କୌଣସି ସୁ-ଗଠିତ ବୈଦୁତିକ ପରିପଥର ଯଦି ଉତ୍ପାଦ-ଅଗ୍ର ଥାଏ, ତେବେ ଏହି ଅଗ୍ରକୁ ଯୋଡ଼ା ହୋଇଥିବା ପରିପଥକୁ ଭାର କୁହାଯାଏ । (ଏହି ଶବ୍ଦ 'ଭାର', ପରିପଥଦ୍ୱାରା ବ୍ୟବହୃତ ଶକ୍ତିକୁ ମଧ୍ୟ ସୁଚେଇଥାଏ ।)

ଭାର, ବୈଦୁତିକ ପରିପଥର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ଯାହାର ଉତ୍ପାଦ ଗୁଡ଼ିକ ବିଦୂତ ବିଭବ କିମ୍ବା ବିଦ୍ୟୁତ ସ୍ରୋତଗୁଡ଼ିକ ଅଟେ, ଯେପରିକି ସେନ୍ସରଗୁଡ଼ିକ, ବିଦ୍ୟୁତ ବିଭବ ଉତ୍ସଗୁଡ଼ିକ, ଏବଂ ଅମ୍ପ୍ଲିଫାୟରଗୁଡ଼ିକ. ମୁଖ୍ୟ ଶକ୍ତି ନିର୍ଗମଦ୍ୱାରଗୁଡ଼ିକ ଏକ ସହଜ ଉଦାହରଣ ଯୋଗେଇଦେଇଥାଏ: ସେମାନେ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ ବିଭାବାନ୍ତରରେ ଶକ୍ତି ଯୋଗେଇଥାନ୍ତି, with electrical appliances connected to the power circuit collectively making up the load. ଯେତେବେଳେ ଏକ ଉଚ୍ଚ-କ୍ଷମତା ସମ୍ପନ୍ନ ଉପକରଣଟିଏ ସୁଇଚ ଅନ ହୁଏ, ଏହା ନାଟକୀୟ ଭାବେ ଭାର ପ୍ରତିରୋଧକୁ ହ୍ରାସ କରିଦିଏ ।


ଯଦି ଭାର-ପ୍ରତିରୋଧ, ଶକ୍ତି ପ୍ରେରଣ ଜନିତ ପ୍ରତିରୋଧଠାରୁ ବହୁତ ଅଧିକ ନହୁଏ ତେବେ ବିଦ୍ୟୁତ ବିଭବ ହ୍ରାସ ପାଏ । ଘରେ ଯେତେବେଳେ କୌଣସି ଗରମ କରାଯିବା ବ୍ୟବହୃତ ଉପକରଣକୁ ଆରମ୍ଭ କରୁ ଏହା ଯୋଗୁଁ ଇନ୍‌କାଣ୍ଡେସେଣ୍ଟ ଲାଇଟ ଗୁଡ଼ିକ ଆଖିଦୃଶିଆ ଭାବେ ଡିମ ହେଇଯାଏ ।

ଅଧିକ ପ୍ରାୟୋଗିକ ଦୃଷ୍ଟିକୋଣ ସମ୍ପାଦନା

ଯେତେବେଳେ ଆମେ ପରିପଥ ଉପରେ ଭାରର ପ୍ରଭାବ କଥା ଚିନ୍ତା କରୁ, ସେତେବେଳେ ପରିପଥର ପ୍ରକୃତ ପ୍ରଭାବକୁ ଅଣଦେଖା କରି, କେବଳ Thévenin equivalent କଥା ଚିନ୍ତା କରିବା ଶ୍ରେୟସ୍କର ଅଟେ । ( Norton equivalent ବି ବ୍ୟବହାର କରାଯାଇ ପାରିବ ) ଏକ ପରିପଥର Thévenin equivalent ଏହିପରି ଦେଖାଯାଇଥାଏ:

 
The circuit is represented by an ideal voltage source Vs in series with an internal resistance Rs.


 
The input resistance of the load stands in series with Rs.
 

ଆଧାର ସମ୍ପାଦନା

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା