• ଡିଫଲ୍ଟ ଟାଇପିଙ୍ଗ ଓଡ଼ିଆ କରାଯିବ ।
  • ଟ୍ରାନ୍ସଲିଟରେସନ ଟାଇପିଙ୍ଗରେ ଡ଼ି/ ଡ଼ୀ ଲେଖିବା ସମସ୍ୟାର ସମାଧାନ, ପୂର୍ଣ୍ଣଚ୍ଛେଦ 'shift+z' ବଦଳରେ '.'ସ୍ଥାନକୁ ଘୁଞ୍ଚାଯିବ ।
  • ସମାନ ଭଳି ଦେଖାଯାଉଥିବା ଅକ୍ଷର/ ନାମ (Zero-width non-joiner)ସମସ୍ୟା ।
୮ ଜୁଲାଇ ୨୦୧୩
  • ଟ୍ରାନ୍ସଲିଟରେସନ ଟାଇପିଙ୍ଗରେ 'ର‍୍ୟ' ଲେଖିବାରେ ଅସୁବିଧା । 'kya = କ୍ୟ' ହେଉଥିବା ବେଳେ 'rya =ର୍ୟ' ଦେଖାଉଛି ।