଗ ବୃନ୍ଦା
୨୦୦୩ ସିଲି ଲିଲୀ ସମାଜ ସେବିକା ଲଳିତମ୍ବା
ୟଦ୍ୱ ତଦ୍ୱ ଅରୁନ୍ଧତି
୨୦୧୮ ରାଜା ରାଣୀ
୨୦୨୧ ପୁଟ୍ଟକ୍କାନା ମକ୍କାଲୁ ବଡି ବଙ୍ଗାରାମ୍ମା

ଆଧାର ସମ୍ପାଦନା

  1. "Manju Bashini Returns to Small Screen". 15 November 2015. Archived from the original on 1 January 2015. Retrieved 1 January 2015.
  2. "Chandru to direct". IndiaGlitz. 2 January 2008. Archived from the original on 24 September 2015. Retrieved 1 January 2015.
  3. "'Lime Light' Evolved". IndiaGlitz. 26 December 2012. Archived from the original on 19 January 2015.

ବାହାର ଲିଙ୍କ୍ ସମ୍ପାଦନା