ବ୍ରିଗାଟିନିବ
ବ୍ରିଗାଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଲୁନ୍ବ୍ରିଗ, ଏକ ଔଷଧ ଯାହା ଅଣ-ଛୋଟ ଫୁସଫୁସ କର୍କଟ (non-small cell lung cancer) (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଏଲକେ ଯୁକ୍ତାତ୍ମକ ମେଟାଷ୍ଟାଟିକ ରୋଗ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]
Clinical data | |
---|---|
Trade names | Alunbrig, others |
Synonyms | AP26113 |
AHFS/Drugs.com | monograph |
MedlinePlus | a617016 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C29H39ClN7O2P |
Molar mass | ୫୮୪.୧0 g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ଅଇ, ରାସ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ଅଣନିଶ୍ୱାସ ପ୍ରଶ୍ୱାସ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଦୃଷ୍ଟି ଶକ୍ତି ସମସ୍ୟା, ମାଂସପେଶୀ କ୍ଷୟ, ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତ ଶର୍କରା ଏବଂ ଆତପଦାହ ବା ସନବର୍ଣ୍ଣ ହୋଇପାରେ। [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା ଏକ ଏଏଲକେ (ALK) ଅବରୋଧକାରୀ ଟାଇରୋସିନ କାଇନେଜ ଇନହିବିଟର । [୩]
ବ୍ରିଗାଟିନିବ ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] [୧] [୫] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହ ଔଷଧ ପରିମାଣର ମୂଲ୍ୟ ପ୍ରାୟ ୧୭,୪୦୦ ଡଲାର ଅଟେ । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "DailyMed - ALUNBRIG- brigatinib tablet, film coated ALUNBRIG- brigatinib kit". dailymed.nlm.nih.gov. Archived from the original on 12 May 2021. Retrieved 11 January 2022.
- ↑ ୨.୦ ୨.୧ ୨.୨ ୨.୩ "DailyMed - ALUNBRIG- brigatinib tablet, film coated ALUNBRIG- brigatinib kit". dailymed.nlm.nih.gov. Archived from the original on 12 May 2021. Retrieved 11 January 2022.
- ↑ "Brigatinib Monograph for Professionals". Drugs.com (in ଇଂରାଜୀ). Retrieved 11 January 2022.
- ↑ "Alunbrig". Archived from the original on 11 November 2021. Retrieved 11 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1016. ISBN 978-0857114105.
- ↑ "Alunbrig Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 January 2022.