ମଞ୍ଜୁ ବାଲା ସ୍ୱାମୀ  ( ଜନ୍ମ ୧ , ଜୁଲାଇ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ହମ୍ମାର ଥ୍ରୋ ବିଭାଗରେ ପ୍ରତିଯୋଗିତା କରିଥାନ୍ତି । ସେ ୨୦୧୪ ମସିହାରେ ଦକ୍ଷିଣ କୋରିଆର ଇଞ୍ଜିଆନଠାରେ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।   

ପରେ ରୌପ୍ୟ ପାଇଥିବା ପ୍ରତିଯୋଗୀ ଝଙ୍ଗ ଡୋପ [୧][୨][୩] ଟେଷ୍ଟରେ ବିଫଳ ହେବା ଯୋଗୁଁ ତାଙ୍କୁ ରୌପ୍ୟ ପଦକ ଦିଆଯାଇଥିଲା । ତେବେ ପୁଣି ରୌପ୍ୟ ବିଜେତାଙ୍କୁ ନିର୍ଦୋଷ ସାବିତ କରାଯାଇ ରୌପ୍ୟ ଦିଆ ଯାଇଥିଲା । .[୪]

ଆଧାର  ସମ୍ପାଦନା

  1. "Silver boost for India after hammer throw champ tests positive". Indian Express. 4 October 2014. Retrieved 19 October 2014.
  2. "Manju's bronze upgraded after higher finisher tests positive". The Times of India. 3 October 2014. Retrieved 19 October 2014.
  3. "Profile of Manju BALA SINGH". www.all-athletics.com. Archived from the original on 5 March 2015. Retrieved 19 October 2014.
  4. "Manju's silver changed to bronze". The Telegraph. 7 May 2015. Retrieved 14 August 2015.

ବାହାର ଲିଙ୍କ  ସମ୍ପାଦନା