ବ୍ୟବହାରକାରୀ:Raj K. Mohapatra (Puri)/ରାଜକିଶୋର ମହାପାତ୍ର

ରାଜକିଶୋର ମହାପାତ୍ର

ଜନ୍ମ: ୦୩-୦୭-୧୯୮୧

ଗୋପିନାଥପୁର, ଅଠରନଳା, ପୁରୀ

ପିତା: ଲିଙ୍ଗରାଜ ମହାପାତ୍ର, ମାତା: ଶକୁନ୍ତଳା ମହାପାତ୍ର

ଜଣେ ଲେଖକ ଓ ସଂପାଦକ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ଜଣେ ବିରଳ ପୁସ୍ତକ ସଂଗ୍ରାହକ । ନିଜ ପ୍ରଚେଷ୍ଟାରେ ସେ ୫୦୦୦ରୁ ଉର୍ଦ୍ଧ୍ୱ ପୁସ୍ତକର ସଂଗ୍ରହ କରିବା ସହ ତାକୁ ନେଇ ଗ୍ରାମାଞ୍ଚଳରେ ଏକ ପାଠାଗାର ସ୍ଥାପନ କରିଛନ୍ତି । ପୁଣି କେବଳ ୧୦,୦୦୦ରୁ ଉର୍ଦ୍ଧ୍ୱ ଓଡ଼ିଆ ଲେଖକଙ୍କ ପରିଚୟ ମଧ୍ୟ ସଂଗ୍ରହ କରିଛନ୍ତି ।

ପ୍ରକାଶିତ ପୁସ୍ତକ:

  • ମୟୂରଭଞ୍ଜିଆ ସାରସ୍ୱତ ସାଧକ (ଯୁଗ୍ମ: ଡଃ ଶ୍ରୀହରି ପଣ୍ଡା)
  • ଓଡ଼ିଆ ରହସ୍ୟ ଓ ରୋମାଞ୍ଚ ସାହିତ୍ୟର ଇତିହାସ
  • ଅବିଭକ୍ତ ପୁରୀ ଜିଲ୍ଲାର ଲେଖକ ପରିଚୟ