ବ୍ୟବହାରକାରୀ:MKar/ପୁରୀ ଗଜପତି ମହରାଜାଙ୍କ ତାଲିକା

  • ଶୋଭନଦେବ
  • ଚନ୍ଦ୍ରକରଦେବ
  • ଜନ୍ମେଜୟ ମହାଭବଗୁପ୍ତ (ଖ୍ରୀ:୮୫୫-୯୨୨)
  • ସୋମବଂଶୀ ପ୍ରଥମ ଯଯାତିକେଶରୀ (ଖ୍ରୀ:୯୨୨-୯୫୫) [ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ]
  • ଦ୍ଵିତୀୟ ଯଯାତିକେଶରୀ (ଖ୍ରୀ:୧୦୨୧-୧୦୪୦)
  • ଭୋଇବଂଶୀୟ ପ୍ରଥମ ରାମଚନ୍ଦ୍ରଦେବ [ଅଭିନବ ଇନ୍ଦ୍ରଦ୍ୟୁମ୍ନ]

ଗଙ୍ଗବଂଶ ସମ୍ପାଦନା

  • (ଅନନ୍ତ ବର୍ମା) ଚୋଡ଼ଗଙ୍ଗ ଦେବ (ଖ୍ରୀ:୧୧୧୨-୧୧୪୭/୪୮)
  • ଅନଙ୍ଗଭୀମ ଦେବ (ଦ୍ଵିତୀୟ) (ଖ୍ରୀ:୧୨୧୬-୧୨୩୮)
  • ଅନଙ୍ଗଭୀମ ଦେବ (ତୃତୀୟ) (ଖ୍ରୀ:xxxx-xxxx)
  • କବି ନରସିଂହ ଦେବ (ନରସିଂହଦେବ ଦ୍ଵିତୀୟ, ଖ୍ରୀ:୧୨୭୮-୧୩୦୬)
  • ଭାନୁଦେବ ତୃତୀୟ (ଖ୍ରୀ:୧୩୫୨-୧୩୭୮)

ସୂର୍ଯ୍ୟବଂଶ ସମ୍ପାଦନା

  • କପିଳେନ୍ଦ୍ର ଦେବ: ୧୪୩୫-୧୪୬୫/୮
  • ପୁରୁଷୋତ୍ତମ ଦେବ (ଖ୍ରୀ:୧୪୬୫/୮-୧୪୯୫/୭)
  • ପ୍ରତାପରୁଦ୍ର ଦେବ (ଖ୍ରୀ:୧୪୯୫/୭-୧୫୩୨/୪)
  • ଗଉଡିଆ ଗୋବିନ୍ଦଦେବ (ଖ୍ରୀ:୧୫୩୪-୧୫୪୧)
  • ମୁକୁନ୍ଦଦେବ (୧୫୫୯-୧୫୬୮)
  • ରାମଚନ୍ଦ୍ର ଦେବ (୧୫୬୮-୧୬୦୭)
  • ଦିବ୍ୟସିଂହଦେବ (ଖ୍ରୀ:୧୬୮୮/୯-୧୭୧୫/୬)
  • ରାମଚନ୍ଦ୍ର ଦେବ (୨ୟ) (ଖ୍ରୀ:୧୭୨୭-୧୭୩୭)
  • ବୀରକେଶରୀ ଦେବ (୧୭୩୯-୧୭୮୧)
  • ଦିବ୍ୟସିଂହଦେବ (୨ୟ) (୧୭୮୧-୧୭୯୫)

ଚୋରଗଙ୍ଗ ଦେବ ସମ୍ପାଦନା

ଚୋରଗଙ୍ଗ ଦେବ ବା ଚୁଡ଼ଙ୍ଗ ଦେବ ଗଙ୍ଗବଂଶର ପ୍ରଥମ ରାଜା । ଏହାଙ୍କ ମାତାଙ୍କ ନାମ ‘ଗଙ୍ଗା’ ଥିବାରୁ ତାହାଙ୍କ ନାମାନୁସାରେ ଏ ବଂଶଟି ‘ଗଙ୍ଗବଂଶ’ ନାମରେ ପରିଚିତ ୤ କେଶରୀବଂଶର ଶେଷ ରାଜା ସୁବର୍ଣ୍ଣକେଶରୀ ବା ସିଦ୍ଧେଶ୍ଵର କେଶରୀଙ୍କୁ ପରାସ୍ତ କରି ରାଜା ହେଲେ । ଏ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ୤ ମାଦଳାପାଞ୍ଜି ଲେଖା ଏହାଙ୍କ ଆଦେଶରେ ପ୍ରଥମେ ଆରମ୍ଭ ହେଲା ।

ଅଧିକ ତଥ୍ୟ ସମ୍ପାଦନା