ଭୋରାପାକ୍ସର (ଇଂରାଜୀ ଭାଷାରେ Vorapaxar), ଜୋନାଟିଭିଟି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଥେରୋସ୍କ୍ଲେରୋସିସ ରୋଗୀଙ୍କଠାରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା କମାଇବା ପାଇଁ ବ୍ୟବହୃତ ହୁଏ ।[୨] ତଥାପି ସାମଗ୍ରିକ ଉପକାର ୨୦୨୧ ସୁଦ୍ଧା ଅସ୍ପଷ୍ଟ ରହିଥିଲା ।[୨] ଏହା ପାଟିରେ ଦିଆଯାଏ ।[୨]

ଭୋରାପାକ୍ସର
Clinical data
Trade namesZontivity
SynonymsSCH-530348
data
Pregnancy
category
  • US: B (No risk in non-human studies)
Routes of
administration
By mouth
Legal status
Legal status
Pharmacokinetic data
Bioavailability~100%[୧]
Protein binding≥99%
MetabolismLiver (CYP3A4 and CYP2J2)
Elimination half-life5–13 days
ExcretionFeces (58%), urine (25%)
Identifiers
  • Ethyl N-[(3R,3aS,4S,4aR,7R,8aR,9aR)-4-[(E)-2-[5-(3-fluorophenyl)-2-pyridyl]vinyl]-3-methyl-1-oxo-3a,4,4a,5,6,7,8,8a,9,9a-decahydro-3H-benzo[f]isobenzofuran-7-yl]carbamate
ECHA InfoCard100.116.767 Edit this at Wikidata
Chemical and physical data
FormulaC29H33FN2O4
Molar mass୪୯୨.୫୯ g·mol−1
3D model (JSmol)
Melting point278 °C (532 °F)
  • Fc1cccc(c1)c2ccc(nc2)\C=C\[C@H]4[C@H]3[C@@H](C[C@H](NC(=O)OCC)CC3)C[C@H]5C(=O)O[C@@H]([C@@H]45)C
  • InChI=1S/C29H33FN2O4/c1-3-35-29(34)32-23-10-11-24-20(14-23)15-26-27(17(2)36-28(26)33)25(24)12-9-22-8-7-19(16-31-22)18-5-4-6-21(30)13-18/h4-9,12-13,16-17,20,23-27H,3,10-11,14-15H2,1-2H3,(H,32,34)/b12-9+/t17-,20+,23-,24-,25+,26-,27+/m1/s1 ☒N
  • Key:ZBGXUVOIWDMMJE-QHNZEKIYSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ଯେପରିକି ଖପୁରୀ ମଧ୍ୟସ୍ଥ ରକ୍ତସ୍ରାବ ମଧ୍ୟ ହୋଇପାରେ ।[୨] ପ୍ରାକୃତିକ ଦ୍ରବ୍ୟ ହିମାବାସିନ୍ ଉପରେ ଆଧାରିତ ଏହା ଏକ ଥ୍ରୋମ୍ବିନ୍ ରିସେପ୍ଟର ( ପ୍ରୋଟିଏଜ-ଆକ୍ଟିଭେଟ୍ ଅଭିଗ୍ରାହକ ବା ରିସେପ୍ଟର, ଭାଗ-୧) ବ୍ଲକର ଅଟେ ।[୩] ଏହା ପ୍ଲାଟେଲେଟ୍ ଏକତ୍ରୀକରଣକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୨]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଭୋରାପାକ୍ସରକୁ ଅନୁମୋଦନ କରାଯାଇଥିଲା ।[୨] ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ୨୦୧୭ରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୭୦ ଡଲାର ଖର୍ଚ୍ଚ ହୋଇଥାଏ [୬]

ଆଧାର ସମ୍ପାଦନା

  1. "ZONTIVITY™ (vorapaxar) Tablets 2.08 mg, for oral use. Full Prescribing Information" (PDF). Merck & Co., Inc. Initial U.S. Approval: 05/2014. Archived (PDF) from the original on 17 June 2014. Retrieved 17 June 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vorapaxar Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 16 September 2021.
  3. Chackalamannil, S; Wang, Y; Greenlee, WJ; Hu, Z; Xia, Y; Ahn, HS; Boykow, G; Hsieh, Y; Palamanda, J (12 June 2008). "Discovery of a novel, orally active himbacine-based thrombin receptor antagonist (SCH 530348) with potent antiplatelet activity". Journal of medicinal chemistry. 51 (11): 3061–4. doi:10.1021/jm800180e. PMID 18447380.
  4. "Zontivity". Archived from the original on 28 November 2020. Retrieved 16 September 2021.
  5. "Zontivity Withdrawal of the marketing authorisation in the European Union" (PDF). Archived (PDF) from the original on 3 June 2019. Retrieved 16 September 2021.
  6. "Zontivity Prices, Coupons & Savings Tips - GoodRx". GoodRx. Archived from the original on 9 August 2016. Retrieved 16 September 2021.