ସାରକଥା ସମ୍ପାଦନା

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ସାଧାରଣ ଲୋକଙ୍କୁ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଇଥାଏ ।

ଜାଗା ଓ ଠିକଣା ( Venue and Date ) ସମ୍ପାଦନା

ତାରିଖ: : ୧-ଜୁଲାଇ-୨୦୧୬ ସକାଳ ୦୩:୦୦ ଟା IST
ସ୍ଥାନ : Qutab Hotel, Delhi

Date: : Friday, 1-July-2016 15:00 - 17:00 PM IST

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନା

any body can participate with a sound knowledge of computer and internet

ମୂଳ ପ୍ରସଙ୍ଗ (Agenda) : OUT-REACH PROGRAM: WORKSHOP/EVENT PAGE for addition of new wikipedian ସମ୍ପାଦନା

Programme Schedule ଓଡ଼ିଆରେ ସମ୍ପାଦନା

Day 1 ସମ୍ପାଦନା

  • ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikisource
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikisource
  • ଉଇକିପ୍ରକଳ୍ପ/ WikiProjects
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
  • ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing

DAY 2 ସମ୍ପାଦନା

  1. HOW TO USE WIKISOURCE
  2. HOW TO USE OCR
  3. HOW TO PROOF READ

DAY 3 ସମ୍ପାଦନା

  1. DO YOU WANT TO EDIT: NEW USER REGISTRATION
  2. WHAT HAVE YOU LEARNT
  3. QUESTION & ANSWER

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

User:Pmsarangi

global matrics ସମ୍ପାଦନା

  1. NO. OF ACTIVE EDITORS - 5
  2. NO. OF NEW REGISTERED USER: 10
  3. NO. OF INDIDUALS INVOLVED - 20
  4. NO. OF NEW IMAGES/MEDIA ADDED TO WIKIMEDIA ARTICLE PAGES - 10
  5. NO. OF BYTES ADDED OR IMPROVED - 2000 bytes(at least 20-30 pages to be proof read)

Instruction ସମ୍ପାଦନା

  1. own laptop
  2. datacard/dongle

post-workshop follow Up ସମ୍ପାଦନା

  1. Report
  2. another meeting for new users