ମୋବାଇଲ, କମ୍ପ୍ୟୁଟର ଓ ସାଧାରଣ ବ୍ୟବହାର ପାଇଁ ଓଡ଼ିଆ ଲିଖନ ବିଧି

ମୋବାଇଲ, କମ୍ପ୍ୟୁଟର ଓ ସାଧାରଣ ବ୍ୟବହାର ପାଇଁ ଓଡ଼ିଆ ଲିଖନ ବିଧି (ଇଂରାଜୀ: Odia style guide for mobile devices, computer and general use) ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ ତଥା ସାଧାରଣ ଲିଖନ ଆଦିରେ ବିଭିନ୍ନ ମାଧ୍ୟମରେ ଓଡ଼ିଆ ଲେଖିବା ପାଇଁ ଏକ ବ୍ୟବହାର ବିଧି । ଏହା ଓଡ଼ିଆ ବ୍ୟାକରଣ ଓ ବ୍ୟବହାରର ଆଧାରରେ ତିଆରି କରାଯାଇଥାଏ ।

ଆବଶ୍ୟକତା ସମ୍ପାଦନା

ଓଡ଼ିଆ ଲିଖନ ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ମାଧ୍ୟମ ବ୍ୟବହାର ହୋଇଥାଏ । ସାଧାରଣ ପାଠକଙ୍କୁ ଏହା ଦ୍ୱନ୍ଦରେ ପକାଇଥାଏ । ଏକ ସମୟରେ ଭିନ୍ନ ଭିନ୍ନ ମାନକ ମଧ୍ୟ ଅନେକ ଭାଷାରେ ବ୍ୟବହାର ହୋଇଥାଏ । କିନ୍ତୁ ସେଗୁଡ଼ିକୁ ମାନକ କରାଯିବା ଫଳରେ ହିଁ ଲୋକମାନେ ସେ ବାବଦରେ ଜାଣି ତାହା ବ୍ୟବହାର କରିଥାନ୍ତି । ଓଡ଼ିଆ ପାଇଁ ବିଭିନ୍ନ ଉଦ୍ୟମ ହୋଇଥିଲେ ହେଁ ପ୍ରାୟ ସବୁ ପୁରୁଣା ଓ ଅନେକ ଦିନ ଧରି ନୂଆ ସଂସ୍କରଣ ବାହାରି ନାହିଁ । ଏବେର ଆବଶ୍ୟକତା ଆଧାରରେ ଏକ ବ୍ୟବହାର ବିଧି ତିଆରି କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।

ଏହାକୁ କେଉଁମାନେ କିପରି ବ୍ୟବହାର କରିପାରିବେ ସମ୍ପାଦନା

କେଉଁମାନେ କିପରି ବ୍ୟବହାର କରିପାରିବେ
ସାମ୍ବାଦିକ ସାଧାରଣ ଓ କୌଣସି ବିଶେଷ ଖବର ଲିଖନ, ସମ୍ପାଦନା ଓ ସୁଧାରିବାରେ
ଅନୁବାଦକ ସାଧାରଣ ଓ କୌଣସି ବିଶେଷ ବିଷୟର ଅନୁବାଦ
ଇଣ୍ଟରଫେସ ଓ କାରିଗରୀ ଅନୁବାଦକ (localizers) କାରିଗରୀ ଓ ଇଣ୍ଟରଫେସ ଶବ୍ଦର ଅନୁବାଦ

ସୂଚୀ ସମ୍ପାଦନା

ସବିଶେଷ ପୃଷ୍ଠା କ୍ରମାଙ୍କ
ସାଧାରଣ ସୂଚନା
ଓଡ଼ିଆ ଲିପି, ଇଉନିକୋଡ଼

ଭାବାନୁବାଦ

  • ମିଡ଼ିଆ
  • ମୋବାଇଲ
  • ଡେସ୍କଟପ କମ୍ପ୍ୟୁଟର
ଏକ ବଚନ ଓ ବହୁବଚନ
ସମୟ ଓ ଦିନ ମାନକ
ସଂଖ୍ୟା ଲିଖନ

ଉପଲବ୍ଧ ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା