ବ୍ରେମେଲାନୋଟାଇଡ

ମହିଳାମାନଙ୍କର ନିମ୍ନ ଯୌନ ଇଚ୍ଛାର ବୃଦ୍ଧି ପାଇଁ ଦିଆଯାଏ ।

ବ୍ରେମେଲାନୋଟାଇଡ, ବ୍ରାଣ୍ଡ ନାମ ଭାଲେସି, ଏକ ଔଷଧ ଯାହା ମହିଳାମାନଙ୍କର ନିମ୍ମ ଯୌନ ଇଚ୍ଛାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯାହା ମେନୋପୋଜ ପୂର୍ବରୁ ଘଟିଥାଏ ଏବଂ ଚିକିତ୍ସା ସମସ୍ୟା, ମାନସିକ ସ୍ୱାସ୍ଥ୍ୟ କିମ୍ବା ସମ୍ପର୍କ ମଧ୍ୟରେ ସମସ୍ୟା ହେତୁ ହୋଇନଥାଏ ।[୩] ଚର୍ମ ତଳେ ଇଞ୍ଜେକ୍ସନ୍ ଆକାରରେ ଏହା ଦିଆଯାଏ । [୪]

ବ୍ରେମେଲାନୋଟାଇଡ
Clinical data
Pronunciation/ˌbrɛmɪˈlænətd/ (listen)
Trade namesVyleesi
SynonymsBremelanotide acetate; PT-141; Rekynda
AHFS/Drugs.commonograph
MedlinePlusa619054
data
Routes of
administration
Subcutaneous injection[୧]
Legal status
Legal status
Pharmacokinetic data
BioavailabilitySC: ~100%[୧]
Protein binding21%[୧]
MetabolismHydrolysis of peptide bonds[୧]
Elimination half-life2.7 hours[୧]
ExcretionUrine: 64.8%
Feces: 22.8%
Identifiers
  • (3S,6S,9R,12S,15S,23S)-15-[(N-Acetyl-L-norleucyl)amino]-9-benzyl-6-{3-[(diaminomethylidene)amino]propyl}-12-(1H-imidazol-5-ylmethyl)-3-(1H-indol-3-ylmethyl)-2,5,8,11,14,17-hexaoxo-1,4,7,10,13,18-hexaazacyclotricosane-23-carboxylic acid
Chemical and physical data
FormulaC50H68N14O10
Molar mass୧,୦୨୫.୧୮ g·mol−1
3D model (JSmol)
  • O=C(C)N[C@@H](CCCC)C(N[C@@H]1C(N[C@@H](CC2=CNC=N2)C(N[C@H](CC3=CC=CC=C3)C(N[C@@H](CCC/N=C(N)\N)C(N[C@@H](CC4=CNC5C=CC=CC45)C(N[C@@H](CCCCNC(C1)=O)C(O)=O)=O)=O)=O)=O)=O)=O
  • InChI=1S/C50H68N14O10/c1-3-4-16-35(58-29(2)65)43(67)64-41-25-42(66)54-20-11-10-18-37(49(73)74)60-46(70)39(23-31-26-56-34-17-9-8-15-33(31)34)62-44(68)36(19-12-21-55-50(51)52)59-45(69)38(22-30-13-6-5-7-14-30)61-47(71)40(63-48(41)72)24-32-27-53-28-57-32/h5-9,13-15,17,26-28,35-41,56H,3-4,10-12,16,18-25H2,1-2H3,(H,53,57)(H,54,66)(H,58,65)(H,59,69)(H,60,70)(H,61,71)(H,62,68)(H,63,72)(H,64,67)(H,73,74)(H4,51,52,55)/t35-,36-,37-,38+,39-,40-,41-/m0/s1 checkY
  • Key:FFHBJDQSGDNCIV-MFVUMRCOSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, ମୁହଁ ଲାଲ ପଡ଼ିବା ଏବଂ ମୁଣ୍ଡବିନ୍ଧା ହୋଇପାରେ । [୨] ଏହା ରକ୍ତଚାପକୁ ଅସ୍ଥାୟୀ ଭାବରେ ବୃଦ୍ଧି କରିପାରେ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିପାରେ ଏବଂ ମାଢ଼ି, ମୁହଁ ଏବଂ ସ୍ତନକୁ କଳା କରି ଦେଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୫] ଏହା ମାଲାନୋକର୍ଟିନ ରିସେପ୍ଋକୁ ସକ୍ରିୟ କରିପାରେ । [୩]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ବ୍ରେମେଲାନୋଟାଇଡ୍ ଅନୁମୋଦିତ ହୋଇଥିଲା । [୨] ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ। [୬] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୨ ମସିହା ସୁଦ୍ଧା ପ୍ରାୟ ୬୦୦ ଡଲାର୍ ଅଟେ। [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Vyleesi- bremelanotide injection". DailyMed. 10 September 2019. Archived from the original on 29 March 2021. Retrieved 20 November 2019.
  2. ୨.୦ ୨.୧ ୨.୨ "Bremelanotide Acetate Monograph for Professionals". Drugs.com. Archived from the original on 24 October 2019. Retrieved 24 October 2019.
  3. ୩.୦ ୩.୧ "Vyleesi- bremelanotide injection". DailyMed. 10 September 2019. Archived from the original on 29 March 2021. Retrieved 20 November 2019.
  4. "Bremelanotide Acetate Monograph for Professionals". Drugs.com. Archived from the original on 24 October 2019. Retrieved 24 October 2019.
  5. "Bremelanotide (Vyleesi) Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 11 January 2022.
  6. "Bremelanotide". SPS - Specialist Pharmacy Service. 22 September 2015. Archived from the original on 11 January 2022. Retrieved 11 January 2022.
  7. "Vyleesi Prices, Coupons & Savings Tips - GoodRx". GoodRx. Retrieved 11 January 2022.