ବ୍ୟବହାରକାରୀ:Dinesh.das.171/ହ୍ୟୁ ଲରୀ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
Hugh Laurie ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist । | |
---|---|
ଜନ୍ମ | James Hugh Calum Laurie ୧୧ ଜୁନ ୧୯୫୯ Blackbird Leys, Oxfordshire, England |
ଶିକ୍ଷାନୁଷ୍ଠାନ | Selwyn College, Cambridge |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | 1981–present |
ବୈବାହିକ-ସାଥୀ |
Jo Green
(m. ୧୯୮୯) |
ସନ୍ତାନ | 3 |
ସମ୍ପର୍କୀୟ | Ran Laurie (father) |
Musical career | |
ଶୈଳୀ | Blues |
ବାଦ୍ୟଯନ୍ତ୍ର |
|
ଅନ୍ୟ ଅଂଶଗ୍ରହଣ | Band from TV |
ୱେବସାଇଟ | hughlaurieblues |
ଜେମ୍ସ ହ୍ୟୁ କାଲମ୍ ଲରୀ ( ଜନ୍ମ ଜୁନ ୧୧ ୧୯୫୯) ହେଉଛନ୍ତି ଜଣେ ବ୍ରିଟିଶ କଳାକାର ,ନିର୍ଦେଶକ,ସଙ୍ଗୀତଜ୍ଞ, ଗୀତିକାର ,ହାସ୍ୟ କଳାକାର ଓ ଲେଖକ।
ଲରୀ, ଏକ ହାସ୍ୟ ଯୁଗଳ ହିସାବରେ ତାଙ୍କ ହାସ୍ୟାକର ବନ୍ଧୁ ଷ୍ଟେଫେନ୍ନ ଫ୍ରାଏଙ୍କ ସହ ଏକ ହାସ୍ୟ ନାଟକ କରୁଥିବା ସମୟରେ ପ୍ରଥମ ଥର ପାଇଁ ମନ୍ୟତା ଲାଭ କରିଥିଲେ।,ସେ କ୍ୟାମ୍ବ୍ରିଜ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ବନ୍ଧୁ 'ଏମା ଥୋମ୍ପସନ'ଙ୍କ ଜରିଆରେ ଷ୍ଟେଫେନ୍ନ ଫ୍ରାଏଙ୍କ ସହ ଦେଖା ହୋଇଥିଲେ।ସେ ସେଠାରେ ଥିବା ଏକ ନାଟ୍ୟଶାଳା Cambridge Footlightsର ସଭାପତି ପଦବୀରେ ଥିଲେ।ଦୁହେଁ ୧୯୮୦ରୁ ୧୯୯୦ ମଧ୍ୟରେ ଅନେକ ପରିକଳ୍ପନାରେ ଏକାଠି କାମ କରିଥିଲେ।ଏହି ପରିକଳ୍ପନା ମଧ୍ୟରେ କିଛି ବିଶେଷ ରେଖଚିତ୍ର ହାସ୍ୟ ଅନୁକ୍ରମ A bit of Fry & Laurie ଏବଂ P.G Wodehouse ପରେ ପରେ Jeeves and woster ପରିକଲ୍ପନାରେ ମଧ୍ୟ କାମ କରିଥିଲେ।ଲରୀଙ୍କ ଅନ୍ୟ ଉକ୍ତ ସମୟ କାଳ ମଧ୍ୟରେ ସାମୟିକ ହାସ୍ୟ ଅନୁକ୍ରମ Blackadder ଏବଂ ଅନେକ ପ୍ରମୁଖ ଚଳଚ୍ଚିତ୍ର ଯଥା sense and sensitibility, 101 Dalmatians,The Borrowers and Stuart Littleରେ କାମ କରି ଖ୍ୟାତି ଅର୍ଜନ କରିଥିଲେ।[୧]
ବାଲ୍ୟ ଜୀବନ
ସମ୍ପାଦନା- ↑ "Hugh Laurie | Biography, TV Shows, Movies, & Facts". Encyclopedia Britannica. Retrieved 14 ସେପ୍ଟେମ୍ବର 2018.