ବ୍ୟବହାରକାରୀ:Himansu Sekhar Fatesingh/ହିମାଂଶୁ ଶେଖର ଫତେସିଂହ
ହିମାଂଶୁ ଶେଖର୍ ଫତେସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୦ଫେବ୍ରୁୟରୀ, ୧୯୭୨ ବାଲିଗାଡିଆ, ଜଂକିଆ, ଖୋର୍ଧା |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ପୁରସ୍କାର | ଜନପ୍ରିୟ ବିଜ୍ଞାନ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର |
ହିମାଂଶୁ ଶେଖର ଫତେସିଂହ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଂକିଆ ନିକଟସ୍ଥ ବାଲିଗାଡିଆ ଗ୍ରାମରେ ୧୯୭୨ ମସିହା ଫେବ୍ରୁୟାରୀ ୨୦ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଜନପ୍ରିୟ ବିଜ୍ଞାନ ଲେଖକ । ସେ ୨୨ ଖଂଡ ବିଜ୍ଞାନ ଭିତ୍ତିକ ପୁସ୍ତକର ରଚୟିତା !
ରଚନାବଳୀ
ସମ୍ପାଦନାଜନପ୍ରିୟ ବିଜ୍ଞାନ ପୁସ୍ତକ
ସମ୍ପାଦନା- ଆମ ମାପ ଯନ୍ତ୍ର ବିଜ୍ଞାନ
- ଆମ ମଂଗଳ ବିଜ୍ଞାନ
- ଆମ ଜହ୍ନରାଇଜ ବିଜ୍ଞାନ
- ଆମ ଗ୍ରହାଣୁ ବିଜ୍ଞାନ
- ଆମ ଧୂମକେତୁ ବିଜ୍ଞାନ
- ଆମ ଶୁକ୍ର ବିଜ୍ଞାନ
- ଆମ ଶନି ବିଜ୍ଞାନ
- ଆମ ବାମନ ଗ୍ରହ ବିଜ୍ଞାନ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୧୧
- ପ୍ରକୃତି ବନ୍ଧୁ: ଓଡିଶା ସରକାର, ୨୦୧୦
- ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୯)
- ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ, ପୁରୀ (୨୦୦୬)
- ଇସ୍ୱା ସମ୍ମାନ, ଭାରତୀୟ ବିଜ୍ଞାନ ଲେଖକ ସଂଘ, ନୂଆଦିଲ୍ଲୀ (୨୦୦୬)
- ସୁକୁମାର-ସୁନନ୍ଦା ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୦୫)