This page is an archive. Do not edit the contents of this page. Please direct any additional comments to the current talk page.

--Auramstate (ମୋ ଆଲୋଚନା) ୧୪:୦୬, ୪ ଫେବୃଆରୀ ୨୦୨୧ (IST)Reply

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Auramstate, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୨:୪୫, ୭ ଫେବୃଆରୀ ୨୦୨୧ (IST)Reply
@Ssgapu22 ସଂଗ୍ରାମ ଭାଇ Wikidata ର ବିଷୟ ଟା କେମିତି solve ହେବ କରନ୍ତୁ । ନୂଆ ତିଆରି କଲାବେଳେ entity ରେ ମିଳିଲାଣି imdb ସେଟ ପରେ ଡୁପ୍ଲିକେଟ ଆସିଲା ତ ମଁୂ ଡ଼ିଲେଟ ମାରିଦେଲି ;) । କରନ୍ତୁ ଏବେ କେମିତି solve ହେବ । Auramstate (ମୋ ଆଲୋଚନା) ୧୧:୩୯, ୮ ଫେବୃଆରୀ ୨୦୨୧ (IST)Reply
@Auramstate: ବାବୁ, ମୁଁ ତାକୁ ପୁରୁଣା ଆଇଟମ୍ ସହିତ ମିଶେଇ ଦେଇଛି । -ଗପୁ (ମୋ ଆଲୋଚନା) ୧୪:୧୦, ୮ ଫେବୃଆରୀ ୨୦୨୧ (IST)Reply
@Ssgapu22 ଧନ୍ୟବାଦ ଭାଇ :) Auramstate (ମୋ ଆଲୋଚନା) ୧୪:୩୩, ୮ ଫେବୃଆରୀ ୨୦୨୧ (IST)Reply
@Ssgapu22 ସଂଗ୍ରାମ ଭାଇ କୋଣାର୍କ ଫିଲ୍ମ ଗୋଟେ ସବଜେକ୍ଟ ସିଲେକ୍ଟ କରିଛି , ଓଡିଆ ରେ କେମିତି ଲେଖିବି ଟିକେ ସାହାଜ୍ୟ କରିବେ କି plz। ଓଡିଆ ନିଉସ୍ ରେ କୋଣାର୍କ ଫିଲ୍ମ୍ସ ର କିଛି ଖବର ଆସିଲେ ଦୟାକରି କହିବେ । ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଏକ ଅନୁଷ୍ଟାନ 1960 ରେ ପ୍ରତିଷ୍ଟିତ ହୋଇଥିଲା ବର୍ତମାନ କୋଣାର୍କ ଫିଲ୍ମ୍ସ ର ଚାଳକ ରାଜଦେବ କୁମାର ସିଂହ ଅଛନ୍ତି ଯାହା ମୁମ୍ବାଇ ରେ ଫିଲ୍ମ ବିତରଣ କମ ହୁଏ । ମୁ ହିନ୍ଦୀ ରେ ଏହାର ଆର୍ଟିକଲ୍ କରିଥିଲି କିନ୍ତୁ ପାରିଲିନି ଲାଗୁଛି ଡିଲୀଟ ହୋଇଯିବ। ଗତ 25 ତାରିଖରେ କୋଣାର୍କ ଫିଲ୍ମ୍ସ ର ଚେୟାର ପର୍ସନ ସହ ଜାହାଙ୍ଗୀର ଆର୍ଟ ଗଲାରୀ ରେ 5 ମିନିଟ୍ ଦେଖା ହୋଇଥିଲା। ପାଥୋପକଥନ ଋ ମୋତେ ଅନୁଭବ ହେଲା କୋଣାର୍କ ଫିଲ୍ମ୍ସ ଉପରେ ଲେଖିବା ଉଚିତ ହେବ କିନ୍ତୁ ରାଜଦେବ ଜୀ କହିଲେ ଯେ ୱିକିପିଡିୟା କେବଳ ପ୍ରତିଷ୍ଟତା ର ମାଧମ ନୁହେ। ଏହାର ଅର୍ଥ ବୁଝି ପାରିଲିନି। ମଁୁ ଓଡିଆ ଭାଷା ବୁଝି ଓ ଲେଖିପାରେ କିନ୍ତୁ ଏକ୍ସପର୍ଟ ନୁହ। ଉତ୍କଳ ଇଉନିଭର୍ସିଟି ରେ 2 ବର୍ଷ ପଢିଛି ଓ କଟକ ରେ ରହିଛି ସେଥିଲାଗି ମୋତେ ଓଡିଆ ଅଳ୍ପ ବହୁତ ଆସେ। ଆପଣଙ୍କୁ ଦରଖାସ୍ତ କରିବା ର କାରଣ ଏହା କି ଦୟାକରି ମୋତେ ଓଡିଆ ବ୍ଯାକରଣ ରେ ସାହାଜ୍ୟ କରନ୍ତୁ । ମୁ କୋଣାର୍କ ଫିଲ୍ମ୍ସ ଓ ଓଡିଶୀ ଉପରେ ଲେଖିବା କି ଚାହୁଛି। Auramstate (ମୋ ଆଲୋଚନା) ୧୧:୪୨, ୧୬ ଫେବୃଆରୀ ୨୦୨୧ (IST)Reply
Return to the user page of "Auramstate/Archive 1".