ବ୍ୟବହାରକାରୀ:MKar/ପ୍ରଶ୍ନୋତ୍ତର

  • ଆଜିକାଲି ପିଲା ପ୍ରଥମ ଶ୍ରେଣୀରୁ ଇଂରାଜୀରେ ପଢୁଛନ୍ତି । ବଡ଼ହେଲେ ହ୍ଵାଟସଆପ ଓ ହାଇକରେ ମଧ୍ୟ ଇଂରାଜୀ ବ୍ୟବହାର କରୁଛନ୍ତି । ଦେଖିବାକୁ ଗଲେ କେବଳ ଘରେ ହିଁ ଓଡ଼ିଆ ବ୍ୟବହାର କରୁଛନ୍ତି ଆଉ କେଉଁଠି ବ୍ୟବହାର କରୁନାହାନ୍ତି । ଏଭଳି ପରିସ୍ଥିତିରେ ଉଡ଼ିଆଉଇକି ପଛରେ ସମୟ ଓ ଶ୍ରମ ଦେବା ଯଥାର୍ଥ କି?
ଓଡ଼ିଆ ଏକା ଲୁପ୍ତ କିମ୍ବା ମୃତ ଭାଷା ନୁହେଁ, ଏହା ଏକ ଜୀବନ୍ତ ଭାଷା । ଏହାର ବ୍ୟବହାର ଧିରେ ଧିରେ କମିବାରେ ଲାଗିଛି । ମୃତ ଓ ବିପଦରେ ଥିବା ଅନେକ ଭାଷାକୁ ଜୀବନ୍ତ ଭାଷାରେ ପରିଣତ କରାଯାଉଛି ।
୨୦୧୬ରେ କେବଳ ୬ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ୧୦ମ ପରୀକ୍ଷା ଦେଇଥିଲେ ।

ପ୍ରସଙ୍ଗ ସଂଖ୍ୟା ସମ୍ପାଦନା

  • ବଟ ବ୍ୟବହାର କରି ନୂଆ ପ୍ରସଙ୍ଗ ତିଆରିକୁ ମୁଁ ସମର୍ଥନ କରେ କି ?
କେବଳ ପ୍ରସଙ୍ଗ ସଂଖ୍ୟା ବଢାଇବା ନିମନ୍ତେ ଛୋଟ ପ୍ରସଙ୍ଗ ତିଆରି କରିବା କିମ୍ବା ବଟ ବ୍ୟବହାର କରି ପ୍ରସଙ୍ଗ ତିଆରି କରିବାକୁ ବିରୋଧ କରେ । ମୋ ମତରେ ଅନ୍ୟ ଉଇକିରେ ଜାଣତରେ/ ଅଜାଣତରେ ହେଇଥିବା ଭୁଲରୁ ଆମେ ଶିଖିବା ଦରକାର । ପାଠକ ପ୍ରସଙ୍ଗ ସଂଖ୍ୟା ଦେଖି ଆସିବେନି, ଦରକାରୀ ତଥ୍ୟ ଥରେ ପାଇଥିଲେ ଆଉଥରେ ଆସିବେ, ହୁଏତ ସେଥିମଧ୍ୟରୁ କିଛି ପାଠକ ଅଧିକ ତଥ୍ୟ ଯୋଡ଼ି ଉଇକିକୁ ସମୃଦ୍ଧ କରିବାକୁ ଆଗ୍ରହୀ ହେବେ ।
  • EukeshBot@ New Wiki
  • Q14829494, the beetle species Linsleychroma monnei. The species didn’t have much information on it: it is a species, it had the genus, Linsleychroma. A link to the Encyclopedia of Life and the Global Biodiversity Information Facility. There were links to seven different Wikipedia language editions - the usual suspects for species, Cebuano, Indonesian, Waray-Waray, Minangkabau, Vietnamese, Dutch and Swedish. If you’re around on Wikidata you recognize this list as the language editions who have used bot created articles extensively. (as written by 'Denny Vrandečić' in an email)

ନବକଳେବର ଗଣସମ୍ପାଦନା ସମ୍ପାଦନା

  • ଆରମ୍ଭରେ ମୁଁ କାହିଁକି କହିଲି ନାହିଁ ? (ଜ୍ଞା)
  • ମୁଁ ଠିକ କଥା କହୁଛି, ହେଲେ ଡେରିରେ । ଆଗରୁ କହିଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା (ନି)।

ପରିଚାଳନା ସମ୍ପାଦନା

  • ପରିଚାଳକ ଭାବେ ମୁଁ ସଫଳ କି ?
  • ଆଲୋଚନାରେ ଅଧିକାଂଶ ସମୟରେ ମୁଁ କାହିଁକି ଉତ୍ତର ଦିଏନାହିଁ ?
  • ବେଳେ ବେଳେ ପ୍ରଚଳିତ ନିୟମବିରୁଦ୍ଧ ନିଷ୍ପତ୍ତି କାହିଁକି ନିଏ ?