ବୋସୁଟିନିବ

କ୍ରନିକ ମାୟେଲୋଜେନସ ଲିଉକେମିଆ ରୋଗରେ ଦିଆଯାଏ ।

ବୋସୁଟିନିବ (କୋଡ ନାମ SKI-606, ବାଣିଜ୍ୟ ନାମ ବୋସୁଲିଫ) ଏକ ଔଷଧ ଯାହା କ୍ରୋନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଫିଲାଡେଲଫିଆ କ୍ରୋମୋଜୋମ୍ ପଜିଟିଭ୍ ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ | [୨]

ବୋସୁଟିନିବ
Clinical data
Trade namesBosulif
AHFS/Drugs.commonograph
data
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Protein binding94–96%
MetabolismBy CYP3A4, to inactive metabolites
Elimination half-life22.5±1.7 hours
ExcretionFoecal (91.3%) and renal (3%)
Identifiers
  • 4-[(2,4-dichloro-5-methoxyphenyl)amino]-6-methoxy-7-[3-(4-methylpiperazin-1-yl)propoxy]quinoline-3-carbonitrile
ECHA InfoCard100.149.122 Edit this at Wikidata
Chemical and physical data
FormulaC26H29Cl2N5O3
Molar mass୫୩୦.୪୫ g·mol−1
3D model (JSmol)
  • Clc1c(OC)cc(c(Cl)c1)Nc4c(C#N)cnc3cc(OCCCN2CCN(CC2)C)c(OC)cc34
  • InChI=1S/C26H29Cl2N5O3/c1-32-6-8-33(9-7-32)5-4-10-36-25-13-21-18(11-24(25)35-3)26(17(15-29)16-30-21)31-22-14-23(34-2)20(28)12-19(22)27/h11-14,16H,4-10H2,1-3H3,(H,30,31) checkY
  • Key:UBPYILGKFZZVDX-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ବାନ୍ତି, ଥକାପଣ, ଯକୃତ ସମସ୍ୟା, ଶ୍ୱାସନଳୀ ସଂକ୍ରମମଣ, ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ହୃଦପିଣ୍ଡ କ୍ଷତି, ଫୁଲା ଏବଂ କିଡନୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୨] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ବିସିଆର-ଏବିଏଲ ଏବଂ ଏସସିଆରକୁ (BCR-ABL) ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ । [୩]

୨୦୧୨ରେ ଆମେରିକାରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବୋସୁଟିନିବ ଅନୁମୋଦିତ ହୋଇଥିଲା [୩] [୧] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ରେ ୩୪୦୦ ପା‌ଉଣ୍ଡ ଖର୍ଚ୍ଚ ହେଉଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୧୭,୦୦୦ ଡଲାର ଅଟେ । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "DailyMed - BOSULIF- bosutinib monohydrate tablet, film coated". dailymed.nlm.nih.gov. Archived from the original on 25 March 2021. Retrieved 11 January 2022.
  2. ୨.୦ ୨.୧ ୨.୨ ୨.୩ "DailyMed - BOSULIF- bosutinib monohydrate tablet, film coated". dailymed.nlm.nih.gov. Archived from the original on 25 March 2021. Retrieved 11 January 2022.
  3. ୩.୦ ୩.୧ "Bosulif". Archived from the original on 14 November 2021. Retrieved 11 January 2022.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1015. ISBN 978-0857114105.
  5. "Bosulif Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 11 January 2022.