ବ୍ୟବହାରକାରୀ:Psubhashish/Odia style guide
ମୋବାଇଲ, କମ୍ପ୍ୟୁଟର ଓ ସାଧାରଣ ବ୍ୟବହାର ପାଇଁ ଓଡ଼ିଆ ଲିଖନ ବିଧି
ଏହା ଏ ପ୍ରକଳ୍ପର ଆରମ୍ଭ ମାତ୍ର । ଆପଣମାନେ ଏହାକୁ ଗଢ଼ିବାରେ ଭିନ୍ନ ଭିନ୍ନ ଭୂମିକା ନିଭାଇପାରିବେ । ଆପଣ କେଉଁଥିରେ ପଟୁ ତା' ଆପଣଙ୍କଠୁ ଆଉ କିଏ ଅଧିକ ଜାଣେ । ନିଜ ପଟୁତା ଓ କେଉଁ କାମଟିର ଭାର ଆପଣ ନେବାକୁ ଆଗ୍ରହୀ ତାହା ଏଠାରେ ଲେଖିଲେ ସେହି ଅନୁସାରେ ଆମେ ମିଶିକରି କାମକରିପାରିବା । |
ମୋବାଇଲ, କମ୍ପ୍ୟୁଟର ଓ ସାଧାରଣ ବ୍ୟବହାର ପାଇଁ ଓଡ଼ିଆ ଲିଖନ ବିଧି (ଇଂରାଜୀ: Odia style guide for mobile devices, computer and general use) ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ ତଥା ସାଧାରଣ ଲିଖନ ଆଦିରେ ବିଭିନ୍ନ ମାଧ୍ୟମରେ ଓଡ଼ିଆ ଲେଖିବା ପାଇଁ ଏକ ବ୍ୟବହାର ବିଧି । ଏହା ଓଡ଼ିଆ ବ୍ୟାକରଣ ଓ ବ୍ୟବହାରର ଆଧାରରେ ତିଆରି କରାଯାଇଥାଏ ।
ଆବଶ୍ୟକତା
ସମ୍ପାଦନାଓଡ଼ିଆ ଲିଖନ ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ମାଧ୍ୟମ ବ୍ୟବହାର ହୋଇଥାଏ । ସାଧାରଣ ପାଠକଙ୍କୁ ଏହା ଦ୍ୱନ୍ଦରେ ପକାଇଥାଏ । ଏକ ସମୟରେ ଭିନ୍ନ ଭିନ୍ନ ମାନକ ମଧ୍ୟ ଅନେକ ଭାଷାରେ ବ୍ୟବହାର ହୋଇଥାଏ । କିନ୍ତୁ ସେଗୁଡ଼ିକୁ ମାନକ କରାଯିବା ଫଳରେ ହିଁ ଲୋକମାନେ ସେ ବାବଦରେ ଜାଣି ତାହା ବ୍ୟବହାର କରିଥାନ୍ତି । ଓଡ଼ିଆ ପାଇଁ ବିଭିନ୍ନ ଉଦ୍ୟମ ହୋଇଥିଲେ ହେଁ ପ୍ରାୟ ସବୁ ପୁରୁଣା ଓ ଅନେକ ଦିନ ଧରି ନୂଆ ସଂସ୍କରଣ ବାହାରି ନାହିଁ । ଏବେର ଆବଶ୍ୟକତା ଆଧାରରେ ଏକ ବ୍ୟବହାର ବିଧି ତିଆରି କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।
ଏହାକୁ କେଉଁମାନେ କିପରି ବ୍ୟବହାର କରିପାରିବେ
ସମ୍ପାଦନାକେଉଁମାନେ | କିପରି ବ୍ୟବହାର କରିପାରିବେ |
---|---|
ସାମ୍ବାଦିକ | ସାଧାରଣ ଓ କୌଣସି ବିଶେଷ ଖବର ଲିଖନ, ସମ୍ପାଦନା ଓ ସୁଧାରିବାରେ |
ଅନୁବାଦକ | ସାଧାରଣ ଓ କୌଣସି ବିଶେଷ ବିଷୟର ଅନୁବାଦ |
ଇଣ୍ଟରଫେସ ଓ କାରିଗରୀ ଅନୁବାଦକ (localizers) | କାରିଗରୀ ଓ ଇଣ୍ଟରଫେସ ଶବ୍ଦର ଅନୁବାଦ |
ସୂଚୀ
ସମ୍ପାଦନାସବିଶେଷ | ପୃଷ୍ଠା କ୍ରମାଙ୍କ |
---|---|
ସାଧାରଣ ସୂଚନା | |
ଓଡ଼ିଆ ଲିପି, ଇଉନିକୋଡ଼ | |
ଭାବାନୁବାଦ
|
|
ଏକ ବଚନ ଓ ବହୁବଚନ | |
ସମୟ ଓ ଦିନ ମାନକ | |
ସଂଖ୍ୟା ଲିଖନ |
ଉପଲବ୍ଧ ଆଧାର
ସମ୍ପାଦନା- ଗିରି, ମନୋଜ କୁମାର. Computer Translation Style & Convention Guide for Odia. FUEL Project
- ମାଇକ୍ରୋସଫ୍ଟ ଷ୍ଟାଇଲ ଗାଇଡ଼
ଅଧିକ ପଠନ
ସମ୍ପାଦନା- ସାହୁ, ଅଶୋକ. ଖବରପାଳ (ସମାଜ)