ବୈଷ୍ଣୋଦେବୀ ମନ୍ଦିର, ରାଉରକେଲା

ଭାରତର ଏକ ହିନ୍ଦୁ ମନ୍ଦିର

ବୈଷ୍ନୋଦେବୀ ମନ୍ଦିର , ରାଉରକେଲା , ଭାରତୀୟ ରାଜ୍ୟ ଓଡ଼ିଶାର ଶିଳ୍ପନଗର ରାଉରକେଲାଠାରେ ଏକ ମନ୍ଦିର । ଏହା ଜମ୍ମୁ ଓ କାଶ୍ମୀର ପ୍ରଦେଶର ତ୍ରିସୁକା ପାହାଡରେ ଥିବା ମୂଳ ବୈଷ୍ନୋଦେବୀ ମନ୍ଦିରର ଏକ ନକଲ । ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ଥିବା ଦୁର୍ଗାପୁର ପାହାଡ[୧]ର ଶିଖରରେ ଏହା ଅବସ୍ଥିତ । ଏହା ପାଖରେ ଭୈରବନାଥ[୨]ଙ୍କ ମନ୍ଦିର ଅବସ୍ଥିତ । 

ବୈଷ୍ନୋଦେବୀ ମନ୍ଦିର , ରାଉରକେଲା ପ୍ରାଙ୍ଗଣରୁ ରାଉରକେଲା ସହରର ରତରକାଳିନ ଦୃଶ୍ୟ

ପାହାଡର ଶିଖରରେ ଅବସ୍ଥିତ ଦେବୀ ଦୂର୍ଗାଙ୍କ ମନ୍ଦିର ୨୦୦୭ରେ ଦର୍ଶକଙ୍କ ପାଇଁ ଉନ୍ମୁକ୍ତ ହେଇଥିଲା । ଦୁର୍ଗାପୂଜା ସମୟରେ ଏଠାରେ ନବରାତ୍ର ପାଳନ କରାଯାଏ ଓ ସହସ୍ରାଧିକ ଦର୍ଶକ ଉପାସନା ପାଇଁ ଆସିଥାଆନ୍ତି ।

ଜମ୍ମୁ ଓ କାଶ୍ମୀରରେ ଥିବା ବୈଷ୍ନୋଦେବୀ ମନ୍ଦିର


ଆଧାର  ସମ୍ପାଦନା

  1. Post Reviews/ Comments. "Vaishno Devi Temple, Rourkela, Temples in Rourkela, Rourkela Tourism, Tourist attractions in Rourkela City". Webindia123.com. Retrieved 2016-01-30.
  2. "Bhairabnath Temple". Lonely Planet. Retrieved 2016-01-31.