ବ୍ରୋମଫେନାକ

ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ଏବଂ ପ

ବ୍ରୋମଫେନାକ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ଏବଂ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [୧] ଏହାକୁ ଦୁଇ ସପ୍ତାହ ପାଇଁ ପ୍ରତିଦିନ ଦୁଇଥର ଆଖି ବୁନ୍ଦା ଭାବରେ ବ୍ୟବହାର କରାଯାଏ । [୨]

ବ୍ରୋମଫେନାକ
Clinical data
Trade namesBromday, Xibrom, Prolensa, Yellox, others
AHFS/Drugs.commonograph
MedlinePlusa611018
data
Pregnancy
category
  • US: C (Risk not ruled out)
Routes of
administration
Eye drops
Legal status
Legal status
Pharmacokinetic data
Protein binding99.8%
MetabolismCYP2C9
MetabolitesLactam, others
Elimination half-life1.4 hours in aqueous humour
Excretion82% urine, 13% faeces
Identifiers
  • 2-[2-amino-3-(4-bromobenzoyl)phenyl]acetic acid
Chemical and physical data
FormulaC15H12BrNO3
Molar mass୩୩୪.୧୭ g·mol−1
3D model (JSmol)
Melting point284 to 286 °C (543 to 547 °F) (bromfenac sodium·1.5H2O)
  • O=C(c1ccc(Br)cc1)c2cccc(c2N)CC(=O)O
  • InChI=1S/C15H12BrNO3/c16-11-6-4-9(5-7-11)15(20)12-3-1-2-10(14(12)17)8-13(18)19/h1-7H,8,17H2,(H,18,19) checkY
  • Key:ZBPLOVFIXSTCRZ-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, ଆଖି ଗଲୁ ଏବଂ ମୁଣ୍ଡବିନ୍ଧା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର କ୍ଷତ ଆରୋଗ୍ୟ, ରକ୍ତସ୍ରାବ ଏବଂ କର୍ଣ୍ଣିଆ ପ୍ରଦାହ ହୋଇପାରେ। [୨] ପ୍ରୋଷ୍ଟାଗ୍ଲାଣ୍ଡିନ୍ ଉତ୍ପାଦନକୁ ଅବରୋଧ କରି ଏହା କାମ କରେ | [୨]

୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବ୍ରୋମଫେନାକ୍ ଅନୁମୋଦିତ ହୋଇଥିଲା । [୧] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ | [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୦.୦୯% ୧.୭ ମିଲି ପରିମାଣର ମୂଲ୍ୟ ପ୍ରାୟ ୫୧ ଡଲାର ଅଟେ। [୪] ଯୁକ୍ତରାଜ୍ୟରେ ୫ ମିଲି ଦ୍ରବଣର ମୂଲ୍ୟ ୮.୫ ପାଉଣ୍ଡ ଅଟେ । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Bromfenac Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
  2. ୨.୦ ୨.୧ ୨.୨ "Bromfenac Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
  3. "Bromfenac Prices, Coupons & Savings Tips - GoodRx". GoodRx. Archived from the original on 26 May 2020. Retrieved 17 July 2021.
  4. "Bromfenac Prices, Coupons & Savings Tips - GoodRx". GoodRx. Archived from the original on 26 May 2020. Retrieved 17 July 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1241. ISBN 978-0-85711-369-6.{{cite book}}: CS1 maint: date format (link)