ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଏକ ବିଭାଗ ଯାହାକି ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଏବଂ ପୁରାତନ ସଂସ୍କୃତିକ ସ୍ଥଳୀର ରକ୍ଷଣାବେକ୍ଷଣ ନିମନ୍ତେ ଉତ୍ତରଦାୟୀ ଅଟେ । ଏହାକୁ ବ୍ରିଟିଶ ଶାସନ ସମୟରେ ୧୮୬୧ ମସିହାରେ ଆଲେକଜାଣ୍ଡାର କାନନୀଙଘାମ ସ୍ଥାପନ କରିଥିଲେ ଓ ନିଜେ ଏହାର ପ୍ରଥମ ଡ଼ିରେକ୍ଟର ଜେନେରାଲ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ | |
---|---|
ଛୋଟ ନାଆଁ | ASI |
ସ୍ଥାପନା | ୧୮୬୧ |
ମୁଖ୍ୟାଳୟ | ଜନପଥ, ନୂଆଦିଲ୍ଲୀ - ୧୧୦୦୧୧ |
ଅଞ୍ଚଳ | ଭାରତ |
ମୂଳ ସଙ୍ଗଠନ | ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର |
ଅଟକଳ | ₹ ୪୩୯ କୋଟି (୨୦୧୧-୨୦୧୨) |
ୱେବ୍ସାଇଟ | www.asi.nic.in/ |
କାର୍ଯ୍ୟ
ସମ୍ପାଦନାଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଦଇତ୍ୱ ଓ କାର୍ଯ୍ୟ ଗୁଡ଼ିକ [୧] ହେଲା :
- Conducting archaeological explorations and excavations.
- Maintenance, conservation and preservation of protected monuments and archaeological sites and remains of national importance.
- Chemical preservation of monuments and antiquarian remains.
- Architectural survey of monuments.
- Epigraphical and numismatic studies.
- Setting up and re-organization of Site Museums.
- Training in Archaeology.
- Bringing out archaeological publications.
- Archaeological expeditions outside India.
- Horticulture operation in and around ancient monuments and sites.
- Implementation and regulation of - The Ancient Monuments and Archaeological Sites and Remains Act, 1958 and The Antiquities and Art Treasures Act, 1972.
ଭୁବନେଶ୍ୱର କ୍ଷେତ୍ର
ସମ୍ପାଦନା- http://www.asibbsrcircle.in/ Archived 2013-05-02 at the Wayback Machine.
ଆଧାର
ସମ୍ପାଦନା- ↑ Official website of Archaeological Survey of India, Activities of Archaeological Survey of India
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ
ବାବଦରେ ମାଧ୍ୟମ ରହିଛି ।
- Official website
- World Heritage Site, All Tentative Sites, Here is an overview of all tentative lists, last updated January 2007.
- World Heritage, Tentative Lists, State : India.
- Dholavira: a Harappan City, Disstt, Kachchh, Gujarat, India, India (Asia and the Pacific), Date of Submission: 03/07/1998 , Submission prepared by : Archaeological Survey of India, Coordinates: 23°53'10" N, 70°11'03" E, Ref.: 1090