ଓଡ଼ିଆ ସାହିତ୍ୟରୁ - ଚଳଚ୍ଚିତ୍ର ଫକୀର ମୋହନଙ୍କ ‘ଛ ମାଣ ଆଠ ଗୁଣ୍ଠ, କାହ୍ନୁଚରଣଙ୍କ ‘କାଦ, ‘ଅଭିନେତ୍ରୀ, ‘ତୁଣ୍ଡବାଇଦ୍ଦ ଓ ‘ଶାସ୍ତି', କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ ଓ ‘ମାଂସର ବିଳାପ (ମୁକ୍ତିଲାଭ କରିନଥିଲା), ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡ଼ାବାଟ, କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ‘ଅଦିନ ମେଘ୍, ଉପେନ୍ଦ୍ର କିଶୋର ଦାସଙ୍କ ମଲାଜହ୍ନ, ନନ୍ଦକିଶୋର ବଳଙ୍କ କନକଲତା, ପ୍ରତିଭା ରାୟଙ୍କ ‘ଅପରିଚିତାଦ ଓ ‘ମୋକ୍ଷ, ବୀଣା ମହାପାତ୍ରଙ୍କ ସୁବର୍ଣ୍ଣ ସୀତା, ଗୋଦାବରୀଶ ମହାପାତ୍ରଙ୍କ ‘ନୀଳମାଷ୍ଟ୍ରାଣୀଦ, ଗାୟତ୍ରୀ ବସୁ ମଲ୍ଲିକଙ୍କ ‘କାବେରୀଦ, ବିଭୂତି ପଟ୍ଟନାୟକଙ୍କ ‘ବଧୂ ନିରୂପମାଦ, ‘ମାୟା ମିରିଗ, ‘ହାକିମବାବୁଦ ଓ ‘ଗାରେ ସିନ୍ଦୂର ଧାରେ ଲୁହ, ସାତକଡ଼ି ହୋତାଙ୍କ ନିର୍ବ।ଚନ ଓ ଅରଣ୍ୟ ରୋଦନ୍ଦ, ରାମଚନ୍ଦ୍ର ବେହେରାଙ୍କ ‘ଶେଷଦୃଷ୍ଟି, ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର୍ଦ ଓ ‘ଆରଣ୍ୟକ, ମହାପାତ୍ର ନୀଳମଣି ସାହୁଙ୍କ ‘ଲାବଣ୍ୟପ୍ରୀତି, ମନ୍ମଥନାଥ ଦାସଙ୍କ ସୁନା ସଂସାର, ବସନ୍ତ ମହାପାତ୍ରଙ୍କ ‘ଶେଷ ଶ୍ରାବଣ' ଓ ‘କାଚଘର' ଆଦି ଓଡ଼ିଆ ଚଳଚ୍ଚିତ୍ର ସହିତ ସାହିତ୍ୟର ସମ୍ମିଶ୍ରଣର ଦୃଷ୍ଟାନ୍ତ।

http://www.thesundayindian.com/or/story/odiya-cinema/7/3033/