ବେହନାମ ପାର୍କ ଏକ ଏଇତିହାସିକ ଭବନ । ଏହା ଇଂଲଣ୍ଡର ପଶ୍ଚିମ ବର୍କଶାୟରଠାରେ ଅବସ୍ଥିତ । ଏହା ଏ34 ଟ୍ରଙ୍କ ରୋଡ ଓ ନିବବରୀ ବାଇପସ ରୋଗର ମିଶ୍ରଣ ସ୍ଥଳରେ ଅବସ୍ଥିତ । ଇଂଲଣ୍ଡର ପ୍ରାଚୀନ ସୌଧମାନଙ୍କ ଗ୍ରେଡିଂ ଅନୁସାରେ ଏହା ଗ୍ରେଡ IIରେ ଓ ଏଠାରେ ଥିବା ପାର୍କ ମଧ୍ୟ ଗ୍ରେଡ IIରେ ରହିଛି ।  

ବେହନାମ ଭାଲେନ୍ସ

ଇତିହାସ  ସମ୍ପାଦନା

1570 ମସିହାରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ I ବେହନାମ ଭାଲେନ୍ସ ମହଲକୁ ତାଙ୍କର ଇଟାଲିୟାନ ଶିକ୍ଷକ ଗିଓଭାନୀ ବାତିସ୍ତା କଷଟିଗଲିୟନଙ୍କୁ ପ୍ରଦାନ କରିଥିଲେ । ଗିଓଭାନୀଙ୍କ ପରଲୋକ ପରେ ତାଙ୍କୁ ।ସ୍ପିନସ୍ଥିତ ସେଇଣ୍ଟ ମେରୀ ଚର୍ଚରେ କବାର ଦିଆ ଯାଇଥିଲା .

ସ୍ଥାପତ୍ୟ ଓ ବ୍ୟବହାର  ସମ୍ପାଦନା

 
1778 ମସିହାରେ ଆର୍ଲ ଓଫ କ୍ରଭେନ 6ଷ୍ଠ ବେହନମ ଭବନର ନକଷା ସହିତ 

ବର୍ତ୍ତମାନ ଥିବା ଭବନକୁ 1775 ମସିହାରେ ସ୍ଥପତି ହେନେରୀ ହୋଲାଣ୍ଡ 6 ଷ୍ଠ ବାରନଙ୍କ ପାଇଁ ନିର୍ମାଣ କରିଥିଲେ । ଭବନ ଗ୍ରେଡ II[୧] ହେଇଥାଇ ତାହାର ସୁନ୍ଦର ଗେଟକୁ ଗ୍ରେଡ Iର ମାନ୍ୟତା ଦିଆଯାଇଛି [୨][୩]।  ଏଠାରେ ଏକ କୁତ୍ରିମ ହ୍ରଦ ରହିଛି ଓ ଏକ ଭୂତଳ କେନାଲଦ୍ୱାରା ଏଠାରୁ ଜଳ କେନ୍ନେଳ ନଦୀରେ ପକାଯାଇଥାଏ । .[୪]

ଏହି ଭବନ 1983 ମସିହାରେ ଅଫିସ ଭବନ ଭାବରେ ବ୍ୟବହାର କରାଯାଇଥିଲା । [୫] ଏଠାରେ ନୋର୍ସ୍କ ଡାଟା ନାମକ IT କମ୍ପାନୀ ତାହାର ମୁଖ୍ୟାଳୟ କରିଥିଲା । କମ୍ପାନୀ 1992ରେ ବନ୍ଦ ହେଇଯିବା ପରେ 2e2 ନାମକ ଲାଇଫ ଷ୍ଟାଇଲ ସେବା ଯୋଗାଣ କମ୍ପାନୀ ନେଇ ତାହାର ମୁଖ୍ୟ ଦପ୍ତର କରିଥିଲା । 2012 ମସିହାରେ ସେହି କମ୍ପାନୀ ମଧ୍ୟ ବନ୍ଦ ହେଇଗଲା । .[୬] ଏଠାରେ ଥିବା ଅନନ୍ୟ ଦୁଇ ଗୃହ ମଧ୍ୟ ମୋବାଇଲ ଡାଟା କମ୍ପାନୀଦ୍ୱାରା ବ୍ଯବହ୍ରୁତ ହଉଥିଲା । ,[୭] ତେବେ ବର୍ତ୍ତମାନ ସେହି ଗୃହ ଗୁଡିକୁ ଭାଙ୍ଗି ଦେଇ ପୁନର୍ନିର୍ମାଣ କରାଯାଉଛି । 

 
ବେହନାମ ବାଲେନ୍ସର ଗେଟ 

ଆଧାର  ସମ୍ପାଦନା

  1. ଛାଞ୍ଚ:NHLE
  2. "National Monuments Record". Archived from the original on 2012-10-14. Retrieved 2016-12-11.
  3. ଛାଞ୍ଚ:NHLE
  4. ଛାଞ୍ଚ:NHLE
  5. Royal Berkshire History: Benham Park
  6. "Archived copy". Archived from the original on 2011-08-24. Retrieved 2011-07-27.{{cite web}}: CS1 maint: archived copy as title (link)
  7. "Archived copy". Archived from the original on 2013-06-19. Retrieved 2013-05-26.{{cite web}}: CS1 maint: archived copy as title (link)

ବାହାର ଲିଙ୍କ  ସମ୍ପାଦନା

  ଉଇକିମିଡ଼ିଆ କମନ୍ସରେ Benham Park-ସମ୍ପର୍କିତ ମିଡ଼ିଆ