ଏଠାରେ ଥିବା ତାଲିକାଗୁଡ଼ିକ ବ୍ୟାକରଣ ବହି ଏବଂ ବିଭିନ୍ନ ପ୍ରକାଶିତ ଗବେଷଣା ନିବନ୍ଧ ଆଧାରରେ ତିଆରି । ନିମ୍ନ ତାଲିକାଗୁଡ଼ିକରେ ଅନେକ ତଥ୍ୟ ସେହି ସବୁ ପୁସ୍ତକ/ପ୍ରବନ୍ଧରୁ ନିଆଯାଇଛି ଓ ସେଥିରେ ନଥିବା ଅନେକ ବିଷୟ ମଧ୍ୟ ଯୋଡ଼ଯାଇଛି ଓ ଯୋଡ଼ାଚାଲିଛି । "ଆଧାର" ବିଭାଗରେ ସେସବୁ ପୁସ୍ତକ/ନିବନ୍ଧର ତାଲିକା ଦିଆଯାଇଛି ।

ଓଡ଼ିଆ ଷ୍ଟପୱାର୍ଡ଼ ତାଲିକା ସମ୍ପାଦନା

ଅତି ମାତ୍ରାରେ ବ୍ୟବହୃତ ହେଉଥିବା ଓଡ଼ିଆ ଶବ୍ଦମାନଙ୍କର ତାଲିକା ।[୧] ଏହି ଶବ୍ଦଗୁଡ଼ିକୁ ଭାଷା ପ୍ରୋସେସିଂରେ ସାଧାରଣତଃ ୱେବକ୍ରଲିଂରୁ ବାଦଦିଆଯାଏ ।

କ୍ରମ ଶବ୍ଦ କ୍ରମ ଶବ୍ଦ କ୍ରମ ଶବ୍ଦ କ୍ରମ ଶବ୍ଦ
ଅନୁସାରେ ୨୧ ଏସବୁ ୪୧ ତାଙ୍କର ୬୧ ଭଳି
ଅନେକ ୨୨ ଏହା ୪୨ ତାହା ୬୨ ଭାବେ
ଅନେକ ୨୩ ଏହାର ୪୩ ତାହାକୁ ୬୩ ମଧ୍ୟ
ଅନ୍ୟାନ୍ୟ ୨୪ ଏହି ୪୪ ତେଣୁ ୬୪ ମୋର
ଅପେକ୍ଷା ୨୫ ୪୫ ତେବେ ୬୫ ଯେ
ଅବଶ୍ୟ ୨୬ କଣ ୪୬ ତ୍ୱରିତ ୬୬ ଯେଉଁ
ଆଜି ୨୭ କରି ୪୭ ଥିବ ୬୭ ଯେଉଁ
ଆଧାର ୨୮ କରି ୪୮ ଥିଲା ୬୮ ଯୋଗୁ
ଆମ ୨୯ କହ ୪୯ ଦେଇ ୬୯ ଲାଗି
୧୦ ଆମେ ୩୦ କାରଣ ୫୦ ଦ୍ୱାରା ୭୦ ସକାଶେ
୧୧ ଉକ୍ତ ୩୧ କିଏ ୫୧ ନେଇ ୭୧ ସବୁ
୧୨ ଉର୍ଦ୍ଧ୍ୱ ୩୨ କିନ୍ତୁ ୫୨ ପରିବର୍ତ୍ତେ ୭୨ ସମସ୍ତ
୧୩ ଏଇ ୩୩ କିମ୍ବା ୫୩ ପରେ ୭୩ ସିଧାସଳଖ
୧୪ ଏକ ୩୪ କେଉଁଟି ୫୪ ପର୍ଯ୍ୟନ୍ତ ୭୪ ସୁଦ୍ଧା
୧୫ ଏଠାରେ ୩୫ କେତେକ ୫୫ ପାଇଁ ୭୫ ସେ
୧୬ ଏତେ ୩୬ କୌଣସି ୫୬ ପାଇଁ ୭୬ ସେଥିରେ
୧୭ ଏପରି ୩୭ ଗତ ୫୭ ପୂର୍ବରୁ ୭୭ ହେବ
୧୮ ଏବଂ ୩୮ ଗୋଟିଏ ୫୮ ଫଳରେ ୭୮ ହେଲା
୧୯ ଏବେ ୩୯ ଜଣେ ୫୯ ବେଳେ
୨୦ ଏବେ ୪୦ ତାଙ୍କ ୬୦ ବୋଲି

କ୍ୟୁ-ଶବ୍ଦ ତାଲିକା ସମ୍ପାଦନା

କ୍ୟୁ-ଶବ୍ଦଗୁଡ଼ିକ ସାଧାରଣତଃ ଗୁରୁତ୍ତ୍ୱପୂର୍ଣ୍ଣ ବାକ୍ୟରେ ବ୍ୟବହାର କରାଯାଏ । କ୍ୟୁ-ଶବ୍ଦ ତାଲିକା ବ୍ୟବହାର କରି ଏଭଳି ବାକ୍ୟସବୁକୁ ବାଛିହୁଏ ।

କ୍ରମ ଶବ୍ଦ କ୍ରମ ଶବ୍ଦ କ୍ରମ ଶବ୍ଦ କ୍ରମ ଶବ୍ଦ
ଅତଏବ ୧୦ ତଥାପି ୧୯ ବାରମ୍ବାର ୨୮ ସଦା
ଅଥଚ ୧୧ ତେଣୁ ୨୦ ମାତ୍ର ୨୯ ସର୍ବଦା
ଅଧିକନ୍ତୁ ୧୨ ନଚେତ୍ ୨୧ ଯଦି ୩୦ ସାଧାରଣତଃ
ଏଣୁ ୧୩ ନହେଲେ ୨୨ ଯଦିଓ ୩୧ ସୁତରାଂ
ଏପରି ୧୪ ପରନ୍ତୁ ୨୩ ଯଦିବା ୩୨ ସେପରି
କାହିଁକି ୧୫ ପୁଣି ୨୪ ଯେଣୁ ୩୩ ସ୍ୱଭାବତଃ
କାହିଁକିନା ୧୬ ପୁନଃପୁନଃ ୨୫ ଯେପରି
କିନ୍ତୁ ୧୭ ପୁନର୍ବାର ୨୬ ଯେବେ
କେବେ ୧୮ ପୁନଶ୍ଚ ୨୭ ଯେହେତୁ

ପ୍ରତ୍ୟୟ, ବିଭକ୍ତି ଓ ଉପସର୍ଗ ତାଲିକା ସମ୍ପାଦନା

ଧାତୁପଦ ଶେଷରେ ଲାଗିଥିବା "ଇ" (ଯଥା: ଖାଇ, ଯାଇ), "ଅନ୍ତେ" (ଯଥା: ଶୁଅନ୍ତେ‌) ଆଦି ପ୍ରତ୍ୟୟ, ଶବ୍ଦପଦ ଶେଷରେ ଲାଗିଥିବା "କୁ", "ଙ୍କୁ", "ମାନଙ୍କୁ", "ମାନଙ୍କର"[୨] ଆଦି ବିଭକ୍ତିଗୁଡ଼ିକର ତାଲିକା ।[୧] ଓଡ଼ିଆରେ ସଂସ୍କୃତ ଭଳି ବ୍ୟାକରଣ ଆଧାରରେ ଶବ୍ଦଗଠନ ବିଧି ପାଳନ ହେଉନଥିବାରୁ ଅନେକ କ୍ଷେତ୍ରରେ ଶବ୍ଦସବୁ ନିୟମ ଭିତରେ ପଡ଼ିପାରନ୍ତି ନାହିଁ ।[୩] ତେଣୁ ଲେକ୍ସିମ ବା ଅନ୍ୟ କାମ ପାଇଁ ଶବ୍ଦତାଲିକା ତିଆରି ବେଳେ ଏସବୁ ପ୍ରତି ଧ୍ୟାନଦେବା ଆବଶ୍ୟକ ।

ପ୍ରତ୍ୟୟ ସମ୍ପାଦନା

ବିଭିନ୍ନ ପ୍ରକାରର କ୍ରିୟା:

ଧାତୁ ଛି ଛୁ ଛୁଁ ଛେ ଛନ୍ତି ଅଛ ଅଛି ଅଛେ ଅଛେଁ ଅଛୁ ଅଛୁଁ ଲା ଲାରୁ ଲି ଲୁ ଲେ ଥିଲ ଥିଲା ଥିଲି ଥିଲୁ ଥିଲେ ବା ବାରୁ ବି ବୁ ବେ ଥିବା ଥିବାର ଥିବେ ସାରି ସାରିଲେ
ଆଣି ଆଣିଛ ଆଣିଛି ଆଣିଛୁ ଆଣିଛୁଁ ଆଣିଛେ ଆଣିଛନ୍ତି ଆଣିଅଛ ଆଣିଅଛି ଆଣିଅଛେ ଆଣିଅଛେଁ ଆଣିଅଛୁ ଆଣିଅଛୁଁ ଆଣିଲ ଆଣିଲା ଆଣିଲାରୁ ଆଣିଲି ଆଣିଲୁ ଆଣିଲେ ଆଣିଥିଲ ଆଣିଥିଲା ଆଣିଥିଲି ଆଣିଥିଲୁ ଆଣିଥିଲେ ଆଣିବ ଆଣିବା ଆଣିବାରୁ ଆଣିବି ଆଣିବୁ ଆଣିବେ ଆଣିଥିବା ଆଣିଥିବାର ଆଣିଥିବେ ଆଣିସାରି ଆଣିସାରିଲେ

ବିଭକ୍ତି ସମ୍ପାଦନା

ଶବ୍ଦ ଗୁଡା ଗୁଡାଏ ଗୁଡିଏ ଗୁଡାକ ଗୁଡ଼ିକ ଗୁଡ଼ା ଗୁଡ଼ାଏ ଗୁଡ଼ିଏ ଗୁଡ଼ାକ ଗୁଡିକ ମାନ ମାନେ ସବୁ ଟା ଟାଏ ଟି ଟିଏ ଟେ କୁ ଙ୍କୁ ଗୁଡ଼ାକୁ ଗୁଡାଙ୍କୁ ଗୁଡ଼ିଏକୁ ଗୁଡିଏକୁ ଗୁଡ଼ାଙ୍କୁ ଗୁଡାକୁ ମାନଙ୍କୁ ଟାକୁ ରେ ମାନଙ୍କରେ ମାନଙ୍କଠାରେ ଟିରେ ଜଣକଦ୍ୱାରା ଜଣଙ୍କଦ୍ୱାରା ଙ୍କ ଙ୍କର ରୁ ଗୁଡ଼ିକରୁ ଗୁଡିକରୁ ମାନ ମାନଙ୍କ ମାନଙ୍କରୁ ମାନଙ୍କର ମାନଙ୍କଠାରୁ ମାନଙ୍କଠୁ ମାନଙ୍କଠୁଁ ଜଣକ ଜଣକର ଜଣକଠାରୁ ଜଣକଠୁ ଜଣକଠୁଁ ଜଣଙ୍କ ଟାର ଟିକୁ ଟିର ଠାରୁ ଠାରେ ଦ୍ୱାରା ସବୁର ସବୁରୁ ସବୁରେ ସବୁଙ୍କ ସବୁଙ୍କଠାରେ ସବୁଙ୍କଠାରୁ ସବୁଙ୍କର
ପାଠ ପାଠଗୁଡା ପାଠଗୁଡାଏ ପାଠଗୁଡିଏ ପାଠଗୁଡାକ ପାଠଗୁଡ଼ିକ ପାଠଗୁଡ଼ା ପାଠଗୁଡ଼ାଏ ପାଠଗୁଡ଼ିଏ ପାଠଗୁଡ଼ାକ ପାଠଗୁଡିକ ପାଠମାନ ପାଠମାନେ ପାଠସବୁ ପାଠଟା ପାଠଟାଏ ପାଠଟି ପାଠଟିଏ ପାଠଟେ ପାଠକୁ ପାଠଙ୍କୁ ପାଠଗୁଡ଼ାକୁ ପାଠକୁଗୁଡାଙ୍କୁ ପାଠଗୁଡ଼ିଏକୁ ପାଠଗୁଡିଏକୁ ପାଠଗୁଡ଼ାଙ୍କୁ ପାଠକୁଗୁଡାକୁ ପାଠମାନଙ୍କୁ ପାଠଟାକୁ ପାଠରେ ପାଠମାନଙ୍କରେ ପାଠମାନଙ୍କଠାରେ ପାଠଟିରେ ପାଠଜଣକଦ୍ୱାରା ପାଠଜଣଙ୍କଦ୍ୱାରା ପାଠଙ୍କ ପାଠଙ୍କର ପାଠର ପାଠରୁ ପାଠଗୁଡ଼ିକରୁ ପାଠଗୁଡ଼ିକରୁ ପାଠମାନ ପାଠମାନ ପାଠମାନଙ୍କରୁ ପାଠମାନଙ୍କର ପାଠମାନଙ୍କଠାରୁ ପାଠମାନଙ୍କଠୁ ପାଠମାନଙ୍କଠୁଁ ପାଠଜଣକ ପାଠଜଣକର ପାଠଜଣକଠାରୁ ପାଠଜଣକଠୁ ପାଠଜଣକଠୁଁ ପାଠଜଣଙ୍କ ପାଠଟାର ପାଠଟିକୁ ପାଠଟିର ପାଠଠାରୁ ପାଠଠାରେ ପାଠଦ୍ୱାରା ପାଠସବୁର ପାଠସବୁରୁ ପାଠସବୁରେ ପାଠସବୁଙ୍କ ପାଠସବୁଙ୍କଠାରେ ପାଠସବୁଙ୍କଠାରୁ ପାଠସବୁଙ୍କର

ଆଧାର ସମ୍ପାଦନା

  1. ୧.୦ ୧.୧ Biswas, Sitanath; Acharya, Sweta; Dash, Sujata (2015-12-17). "Automatic Text Summarization for Oriya Language". International Journal of Computer Applications. Foundation of Computer Science. 132 (1): 19–26. doi:10.5120/ijca2015907258. ISSN 0975-8887.
  2. ମହାପାତ୍ର, ଧନେଶ୍ୱର (2014). ଆମ ଓଡ଼ିଆ ବ୍ୟାକରଣ. ଭୁବନେଶ୍ୱର: ଆମ ଓଡ଼ିଶା. ISBN 978-81-89436-90-2.
  3. ରାୟ, ଗିରିଜାଶଙ୍କର (1942). ସରଳ ଭାଷାତତ୍ତ୍ଵ. କଟକ: ଶଶାଙ୍କଶଙ୍କର ରାୟ. OCLC 46327844.
  4. ସକର୍ମକ ଓ ଅକର୍ମକ ଭେଦରେ ଧାତୁ ଯେପରି ଦ୍ବିବିଧ କ୍ରିୟା ମଧ୍ୟ ସେହିପରି ଦ୍ବିବିଧ 'ରାମ ଭାତ ଖାଉଅଛି'—ଏ ବାକ୍ୟରେ ଖାଉଅଛି ସକର୍ମକ କ୍ରିୟା, 'ରାମ ଶୋଇବ'—ଏ ବାକ୍ୟରେ 'ଶୋଇବ' ଅକର୍ମକ କ୍ରିୟା ଏ ବାକ୍ୟରେ କର୍ମ ନାହିଁ; ତେଣୁ 'ଶୋଇବ' ଅକର୍ମକ ଅଟେ କୌଣସି କ୍ରିୟାର କରାଇବା ଅର୍ଥ ବୋଧକ ରୂପକୁ ଣିଜନ୍ତ ବା ପ୍ରେରଣାର୍ଥକ କ୍ରିୟା କହନ୍ତି 'ମା ପୁଆକୁ ଚନ୍ଦ୍ର ଦେଖାଉ ଅଛନ୍ତି'—ଏ ବାକ୍ୟରେ 'ଦେଖାଉଅଛନ୍ତି' ଣିଜନ୍ତ କ୍ରିୟା 'ଅକର୍ମକ' କ୍ରିୟାକୁ ଣିଜନ୍ତ କଲେ ଏହା ତାହା ସକର୍ମକ ହୋଇ ଯାଏ ଓ 'ସକର୍ମକ' କ୍ରିୟାକୁ ଣିଜନ୍ତ କଲେ ତାହା ଦ୍ବିକର୍ମକ ହୋଇ ଯାଏ ପୂର୍ବୋକ୍ତ ଉଦାହରଣରେ 'ଦେଖାୟାଉଅଛି' ସକର୍ମକ ଦେଖିବା କ୍ରିୟାର ଣିଜନ୍ତ ଆକୃତି, 'ପୁଅ' ଓ 'ଚନ୍ଦ୍ର' ତାହାର ଦୁଇଟି କର୍ମ 'ମା ପୁଅକୁ ଶୁଆଉଅଛନ୍ତି' ଏ ବାକ୍ୟରେ ଅକର୍ମକ 'ଶୋଇବା' କ୍ରିୟା ଣିଜନ୍ତରେ ସକର୍ମକ ହୋଇଅଛି 'ପୁଅକୁ' ତାହାର କର୍ମ