ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ


ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ (ବୋସ) ଓଡ଼ିଶାର ସର୍ବ ପୁରାତନ ଯାନ୍ତ୍ରିକ ବିଦ୍ୟାଳୟ ।[୧][୨] ଏହା ଦେଶ ସ୍ୱାଧୀନତାର ବହୁ ପୂର୍ବରୁ ୧୯୨୩ ମସିହାରେ ମହାନଦୀ କୂଳେ କଟକ ସହରର ଯୋବ୍ରା ଅଞ୍ଚଳରେ ସ୍ଥାପନ କର ଯାଇଥିଲା ।[୩] ସେ ଯୁଗଠାରୁ ଆରମ୍ଭ କରି ଷାଠିଏ ଦଶକର ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନା ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ଏହା ଆମ ରାଜ୍ୟର ଯାନ୍ତ୍ରିକ ଶିକ୍ଷା ପ୍ରଦାନରେ ଏହା ମୁଖ୍ୟ ଭୂମିକା ତୁଲାଇଥିଲା ।

ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ
ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟ
ସ୍ଥାପିତ୧୯୨୩
ପ୍ରକାରସରକାରୀ
ଅବସ୍ଥାନକଟକ, ଓଡ଼ିଶା, ଭାରତ
20°28′23″N 85°53′28″E / 20.473°N 85.891°E / 20.473; 85.891
ପରିସରନଗର
ଅନୁବନ୍ଧନଅଖିଳ ଭାରତୀୟ ଯାନ୍ତ୍ରିକ ଶିକ୍ଷା ପରିଷଦ (AICTE)
ୱେବସାଇଟ/boseorissa.org

ଆଧାର ସମ୍ପାଦନା

  1. The Indian Journal of Labour Economics: The Quarterly Journal of the Indian Society of Labour Economics. The Society. 2002.
  2. Bijoya Mishra. Higher Education of SC/ST Girls in Orissa: A Study of Participation and Attainment. Gyan Publishing House. pp. 70–. ISBN 978-82-12-11338-1.
  3. M.S. Reddy (2005). Technical Manpower Planning. Discovery Publishing House. pp. 138–. ISBN 978-81-8356-035-1.