A rope-and-anchor tattoo, against the original sketch of the design

ଟାଟୁ ହେଉଛି ଶରୀରରେ କରା ଯାଇଥିବା ଏକ ପ୍ରକାର ରୁପାନ୍ତରଣ । ଏହା ଚର୍ମ ତଳେ ସ୍ୟାହିଦ୍ୱାରା ସ୍ଥାୟି କିମ୍ବା ଅସ୍ଥାୟୀ ଭାବରେ ପାରିବର୍ତ୍ତନ କରାଯାୟୀ ଥାଏ । ଏହି ଶବ୍ଦର ଅର୍ଥ "ଲେଖିବା"। ଏହାକୁ ଓଡ଼ିଆରେ ଚିତା କାଟିବା ମଧ୍ୟ କୁହାଯାଏ ।