ବ୍ୟବହାରକାରୀ:Raj K. Mohapatra (Puri)/ସବିତାରାଣୀ ବେହେରା
ସବିତାରାଣୀ ବେହେରା
ଜନ୍ମ: ୨୮-୦୧-୧୯୫୫, ଗମ୍ଭାରୀଆ, ବର୍ତ୍ତନା, ବାଲେଶ୍ବର
ପିତା: ବିଷ୍ଣପଦ ବେହେରା, ମାତା: ସଂଯୁକ୍ତାରାଣୀ ବେହେରା
ପତି: ପ୍ରଫେସର ରମେଶ ଚନ୍ଦ୍ର ବେହେରା
ଶିକ୍ଷା: BA (Hons), B. Ed., MA (Odia)
ବୃତ୍ତି: ଶିକ୍ଷକତା
ଏକାଧାରରେ ଜଣେ ସୁଲେଖିକା ତଥା ସାହିତ୍ୟ ସଂଗଠିକା ଓ ପତ୍ରିକା ସମ୍ପାଦିକା ଭାବେ ସୁପରିଚିତା ଶ୍ରୀମତୀ ବେହେରାଙ୍କ ସାହିତ୍ୟର ବିଭିନ୍ନ ବିଭାଗରେ ବହୁ ପୁସ୍ତକ ପ୍ରକାଶିତ । ୨୦୧୧-୧୨ରୁ ଏଯାବତ୍ ସମ୍ଭ୍ରାନ୍ତ ତ୍ରୈମାସିକ ପତ୍ରିକା 'ସ୍ମୃତି ସାନ୍ତ୍ବନା' ପ୍ରକାଶିତ ।[୧]
ପ୍ରକାଶିତ ପୁସ୍ତକ:
ଗଳ୍ପ:
୧- ମନ ତଳ ମନ
୨- ବାପା
୩- ସବିତା ଭାବଭୂମି
୪- ଅଜଣା ଠିକଣା
୫- ନିଜ ପାଇଁ ନିଜେ
କବିତା:
୧- ସ୍ବପ୍ନର ସୁରଭି
୨- ଝିଅ
୩- ସ୍ମୃତିର ଲୁହ
୪- ଶେଷହୀନ ନିର୍ଜନତା
୫- ଲୁହର ନୈବେଦ୍ୟ
୬- ମୁଁ ଝିଅର ମା
୭- ତୁମ ପାଇଁ
୮- ଲୁହର ଆକାଶ (ଗୀତି କବିତା)
୯- ଏକାଏକା ଏକପଦୀ
୧୦- ଶୁଣ କୁନମୁନ୍ ଶୁଣ ( ଶିଶୁ କବିତା)
ଅନ୍ୟାନ୍ୟ:
୧- ପ୍ରଶ୍ନବାଚୀ (ଉପନ୍ୟାସ)
୨- ବିମୁଗ୍ଧ ଚିନ୍ତନ (ପ୍ରବନ୍ଧ)
ସମ୍ମାନ ଓ ପୁରସ୍କାର:
᛫ ଓଡ଼ିଶା ଲେଖିକା ସଂସଦ ସାହିତ୍ୟ ସମ୍ମାନ, ଭୁବନେଶ୍ୱର ୨୦୧୪
᛫ ତୃପ୍ତି ମହିଳା ମହାବିଦ୍ୟାଳୟ ବ୍ୟକ୍ତିତ୍ବ ସମ୍ମାନ, ବାସୁଦେବପୁର, ଭଦ୍ରକ ୨୦୧୩
᛫ ଓଡ଼ିଶା ବୁକ୍ ଏମ୍ପୋରିୟମ୍, କଟକ ୨୦୨୦
᛫ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ ୨୦୨୨
᛫ ମିଉଜିକ ସର୍କଲର ବାସନ୍ତିକା ପୁରସ୍କାର, ରାଉରକେଲା ୧୯୯୩
- ↑ ବୟୋଡାଟା