ଭାରତୀୟ କ୍ରିକେଟ ଦଳ ,୧୯୩୨ ରେ ଇଂଲଣ୍ଡ ଗସ୍ତ

ଏକ ଭାରତୀୟ କ୍ରିକେଟ ଦଳ ୧୯୩୨ ମସିହାରେ " All India' ଟିମ ନାମରେ ଇଂଲଣ୍ଡ ଗସ୍ତ କରିଥିଲେ । ଏହା ଭାରତୀୟ ଦଳର ଦ୍ୱିତୀୟ ଇଂଲଣ୍ଡ ଗସ୍ତ ଥିଲା । ପ୍ରଥମଟି ୧୯୧୧ରେ ହେଇଥିଲା । ଏହି ଗସ୍ତ କାଳରେ ଏକ ମାତ୍ର ଟେଷ୍ଟ ଲର୍ଡ୍ସ ପଡିଆରେ ଖେଲାଯାଇଥିଲା । ଏହା ଭାରତର ସର୍ବପ୍ରଥମ ଟେଷ୍ଟ ମେଚ । ଇଂଲଣ୍ଡ ଦଳ ପ୍ରଥମ ପାରିରେ ୨୫୯ ଓ ଦ୍ୱିତୀୟ ପାରିରେ ୨୭୫/୮ କରି ଭାରତକୁ ୧୮୯ ୦ ୧୮୭ରେ ଆଉଟ କରିବା ଫଳରେ ୧୫୮ ରଣରେ ବିଜୟୀ ହେଇଥିଲା । 

୧୯୩୨ ମସିହାରେ ଗୋଟିଏ ଅଣ ଅନୁଷ୍ଠାନିକ  ଟେଷ୍ଟ ଖେଳିବାକୁ ଯାଇଥିବା ଭାରତୀୟ କ୍ରିକେଟ ଦଳ 

ଏହି ଗସ୍ତ କାଳରେ ଭାରତୀୟ ଦଳ ସମୁଦାୟ ୩୬ଟି ମେଚ ଖେଳିଥିଲେ । ପୋରବନ୍ଦରର ମହାରାଜାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୯ଟି ପ୍ରଥମ ଶ୍ରେଣୀ ମେଚ ଜିତିବା ସହ ୯ଟି ଡ୍ର ରଖିଥିଲେ ଓ ୮ଟି ହାରିଯାଇଥିଲେ । ଏହି ଦଳରେ ଡାହାଣ ହାତ ବେତସମେନ CK॰ ନାଇଡୁ ଉତ୍ତମ ଖେଳ ପ୍ରଦର୍ଶନ କରି ପ୍ରଥମ ଶ୍ରେଣୀ ମେଚ ଗୁଡିକରେ ୧,୬୧୮ ରଣ କରିଥିଲେ । ୧୯୩୩ ବିସଡେନ କ୍ରିକେଟଦ୍ୱାରା ତାଙ୍କୁ ୫ ଜଣ "କ୍ରିକେଟର ଓଫ ଥି ଇୟର" ଭାବେ ସମ୍ମାନିତ କରାଯାଇଥିଲା । ଏହି ଦଳରେ ଦ୍ରୁତ ବୋଲର ଆମର ସିଂହ ୧୧୧  ଟି ପ୍ରଥମ ଶ୍ରେଣୀ ୱିକେଟ ନେଇ ଥିଲେ ଏବଙ୍ଗ ତାଙ୍କ ସାଥି ବ୍ଲଡ଼ ମହମ୍ମଦ ନିସାର  ୭୧ଟି ୱିକେଟ ନେଇଥିଲେ ।  

ଏକମାତ୍ର ଟେଷ୍ଟ  ସମ୍ପାଦନା

ଆଧାର  ସମ୍ପାଦନା

ବାର୍ଷିକ ବିବରଣୀ  ସମ୍ପାଦନା

  • Wisden Cricketers' Almanack 1933

ପୁନଶ ପଠନ  ସମ୍ପାଦନା

  • Bill Frindall, The Wisden Book of Test Cricket 1877-1978, Wisden, 1979
  • Ramachandra Guha, A Corner of a Foreign Field - An Indian History of a British Sport, Picador, 2001

ବାହାର ଲିଙ୍କ  ସମ୍ପାଦନା