ଭୁବନ (ଇସରୋ)
ଭୁବନ ହେଉଛି ଏକ ସଫ୍ଟୱେର ଆପ୍ଲିକେସନ ଯାହାକି ପୃଥିବୀ ପୃଷ୍ଠର ଦ୍ୱିବିମିୟ (2D) ଓ ତ୍ରିବିମିୟ (3D) ପ୍ରତିରୂପ ଖୋଜିବାରେ ସାହାଯ୍ୟ କରିଥାଏ । ବ୍ରାଉଜରଟି ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଗଠନ କରାଯାଇଛି, ଏହା ଏହି ଅଞ୍ଚଳରେ ସର୍ବାଧିକ ରିଜୋଲ୍ୟୁସନ୍ ପ୍ରଦାନ କରିଥାଏ ।[୧][୨] ଅଗଷ୍ଟ ୧୨ ତାରିଖ ଦିନ ଏହାର ଏକ ସ୍ୱତନ୍ତ୍ର ବିଟା ଭର୍ସନ ମୁକ୍ତିଲାଭ କରିଥିଲା ।[୩]
ଡେଭେଲପର | ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ |
---|---|
ପ୍ରଥମ ରିଲିଜ୍ | ଅଗଷ୍ଟ ୧୨, ୨୦୦୯ |
ଷ୍ଟେବଲ୍ ରିଲିଜ୍ | ବିଟା / ଅଗଷ୍ଟ 12, 2011 |
Operating system | ୱିଣ୍ଡୋସ ୨୦୦୦, ଏକ୍ସପି & ଭିଷ୍ଟା |
ଉପଲବ୍ଧ ଭାଷା | ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ |
ପ୍ରକାର | Virtual globe |
Licence | Freeware |
ୱେବସାଇଟ | http://bhuvan.nrsc.gov.in/ |
ସଂକ୍ଷିପ୍ତ ବିବରଣୀ
ସମ୍ପାଦନାଅଗଷ୍ଟ ୧୨, ୨୦୦୯ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସରୋ ତା'ର ତ୍ରିବିମିୟ ସାଟେଲାଇଟ ବିମ୍ବ-ବିଧାନ/ଚିତ୍ରାବଳି ଉପକରଣ "ଭୁବନ" ପ୍ରକାଶ କଲା ।
ବୈଶିଷ୍ଟ୍ୟ
ସମ୍ପାଦନାଡାଉନଲୋଡ ବ୍ୟବସ୍ଥା
ସମ୍ପାଦନାବୈଷୟକ ଆବଶ୍ୟକତା
ସମ୍ପାଦନାସମାଲୋଚନା
ସମ୍ପାଦନାଅଧିକ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2011-06-15. Retrieved 2013-03-07.
{{cite web}}
: Cite has empty unknown parameter:|1=
(help) - ↑ "India to launch Bhuvan in March 2009". Silicon India. 2008-11-23. Archived from the original on 2008-12-25. Retrieved 2008-11-23.
- ↑ "Bhuvan, Indian Earth Observation Visualisation". ISRO. 2009-08-12. Archived from the original on 2011-06-15. Retrieved 2009-08-12.