ଭାଲେରୀ ଆନନ୍ଦ (ଜନ୍ମ ୧୯୩୭ ) ଜଣେ ବ୍ରିଟିଶ କାଳ୍ପନିକ ଐତିହାସିକ ଉପନ୍ୟାସକାର ।[୧]

କାଳ୍ପନିକ ଲେଖା  ସମ୍ପାଦନା

ସେ ତାଙ୍କର ଲେଖା ସବୁରେ କାଳ୍ପନିକ ପେନ ନାମ ଫ୍ଲୋନା ବକଳେ[୨] ବ୍ୟବହାର କରିଥାନ୍ତି ।ସେ ଏଲିଜାବେଥ ୧ଙ୍କ ସମୟକୁ ଭିତ୍ତିଭୂମି କରି କାଳ୍ପନିକ ରୋମାଞ୍ଚକର ଉପନ୍ୟାସ ସବୁ ରଚନା କରିଥାନ୍ତି । ତାଙ୍କ କାହାଣୀ ସବୁର ନାୟିକା ଭାବରେ ସେ " ଉର୍ଷୁଳା ବ୍ଲନଚାର୍ଡ " ନାମ ବ୍ୟବହାର କରିଥାନ୍ତି । ସେ ତାଙ୍କ ନିଜ ନାମ ଦେଇ ଏଇତିହାସିକ କାଳ୍ପନିକ ଉପନ୍ୟାସ ସବୁ ରଚନା କରିଥାନ୍ତି । ଏହି ସବୁ ଏଇତିହାସିକ କାଳ୍ପନିକରେ ସେ ଦ୍ୱାଦଶ ଶତାବ୍ଦୀ ବ୍ରିଟିଶ ର ରାଜପରିବାରର ଘରଣାକୁ ଭିତ୍ତି ହିସାବରେ ଆଧାରିତ କରିଥାନ୍ତି । 

ତାଙ୍କ ନିକଟରେ ୧୯୯୭ ମସିହାରେ ରଚିତ ଏକ ନଭେଲ " The Fallen Pinnacle "ର କପି ରାଇଟ ରହିଥିବାରୁ ଏହାର କାଳ୍ପନିକ ଲେଖକ ଭଲେରୀ ଇରୱିନ ରହିଥିଲେ ମଧ୍ୟ ସେ ଏହାକୁ ଲେଖିଥିବା ବିଶ୍ୱାସ କରାଯାଇଥାଏ । 

ଉର୍ଷୁଳା ବ୍ଲନଚାର୍ଡ ଡିଟେକ୍ଟିଭ  ଉପନ୍ୟାସ ସବୁ  ସମ୍ପାଦନା

  1. To Shield the Queen (1998) ISBN 0-671-01531-1
  2. The Doublet Affair (1998) ISBN 0-671-01532-X
  3. Queen's Ransom (2000) ISBN 0-671-03293-3
  4. To Ruin a Queen (2000) ISBN 0-671-03294-1
  5. Queen of Ambition (2002) ISBN 0-7434-1030-0
  6. A Pawn for a Queen (2002) ISBN 0-7432-0265-1
  7. Fugitive Queen (2004) ISBN 0-7434-5748-X
  8. The Siren Queen (2004) ISBN 0-7432-3752-8
  9. Queen Without a Crown (2011) ISBN 1-78029-014-4
  10. Queen's Bounty (2012) ISBN 1-78029-024-1
  11. A Rescue for a Queen (2013)ISBN 9781780290409
  12. A Traitor's Tears (2014) ISBN 9781780295435

" Bridges Over Times " ସିରିଜ ସବୁ  ସମ୍ପାଦନା

ନର୍ମାନ ସିରିଜ  ସମ୍ପାଦନା

ଅନ୍ୟ ଏଇତିହାସିକ ଉପନ୍ୟାସ ସବୁ  ସମ୍ପାଦନା

ଆଧାର  ସମ୍ପାଦନା

  1. Shippey, T. A.; Arnold, Martin (2003-02-01). Film and Fiction: Reviewing the Middle Ages. Boydell & Brewer. pp. 80–. ISBN 978-0-85991-772-8. Retrieved 17 April 2012.
  2. Charles, John; Clark, Candace; Hamilton-Selway, Joanne; Joanna Morrison (2011-11-30). The Readers' Advisory Guide to Mystery. ALA Editions. pp. 72–. ISBN 978-0-8389-1113-6. Retrieved 17 April 2012.

ବାହାର ଲିଙ୍କ  ସମ୍ପାଦନା