ବ୍ୟବହାରକାରୀ:Tublu Nial/ଅରମାନ ମଲିକ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଅରମାନ୍ ମଲିକ୍ | |
---|---|
Background information | |
ଜନ୍ମ ସମୟରେ ନାମ | ଅରମାନ୍ ମଲିକ୍ |
ଜନ୍ମ | ମୁମ୍ବାଇ , ମାହାରାଷ୍ଟ୍ର ,ଭାରତ | ୨୨ ଜୁଲାଇ ୧୯୯୫
ପେଷା | ଗାୟକ, ସଙ୍ଗୀତକାର,ମଞ୍ଚ ସେଲେବ୍ରିଟି |
କାର୍ଯ୍ୟକାଳ | ୨୦୦୨ରୁ ଏବେଯାଏଁ |
ୱେବସାଇଟ | http://armaanmalik.me |
ଅରମାନ୍ ମଲିକ୍ (ଜନ୍ମ ୨୨ ଜୁଲାଇ ୧୯୯୫) ଜଣେ ଭାରତିୟ ଗାୟକ ଅଟନ୍ତି , ସେ ଗୀତ ଲେଖ ଓ ସଙ୍ଗୀତ କାରକ ମଧ୍ୟ । ସେ ସାରେ ଗା ମା ଲିଟ୍ଟିଲ ଚାମ୍ପର ଶେଷ ପର୍ଯ୍ୟାରେ ଆଠ ନମ୍ବର ପଦରେ ଲୋକଙ୍କ ଭୋଟଥିଲେ ,ଆଗରୁ ୟୁନିବେର୍ସାଲ୍ ସଙ୍ଗୀତ ଭାରତର ପ୍ରତିନିଥି ଥିଲେ ,ଏବ୍ଂ ବତ୍ତମାନରେ ଟି-ସେରିଜ ସହ କାମ କରୁଛନ୍ତି । ସେ ପ୍ରଥମେ ଚଳଚିତ୍ର ପରଦାରେ ୨୦୧୧ର ଚଳଚିତ୍ର କଚ୍ଚା ଲିମ୍ବୋ ଦେଖା ଯାଇଥିଲେ ।
ଜୀବନକାଳ
ସମ୍ପାଦନାମଲିକ୍ ମାଇ ନେମ୍ ଇଜ୍ ଖନ୍ ଚଳଚିତ୍ରର ଇଙ୍ଗ୍ଲିସ ବୟେ ଓ ଚାରେକ୍ଟର ସଲିମ୍ ରେଡିଓ ସ୍ଲୁମଡଗ ମିଲ୍ଲିଓନର୍ ବିବିସି ରେଡିଓ ୧ରେ ତାଙ୍କା କଣ୍ତରେ ୨୦୧୪ ଅନୁବଦ କରିଥିଲେ । ଅରମାନ୍ ତୁମକୋ ତୋହ୍ ଆନ ହି ଥ , ଲବ୍ ୟୁ ଟିଲ୍ଲ୍ ଦ ଏଣ୍ତ୍ (ହୋଉସ ମିକ୍ଷ୍) ଓ ସଲମାନ ଖାନଙ୍କ ଜୟ ହୋ ଚଳଚିତ୍ରାରର ଟାଇଟ୍ଲ୍ ଗୀତ ଗାଇଥିଲେ । ତା ସହିତ ଜୟ ହୋ ଚଳଚିତ୍ରର ଆରମ୍ଭରେ ଅରମାନ ଓ ତଙ୍କ ସଙ୍ଗୀତକାର ବଡ ଭାଇ ଅମାଲ୍ ମଲିକ୍ ଲବ୍ ୟୁ ଟିଲ୍ଲ୍ ଦ ଏଣ୍ତ୍ ଦେଖା ଯାଇଥିଲେ । ସେ ବର୍ଷରେ ସେ ନେଏନ ଗୀତ ସୋନା ମୋହାପତ୍ରଙ୍କ ସହିତ ଚଳଚିତ୍ର ଖୋବସୁରତର ଓ ଆୟୁଲିଅ'ଗୀତ ଉଙ୍ଗଲି ଚଳଚିତ୍ରର ଗାୟୀଥିଲେ ।
୨୦୧୫ରେ, ସେ ମେନ୍ ହୁଂ ହିରୋ ତେରା ଗୀତ ହିରୋ ଚଳଚିତ୍ର ପାଇଁ,କ୍ୱାହିସେନ୍ ଗୀତ କେଲେନଣ୍ତର ଗର୍ଲ୍ ଚଳଚିତ୍ରରେ ଓ ତୁମ୍ ହେନ୍ ଆପନା ବନାନେ କା ଗୀତ ହେଟ୍ ସ୍ଟୋରି ୩ ଚଳଚିତ୍ରରେ ତାଙ୍କ ବଡ ଭାଇ ଅମ୍ମାଲ ସଂଙ୍ଗୀତ ଗାୟୀଥିଲେ । ତ ପରେ ସେ ନିତି ମୋହନଙ୍କ ସହିତ ଗୋଟେ ଗୀତ ଗାୟୀ ଥିଲେ । ସେ ଆଉ ଗୋଟେ ଗୀତ ହେଟ୍ ସ୍ଟୋରି ୩ରେ ବମନଙ୍କ ସଂଙ୍ଗୀତ ଗାୟୀଥିଲେ । ସେ ଗୋଟେ ଏକା ଗୀତ ମୈନ ରହୁନ୍ ୟାନ ନା ରହୋନ୍ ତାଙ୍କ ବଡ ଭାଇ ଅମ୍ମାଲ ସଂଙ୍ଗୀତ ଗାୟୀଥିଲେ । ସେ ଫିଲ୍ମ ଫାୟେର୍ ଆର.ଡି ବୁରମାନ ଆୱର୍ଡରେ ନୁଆ ସଙ୍ଗୀତ ପ୍ରତିଭା ଆୱର୍ଡ ସେବର୍ଷ ପାଇଁ ପାଇଥିଲେ ।