ଭର୍ଟିଓକ୍ସେଟିନ
ଭର୍ଟିଓକ୍ସେଟିନ (ଇଂରାଜୀ ଭାଷାରେ Vortioxetine, ଏକ ବିକ୍ରୟ ନାମ ଟ୍ରିଣ୍ଟେଲିକ୍ସ/ Trintellix) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ ଚିକିତ୍ସାରେ ବ୍ୟବହାର କରାଯାଏ । ଭର୍ଟିଓକ୍ସେଟିନ [୨] ଏହି ଔଷଧ ଅନ୍ୟାନ୍ୟ ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଭଳି ସମତୁଲ ପ୍ରଭାବଶୀଳ ହୁଏ ।[୨] ଦୁଇଟି ଆଣ୍ଟିଡିପ୍ରେସାଣ୍ଟ ଔଷଧ ପ୍ରଭାବହୀନ ହେଲେ ଏହି ଔଷଧ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ । [୨]
Clinical data | |
---|---|
Pronunciation | /vɔːrtiˈɒksətiːn/ vor-TEE-OK-SƏ-teen |
Trade names | Trintellix, Brintellix, others |
Synonyms | Lu AA21004 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth (film-coated tablets) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 75% (peak at 7–11 hours) |
Protein binding | 98% |
Metabolism | Extensive Liver, primarily CYP2D6-mediated oxidation |
Elimination half-life | 66 hours |
Excretion | 59% in urine, 26% in feces |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ECHA InfoCard | 100.258.748 |
Chemical and physical data | |
Formula | C18H22N2S |
Molar mass | 298.45 g/mol (379.36 as hydrobromide) |
3D model (JSmol) | |
| |
| |
(what is this?) (verify) |
ଭର୍ଟିଓକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ଓ ଅଇ (nausea) ହୋଇପାରେ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ରକ୍ତସ୍ରାବ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଏସଆଇଏଡିଏଚ (SIADH) ଓ ରୋଗୀ ବୟସ ୨୫ରୁ କମ୍ ଥିଲେ ଆତ୍ମହତ୍ୟା ପ୍ରବଣ ହୋଇପାରେ ।[୨] ଏହି ଔଷଧ ଶୀଘ୍ର ବନ୍ଦ କରିଦେଲେ ଉଇଥଡ୍ରାଆଲ ସିଣ୍ଡ୍ରୋମ (withdrawal syndrome) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୩] ସେରୋଟୋନିନ ମୋଡ୍ୟୁଲେଟର (serotonin modulator ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏ ।[୨] ଏହାର କାର୍ଯ୍ୟବିଧି ଅଜଣା ଥିଲେ ମଧ୍ୟ ସେରୋଟୋନିନ serotonin) ସ୍ତର ଅଧିକ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । [୨]
ସନ ୨୦୧୩ରେ ଭର୍ଟିଓକ୍ସେଟିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୭.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୬୮.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୦ତମ ସ୍ଥାନରେ ଥଲା । [୫]
ଆଧାର
ସମ୍ପାଦନା- ↑ "TGA eBS - Product and Consumer Medicine Information Licence". www.ebs.tga.gov.au. Archived from the original on 29 April 2018. Retrieved 29 April 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Vortioxetine Hydrobromide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 376. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.