ବ୍ୟବହାରକାରୀ:Krushna banchhor/ବନଛୋର

ବନଛୋର , ଏକ ପ୍ରକାର ଉପନାମ ବା ଟାଇଟଲ୍ ଏହା ଓଡ଼ିଶା,ଛତିଶଗଡ,ମଧ୍ୟପ୍ରଦେଶ ଆଦି ରାଜ୍ୟର ଲୋକ ମାନେ ବ୍ୟବହାର କରନ୍ତି , ଓଡ଼ିଶାରେ ଗୌଡ ମାନେ ଏହି ଟାଇଟଲ୍ ଲେଖିଥାନ୍ତି ଆଉ ଛତିଶଗଡ ଓ ମଧ୍ୟପ୍ରଦେଶରେ କୁର୍ମି ମାନେ ଲେଖିଥାନ୍ତି ।