ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ
ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ (ବୋସ) ଓଡ଼ିଶାର ସର୍ବ ପୁରାତନ ଯାନ୍ତ୍ରିକ ବିଦ୍ୟାଳୟ ।[୧][୨] ଏହା ଦେଶ ସ୍ୱାଧୀନତାର ବହୁ ପୂର୍ବରୁ ୧୯୨୩ ମସିହାରେ ମହାନଦୀ କୂଳେ କଟକ ସହରର ଯୋବ୍ରା ଅଞ୍ଚଳରେ ସ୍ଥାପନ କର ଯାଇଥିଲା ।[୩] ସେ ଯୁଗଠାରୁ ଆରମ୍ଭ କରି ଷାଠିଏ ଦଶକର ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନା ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ଏହା ଆମ ରାଜ୍ୟର ଯାନ୍ତ୍ରିକ ଶିକ୍ଷା ପ୍ରଦାନରେ ଏହା ମୁଖ୍ୟ ଭୂମିକା ତୁଲାଇଥିଲା ।
ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ | |
---|---|
ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟ | |
ସ୍ଥାପିତ | ୧୯୨୩ |
ପ୍ରକାର | ସରକାରୀ |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ 20°28′23″N 85°53′28″E / 20.473°N 85.891°E |
ପରିସର | ନଗର |
ଅନୁବନ୍ଧନ | ଅଖିଳ ଭାରତୀୟ ଯାନ୍ତ୍ରିକ ଶିକ୍ଷା ପରିଷଦ (AICTE) |
ୱେବସାଇଟ | /boseorissa.org |
ଆଧାର
ସମ୍ପାଦନା- ↑ The Indian Journal of Labour Economics: The Quarterly Journal of the Indian Society of Labour Economics. The Society. 2002.
- ↑ Bijoya Mishra. Higher Education of SC/ST Girls in Orissa: A Study of Participation and Attainment. Gyan Publishing House. pp. 70–. ISBN 978-82-12-11338-1.
- ↑ M.S. Reddy (2005). Technical Manpower Planning. Discovery Publishing House. pp. 138–. ISBN 978-81-8356-035-1.