ମଙ୍ଗଲଗିରି ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ


ଆନ୍ଧ୍ରପ୍ରଦେଶ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ... ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ମଙ୍ଗଲଗିରିଠାରେ ଏକ ନିର୍ମାଣାଧୀନ କ୍ରିକେଟ ଷ୍ଟାଡିୟମ । ଏହା ଗୁନ୍ଟୂର ଜିଲ୍ଲାରେ ଅବସ୍ଥିତ ।ଏହା ଗୁନ୍ତୁରଠାରୁ 24 ଓ ବିଜୟୱାଡାଠାରୁ 16 କିଲୋମିଟର ଦୁରବର୍ତୀ ।  [୧]  ଏହାର  ବିତତିପରସତର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ହେଲା ପରେ 51.04 କୋଟି ଅଟାକଳରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ଏହା 24 ଏକର ସ୍ଥାନରେ 40,000 ଦର୍ଶକ ବସିବାର ବ୍ୟବସ୍ଥା ସହ ନିର୍ମିତ ହେବ । .[୨]  [୩]

ACA International Cricket Stadium
The Andhra Cricket Association international cricket stadium under construction at Mangalagiri
Ground information
LocationMangalagiri, Guntur district, Andhra Pradesh, India
Coordinates16°26′13″N 80°33′11″E / 16.437°N 80.553°E / 16.437; 80.553
EstablishmentTBA
Capacity40,000
OwnerSports Authority of Andhra Pradesh
OperatorAndhra Cricket Association
TenantsAndhra cricket team
End names
n/a
International information

ଏଠାରେ VVS ଲକ୍ଷ୍ମଣ ଖୋଲିଥିବା ଆନ୍ଧ୍ରପ୍ରଦେଶ କ୍ରିକେଟର କେନ୍ଦ୍ର ଜୋନ କ୍ରିକେଟ  ଏକାଡେମି .ମଧ୍ୟ ଏଠାରେ ରହିବା । [୪] ଭାରତୀୟ କ୍ରିକେଟ ବୋର୍ଡ ଆନ୍ଧ୍ରା ପ୍ରଦେଶ କ୍ରିକେଟ ଆସୋସିଆସନକୁ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ଦପ୍ତର କରିଛନ୍ତି । .[୧]

References ସମ୍ପାଦନା

  1. ୧.୦ ୧.୧ "Eco-friendly stadium coming up at Mangalagiri". The Hindu (in Indian English). 2013-03-29. ISSN 0971-751X. Retrieved 2016-06-16.
  2. Bureau, Our (2013-07-12). "IVRCL bags orders worth Rs 1,098 crore". The Hindu Business Line. Retrieved 2016-06-16.
  3. "International cricket stadium for Vijaywada near NTR health university". The New Indian Express. Archived from the original on 2016-06-02. Retrieved 2016-06-16.
  4. "ACA Central Zone Academy". indianexpress. Retrieved 2014-05-11.