ଭାବନାଥ ମନ୍ଦିର , ମଊ

ଭାରତର ଏକ ହିନ୍ଦୁ ମନ୍ଦିର

ଜୁନା ଭାବନାଥ ମନ୍ଦିର, ଭାରତୀୟ ରାଜ୍ୟ ଗୁଜରାଟର ଆରାବଳି ଜିଲାର ଭିଲୋଡା ତାଲୁକର ମଉ ଗ୍ରାମରେ ଅବସ୍ଥିତ ଏକ ଶିବ ମନ୍ଦିର । 

ଏହାର ପ୍ରସ୍ତର ଖୋଦନରୁ ଜଣାପଡେ ଯେ ଏହାର ନିର୍ମାଣ 1300 ବର୍ଷ ପୂର୍ବରୁ  ହେଇଥିଲା । ଏଠାରେ ଏକ ଜଳାଶୟ ବା କୁଣ୍ଡ ରହିଛି । ତାହାର ନାମ ବୃଗୁକୁଣ୍ଡ ଓ କୁହାଯାଏ ଏହାର ପବିତ୍ର ଜଳ କୁଷ୍ଠ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମନ୍ଦିର ଭଗବାନ ଶିବଙ୍କ ଆରାଧନା ପାଇଁ ରହିଛି । ହଠମାରୀ ନଦୀ ନିକଟରେ ଏହି ମନ୍ଦିର ରହିଛି । ଶ୍ରବଣ ମାସ ଶେଷ ସୋମବାର ଦିନ ଏଠାରେ ବୃହତ ମେଳା ଅନୁଷ୍ଠିତ ହେଇଥାଏ । ଏଠାରେ ମହଶିବରାତ୍ରି ମଧ୍ୟ ଭଲ ଭାବରେ ପାଳିତ ହେଇଥାଏ । .[୧][୨]

ଆଧାର  ସମ୍ପାଦନା

  1. http://sabarkanthadp.gujarat.gov.in/sabarkantha/juna-bhavnath-mandir.htm
  2. Gazetteer of the Bombay Presidency: Cutch, Palanpur, and Mahi Kantha. Printed at the Government Central Press. 1880. p. 433.