ବ୍ରେକ୍ସପିପ୍ରାଜୋଲ

ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ଯାହା ସ୍କିଜୋଫ୍ରେନିଆ ଏବଂ ପ୍ରମୁଖ ଅବସାଦ ବେମାରୀର (MDD) ଚିକିତ୍ସା ପା

ବ୍ରେକ୍ସପିପ୍ରାଜୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟନାମ ରେକ୍ସଲ୍ଟି, ହେଉଛି ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ଯାହା ସ୍କିଜୋଫ୍ରେନିଆ ଏବଂ ପ୍ରମୁଖ ଅବସାଦ ବେମାରୀର (MDD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] ସ୍କିଜୋଫ୍ରେନିଆରେ ଏହା 12 ବର୍ଷରୁ ଅଧିକ ବୟସରେ ବ୍ୟବହୃତ ହୋଇପାରେ । [୫] ଏହା ପାଟିରେ ଦିଆଯାଏ । [୬]

ବ୍ରେକ୍ସପିପ୍ରାଜୋଲ
Clinical data
Pronunciation/brɛkˈspɪprəzl/ BREK-SPIP--zohl
/rɛkˈsʌlti/ rek-SUL-tee
Trade namesRexulti, Rxulti
SynonymsOPC-34712
AHFS/Drugs.commonograph
MedlinePlusa615046
data
Pregnancy
category
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability95% (Tmax = 4 hours)[୩]
Protein binding>99%
MetabolismLiver (mainly mediated by CYP3A4 and CYP2D6)
Elimination half-life91 hours (brexpiprazole), 86 hours (major metabolite)
ExcretionFeces (46%), urine (25%)
Identifiers
  • 7-[4-[4-(1-benzothiophen-4-yl)piperazin-1-yl]butoxy]quinolin-2(1H)-one
ECHA InfoCard100.242.305 Edit this at Wikidata
Chemical and physical data
FormulaC25H27N3O2S
Molar mass୪୩୩.୫୭ g·mol−1
3D model (JSmol)
  • O=C5/C=C\c4ccc(OCCCCN3CCN(c1cccc2sccc12)CC3)cc4N5
  • InChI=1S/C25H27N3O2S/c29-25-9-7-19-6-8-20(18-22(19)26-25)30-16-2-1-11-27-12-14-28(15-13-27)23-4-3-5-24-21(23)10-17-31-24/h3-10,17-18H,1-2,11-16H2,(H,26,29)
  • Key:ZKIAIYBUSXZPLP-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି ଏବଂ ଆକାଥିସିଆ ନାମକ ଏକ ଚଳପ୍ରଚଳ ଅସୁବିଧା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମଧୁମେହ, ଜୁଆ ଖେଳ ସମସ୍ୟା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଅନ୍ତର୍ଭୁକ୍ତ ହୋଇପାରେ। [୫] ଡିମେନ୍ସିଆ ଥିବା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଅଧିକ ଥାଏ । [୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୭] ମସ୍ତିଷ୍କରେ ଏହା ଡୋପାମିନ, ସେରୋଟୋନୋନ ଓ ନରଆଡ୍ରେନାଲିନ ପ୍ରଭାବିତ କରି ଏହା କାମ କରେ ବୋଲି ବିଶ୍ୱାସ କରାଯାଏ । [୬]

୨୦୧୫ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ବ୍ରେକ୍ସପିପ୍ରାଜୋଲ୍ ଅନୁମୋଦିତ ହୋଇଥିଲା। [୪] [୬] ୨୦୨୨ ସୁଦ୍ଧା ଏହା ବ୍ରିଟେନରେ ଉପଲବ୍ଧ ନୁହେଁ। [୮] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ମାସକୁ ପ୍ରାୟ ୧୨୦୦ ଡଲାର ଖର୍ଚ୍ଚ ହୋଇଥାଏ [୯]

ଆଧାର ସମ୍ପାଦନା

  1. ୧.୦ ୧.୧ "Brexpiprazole (Rexulti) Use During Pregnancy". Drugs.com. 10 February 2020. Archived from the original on 5 December 2020. Retrieved 18 August 2020.
  2. "Summary for ARTG Entry:273224 Rexulti brexpiprazole 4 mg film coated tablets blisters". Therapeutic Goods Administration (TGA). Retrieved 18 August 2020.{{cite web}}: CS1 maint: url-status (link)
  3. "REXULTI® (brexpiprazole) Tablets, for Oral Use. Full Prescribing Information" (PDF). Rexulti (brexpiprazole) Patient Site. Otsuka Pharmaceutical Co., Ltd., Tokyo, 101-8535 Japan. Archived (PDF) from the original on 5 March 2016. Retrieved 15 July 2015.
  4. ୪.୦ ୪.୧ ୪.୨ "DailyMed - REXULTI- brexpiprazole tablet". dailymed.nlm.nih.gov. Archived from the original on 11 May 2021. Retrieved 11 January 2022.
  5. ୫.୦ ୫.୧ ୫.୨ "DailyMed - REXULTI- brexpiprazole tablet". dailymed.nlm.nih.gov. Archived from the original on 11 May 2021. Retrieved 11 January 2022.
  6. ୬.୦ ୬.୧ ୬.୨ "Rxulti". Archived from the original on 12 January 2022. Retrieved 11 January 2022.
  7. "Brexpiprazole (Rexulti) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 11 January 2022.
  8. "Brexpiprazole". SPS - Specialist Pharmacy Service. 10 February 2016. Archived from the original on 12 January 2022. Retrieved 11 January 2022.
  9. "Brexpiprazole Prices, Coupons & Savings Tips - GoodRx". GoodRx. Retrieved 11 January 2022.