୧) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।

୨) ତାଙ୍କର ବୟସ ୩୦ରୁ କମ୍‌ ହୋଇ ନ ଥିବ ।

୩) ସେ କୌଣସି ସରକାରୀ ପଦବିରେ ନ ଥିବେ ।

୪) ସେ କୌଣସି ଫୌଜଦାରି ମାମଲାରେ ଲିପ୍ତ ନ ଥିବେ ।

୫) ସଂସଦ ଦ୍ଵାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ ।