ମଜଥାଳ ଅଭୟାରଣ୍ୟ
ମଜଥାଳ ଅଭୟାରଣ୍ୟi ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ପାର୍ବତ୍ୟ ଅଞ୍ଚଳରେ ଏହି ଅଭୟାରଣ୍ୟ ଅବସ୍ଥିତ । ସିମଳା -ବିଲାସପୁର ରାସ୍ତାର କରାରାଘାତଠାରୁ 10 କିଲୋମିଟର ଭିତରକୁ କଛା ରାସ୍ତାରେ ଏହା ଅବସ୍ଥିତ । ଏଠାରେ ଅନନ୍ୟ ଅଞ୍ଚଳରେ ବିରଳ ହେଇଥିବା ବିରଳ ଚୀର ପକ୍ଷୀ ବହୁ ପରିମାଣରେ ରହିଛନ୍ତି । ଅରଣ୍ୟରେ ବହୁ ପରିମାଣରେ ଗୋରାଳ ଜନ୍ତୁ ମଧ୍ୟ ରହିଥାନ୍ତି ଏହାକୁ ପରିଦର୍ଶନରେ ଯିବା ପାଇଁ ଉତ୍ତମ ସମୟ ଶୀତ କାଳ । .[୧][୨]
ଆଧାର
ସମ୍ପାଦନା- ↑ himachaltourism.gov.in
- ↑ "Himachal Pradesh Tourism". Archived from the original on 2016-03-03. Retrieved 2016-11-30.
ବାହାର ଲିଙ୍କ
ସମ୍ପାଦନା- himachaltourism.nic.in Archived 2007-01-15 at the Wayback Machine.
- hptdc.gov.in Archived 2019-03-15 at the Wayback Machine.
This Himachal Pradesh location article is a stub. You can help Wikipedia by expanding it. |