ବ୍ୟବହାରକାରୀ:Rcsahu/ଭାଟକୁମରଡା

ଭାଟକୁମରଡା ହେଉଛି ଗଞ୍ଜାମ ଜିଲ୍ଲାର ଗୋଟିଏ ପ୍ରମୁଖ ଗ୍ରାମ ।[୧] ଏହା ପୂରୁଷୋତ୍ତମପୁର ସଦନ ଅନ୍ତଭୂକ୍ତ । ଏହା ମୁଖ୍ୟ ରାସ୍ତା ବ୍ରବ୍ମପୁର ଠାରୁ ପୂରୁଷୋତ୍ତମପୁର ମଧ୍ୟରେ ପଡେ । ଏଠାରେ ଗୋଷ୍ଠି ସ୍ୱାସ୍ତିୟ କେନ୍ଦ୍ର ଅବସ୍ଥିତ।


ଆଧାର ସମ୍ପାଦନା

  1. "Bhatakumarada Village in Purusottampur (Ganjam) Odisha | villageinfo.in". villageinfo.in. Retrieved 2019-08-01.