ବ୍ରୋମଫେନିରାମିନ

ଏହା ଏକ ଆଣ୍ଟିଆଲର୍ଜିକ ଔଷଧ ।

ନାମ

ବ୍ରୋମଫେନିରାମିନ
Clinical data
Trade namesBromfed, Dimetapp, Bromfenex, and others
AHFS/Drugs.commonograph
MedlinePlusa682545
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 / S3 / S2
  • US: Rx-only / OTC
  • Unscheduled, OTC[୧]
Pharmacokinetic data
MetabolismLiver
Elimination half-life24.9 ± 9.3 hours[୨]
Duration of action48 hrs[୩]
ExcretionUrine
Identifiers
  • (R/S)-3-(4-Bromophenyl)-N,N-dimethyl-3-pyridin-2-yl-propan-1-amine
ECHA InfoCard100.001.507 Edit this at Wikidata
Chemical and physical data
FormulaC16H19BrN2
Molar mass୩୧୯.୨୫ g·mol−1
3D model (JSmol)
  • Brc1ccc(cc1)C(c2ncccc2)CCN(C)C
  • InChI=1S/C16H19BrN2/c1-19(2)12-10-15(16-5-3-4-11-18-16)13-6-8-14(17)9-7-13/h3-9,11,15H,10,12H2,1-2H3 checkY
  • Key:ZDIGNSYAACHWNL-UHFFFAOYSA-N checkY
  (verify)

ବ୍ରୋମଫେନିରାମିନ, ଏକ ବେପାର ନାମ ଡିମେଟାପ, [୪] ହେଉଛି ଏକ ଆଣ୍ଟିହିଷ୍ଟାମିନ ଯାହା ସାଧାରଣ ଥଣ୍ଡା ଏବଂ ଆଲର୍ଜି ରାଇନାଇଟିସର ଲକ୍ଷଣ ପାଇଁ ବ୍ୟବହୃତ ହୁଏ ଯେପରିକି ନାକରୁ ଅଧିକ ପାଣି ବୋହିବା, ଆଖିରୁ ପାଣି ବୋହିବା ଓ ଛିଙ୍କ ହେବା । [୫] ୧ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହାର ବ୍ୟବହାର କରାଯାଏ ନାହିଁ ।[୬] ଏହା ପାଟିରେ ଦିଆଯାଏ । [୩] ସର୍ବାଧିକ ପ୍ରଭାବ ପ୍ରାୟ ୬ ଘଣ୍ଟା ପରେ ହୁଏ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ରହିପାରେ । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଅସ୍ଥିରତା, ଦ୍ୱନ୍ଦ୍ୱ, ଶୁଖିଲା ପାଟି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।| [୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୟୁରିନାରି ରିଟେନସନ ଏବଂ ବାତ ହୋଇପାରେ | [୩] ଏହା ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିଷ୍ଟାମିନ । [୩]

ବ୍ରୋମଫେନିରାମିନ ୧୯୪୮ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୫ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୭] ଏହା ବାରମ୍ବାର ଅନ୍ୟ ଔଷଧ ଯେପରିକି ଡେକ୍ସଟ୍ରୋମେଥୋରଫାନ୍, ଗୁଏଫେନେସିନ କିମ୍ବା ସୁଡୋଏଫିଡ୍ରିନ ସହିତ ମିଶେଇ ବିକ୍ରି ହୁଏ । [୫] ଏହି ମିଶ୍ରଣଗୁଡ଼ିକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [୮] [୯]

ଆଧାର ସମ୍ପାଦନା

  1. "Brompheniramine Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 28 January 2021. Retrieved 25 March 2021.
  2. Simons FE, Frith EM, Simons KJ (December 1982). "The pharmacokinetics and antihistaminic effects of brompheniramine". The Journal of Allergy and Clinical Immunology. 70 (6): 458–64. doi:10.1016/0091-6749(82)90009-4. PMID 6128358.
  3. ୩.୦ ୩.୧ ୩.୨ ୩.୩ ୩.୪ "Brompheniramine Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
  4. "Brompheniramine Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 28 January 2021. Retrieved 25 March 2021.
  5. ୫.୦ ୫.୧ ୫.୨ "Brompheniramine Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
  6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 312. ISBN 978-0-85711-369-6.{{cite book}}: CS1 maint: date format (link)
  7. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 546. ISBN 9783527607495. Archived from the original on 2021-05-12. Retrieved 2020-12-15.
  8. "Brompheniramine / Dextromethorphan / Pseudoephedrine Prices, Coupons & Savings Tips - GoodRx". GoodRx. Archived from the original on 17 May 2020. Retrieved 17 July 2021.
  9. "Compare Dimetapp Prices". GoodRx (in ଆମେରିକୀୟ ଇଂରାଜୀ). Archived from the original on 3 November 2016. Retrieved 25 March 2021.