ବ୍ୟବହାରକାରୀ:Aditya Mahar/ଓଡ଼ିଆ ଉଇକିପିଡ଼ିଆର ଇତିହାସ ଓ ବର୍ତ୍ତମାନ

ଇତିହାସ ଓ ବର୍ତ୍ତମାନ

ଇତିହାସ ପାଇଁ ଆଲୋଚନା ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର ଇତିହାସ ଜଣେ ଓଡ଼ିଆ ଉଇକିଆଳି ପାଇଁ ଗୋଟିଏ ପ୍ରେରଣାର ଉତ୍ସ ତଥା ନୂଆ ଉଇକିଆଳିଙ୍କୁ ଭବିଷ୍ୟତ ଯୋଜନା ଗଢିବା ପାଇଁ ପଥଟିଏ । ସମସ୍ତେ ଜାଣନ୍ତି ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହେଇଥିଲା ୨୦୦୪ ମସିହା, ହେଲେ ଆମର ଜନ୍ମତ୍ସବ ଓ ବିଭିନ କର୍ମଶାଳା ସମୟରେ ଖବର କାଗଜ, ୱେବସାଇଟ ଓ ବ୍ଲଗରେ ଲେଖା ଯାଉଛି ଯେ : ଦୀର୍ଘ ୮ ବର୍ଷ ଧରି ପ୍ରକଳ୍ପଟି ନିଷ୍କ୍ରିୟ ହୋଇପଡ଼ି ରହିଥିଲା ବେଳେ ୨୦୧୧ ମସିହା ଫେବୃଆରୀ ବେଳକୁ ବେଙ୍ଗୁଲୁରୁରେ ରହୁଥିବା କିଛି ଉତ୍ସାହିତ ଓଡ଼ିଆ ଏହାର ପୁନରାରମ୍ଭ କରିଥିଲେ । ସବୁଠୁ ବଡ଼ ପ୍ରଶ୍ନ ହେଲା ଏହା କେତେ ଯୁକ୍ତିଯୁକ୍ତ ଓ ସତ୍ୟତା କେତେ ? କେଉଁମାନେ (CIS ର ବେତନଭୋଗୀ ସଦସ୍ୟ ?) ଏହାର ପୁନରାରମ୍ଭ କରିଥିଲେ ଓ ତାହାର ପ୍ରମାଣ ଆମ ପାଖେ କଣ ଅଛି ? ଆମେ ଜାଣିବା ଦରକାର ୨୦୦୪ ରୁ ୨୦୧୧ ଯାଏଁ ଓଡ଼ିଆ ଉଇକିପିଡ଼ିଆର ଅବସ୍ଥା ଥିଲା କଣ ? ୨୦୧୧ ମସିହାରେ କଣ ଏତେ ପରିବର୍ତ୍ତନ ହୋଇଥିଲା ଯେ ଆମେ ଆମ ଇତିହାସ ପୃଷ୍ଠାରେ ବେଙ୍ଗୁଲୁରୁରେ ରହୁଥିବା କିଛି ଉତ୍ସାହିତ ଓଡ଼ିଆ ଲେଖିବାକୁ ବାଧ୍ୟ ହେଉଛେ ?


ପ୍ରଚେଷ୍ଟା ଓ ଅବଦାନ ସମ୍ପାଦନା

  • ପରଦା ପଛରେ ଶ୍ରୀକାନ୍ତ ଭାଇ ଓ ସମସ୍ତଙ୍କ ସାମ୍ନାରେ ମୃତ୍ୟୁଞ୍ଜୟ ଭାଇ :ଲେଖିବା ବାକି
  • କିଛି ପୁରୁଖା ସଦସ୍ୟଙ୍କ ବିଦାୟ : ଲେଖିବା ବାକି
  • ସୋସିଆଲି ମିଡିଆରେ ଅଦରକାରୀ ଆଲୋଚନାରେ ଉଇକି ଓ ଉଇକିରେ ତାହାର ପ୍ରଭାବ : ଲେଖିବା ବାକି
  • ବିଭିନ୍ନ କର୍ମଶାଳା ଓ ଜନ୍ମତ୍ସବ ସମୟରେ ଖବର କାଗଜରେ ସାମ୍ବାଦିକଙ୍କ ନାଁରେ ମିଛ କହି ମନଇଛା ନିଜକୁ ଶ୍ରେୟ ଦେଇ ଖବର ଛପାଇବା  !!!ଓ ତାହାର ପ୍ରଭାବ  : ଓଡ଼ିଆ ଉଇକିପିଡ଼ିଆର ନିର୍ଦ୍ଦେଶକ,ଓଡ଼ିଆ ଉଇକିପିଡ଼ିଆ ମୂଖ୍ୟ,CIS ର ଅଫିସର , କହିବାକୁ ଗଲେ ଜଣେ ନୂଆ ବ୍ୟକ୍ତିଙ୍କ ପାଇଁ ସେ ଓଡ଼ିଆ ଉଇକିପିଡ଼ିଆର ସର୍ବେସର୍ବା। ସବୁକିଛି ତା ହେଲେ ଆମେ ମାନେ କଣ CIS ର ଚାକର ନା ଦିନ ମଜୁରିଆ ?
  • ପ୍ରକୃତ ସ୍ଵେଛାସେବୀ କିଏ ? CIS ର ବେତନଭୋଗୀ ପ୍ରତିନିଧି ଉଇକିପିଡ଼ିଆ ପାଇଁ କାମ ନ କଲେ ତାଙ୍କ ଚାକିରୀ ଉପରେ ପ୍ରଭାବ ପଡିପାରେ,ଉଇକି ପାଇଁ କାମ କରିବା ସେ ବାଧ୍ୟ ହେଲେ ଆମେ କରୁଛେ କଣ ?
  • ଆମର ସମସ୍ତ କାମ, ସୁବିଧା ଓ ଅସୁବିଧା CIS କୁ ଜଣେଇବା କଣ ନିହାତି ଦରକାର  ? (ନିକଟରେ ମୃତ୍ୟୁଞ୍ଜୟ ଭାଇଙ୍କ ଉପପୃଷ୍ଠାର ବିବରଣୀ)

ତା ହେଲେ ଆମେ ତିନି ବର୍ଷ ହେଲା କେତେ ଥର CIS କୁ ଜଣେଇଛେ  ?

୨୦୧୨ ରୁ ୨୦୧୫ ମଧ୍ୟରେ CIS ଓ ତାଙ୍କ ପ୍ରତିନିଧିଙ୍କ ଓଡ଼ିଆ ଉଇକିପିଡ଼ିଆକୁ ଅବଦାନ ସମ୍ପାଦନା

ବିଗତ ହିଁ ଭବିଷ୍ୟର ନୂଆ ରାସ୍ତା ଦେଖାଏ । ନିଜ ବିଗତ ଇତିହାସ ବିନା ସବୁ କିଛି ଅସମ୍ଭବ । ୨୦୧୨ ରୁ ଆଜି ଯାଏଁ ମୁଁ ସକ୍ରିୟ ତେଣୁ ନିଜ ସାମ୍ନାରେ ଯାହା ହେଇଛି ତାହାର କିଛି ସୂଚନା । ତିନିବର୍ଷ ହେଲା ହେଲା CIS ବା ତାଙ୍କ ପ୍ରତିନିଧିଙ୍କ ଦ୍ଵାରା ଓଡ଼ିଆ ଉଇକିପିଡ଼ିଆ ପାଇଁ କିଛି କାମ ନ ହେଇ ମଧ୍ୟ ଭବିଷ୍ୟତରେ ଭଲ ଫଳ ପାଇଁ ବିରୋଧ ହେଉନ ଥିଲା ।

  1. ବର୍ତ୍ତମାନ ଯଦି କିଛି ଭଲ କାମ ହେଉଛି/ହେବାକୁ ଯାଉଛି ଦୋଷ ଦେବା ତା ହେଲେ ଦୀର୍ଘ ୩ ବର୍ଷ ହେଲା ଆମେ କଣ କରିଚେ ?
  2. ବର୍ତ୍ତମାନର ସ୍ଥିତି (ପୁରୀ-ଭୁବନେଶ୍ଵର) , ଆଲୋଚନା ସଭାରେ ନୁଆମାନଙ୍କ ଯୋଜନାକୁ ସହଯୋଗ
  3. ବିଭିନ୍ନ ପ୍ରକଳ୍ପ ଓ ତାହାର ଫଳାଫଳ
  4. କାମ କମ ପ୍ରଚାର ଅଧିକ, ମନମୂଖୀ କାର୍ଯ୍ୟ
  5. ସୋସିଆଲ ମିଡିଆରେ ଭୁଲ ପ୍ରଚାର !!!!!
  6. ସବୁ ସ୍ଥାନରେ CIS ଓ ତାଙ୍କ ପ୍ରତିନିଧି ଶ୍ରେୟ ନେବେ ବା ଆମେ ଦେବା କାହିଁକି