ବ୍ରିଗାଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଲୁନ୍ବ୍ରିଗ, ଏକ ଔଷଧ ଯାହା ଅଣ-ଛୋଟ ଫୁସଫୁସ କର୍କଟ (non-small cell lung cancer) (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଏଲକେ ଯୁକ୍ତାତ୍ମକ ମେଟାଷ୍ଟାଟିକ ରୋଗ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]

ବ୍ରିଗାଟିନିବ
Clinical data
Trade namesAlunbrig, others
SynonymsAP26113
AHFS/Drugs.commonograph
MedlinePlusa617016
data
Pregnancy
category
  • AU: D
  • US: N (Not classified yet)
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Identifiers
  • 5-Chloro-2-N-{4-[4-(dimethylamino)piperidin-1-yl]-2-methoxyphenyl}-4-N-[2-(dimethylphosphoryl)phenyl]pyrimidine-2,4-diamine
Chemical and physical data
FormulaC29H39ClN7O2P
Molar mass୫୮୪.୧0 g·mol−1
3D model (JSmol)
  • COc1cc(ccc1Nc1ncc(Cl)c(Nc2ccccc2P(C)(C)=O)n1)N1CCC(CC1)N1CCN(C)CC1
  • InChI=1S/C29H39ClN7O2P/c1-35-15-17-37(18-16-35)21-11-13-36(14-12-21)22-9-10-24(26(19-22)39-2)33-29-31-20-23(30)28(34-29)32-25-7-5-6-8-27(25)40(3,4)38/h5-10,19-21H,11-18H2,1-4H3,(H2,31,32,33,34)
  • Key:AILRADAXUVEEIR-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ଅଇ, ରାସ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ଅଣନିଶ୍ୱାସ ପ୍ରଶ୍ୱାସ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଦୃଷ୍ଟି ଶକ୍ତି ସମସ୍ୟା, ମାଂସପେଶୀ କ୍ଷୟ, ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତ ଶର୍କରା ଏବଂ ଆତପଦାହ ବା ସନବର୍ଣ୍ଣ ହୋଇପାରେ। [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା ଏକ ଏଏଲକେ (ALK) ଅବରୋଧକାରୀ ଟାଇରୋସିନ କାଇନେଜ ଇନହିବିଟର । [୩]

ବ୍ରିଗାଟିନିବ ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] [୧] [୫] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହ ଔଷଧ ପରିମାଣର ମୂଲ୍ୟ ପ୍ରାୟ ୧୭,୪୦୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "DailyMed - ALUNBRIG- brigatinib tablet, film coated ALUNBRIG- brigatinib kit". dailymed.nlm.nih.gov. Archived from the original on 12 May 2021. Retrieved 11 January 2022.
  2. ୨.୦ ୨.୧ ୨.୨ ୨.୩ "DailyMed - ALUNBRIG- brigatinib tablet, film coated ALUNBRIG- brigatinib kit". dailymed.nlm.nih.gov. Archived from the original on 12 May 2021. Retrieved 11 January 2022.
  3. "Brigatinib Monograph for Professionals". Drugs.com (in ଇଂରାଜୀ). Retrieved 11 January 2022.
  4. "Alunbrig". Archived from the original on 11 November 2021. Retrieved 11 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 1016. ISBN 978-0857114105.
  6. "Alunbrig Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 January 2022.