ବେରି ରାଜ୍ୟ  ବୁନ୍ଦେଲ୍ଖାନା ଅଞ୍ଚଳର ଏକ ପୂର୍ବତନ ରାଜକୀୟ ରାଜ୍ୟ ଥିଲା । ଏହା ଏକ କ୍ଷୁଦ୍ର ରାଜ୍ୟ ଓ ଏହାର ଆୟତନ ମାତ୍ର 82.87 ବର୍ଗ କିଲୋମିଟର । 1901 ଜନଗଣନାରେ ଏହାର ଜନସଂଖ୍ୟା 4,297 ଥ୍ଯିଲା । ଏହି ରାଜ୍ୟ ବେତୱା ନଦୀ ତଟବର୍ତୀ ଅଞ୍ଚଳରେ ଅବସ୍ଥିତ । ବ୍ରିଟିଶ ଶାସନ ସମୟରେ ଏହି ରାଜ୍ୟ କେନ୍ଦ୍ର ଏଜେନ୍ସି ଅଧିନସ୍ଥ ଥିଲା । 

ବେରି ରାଜ୍ୟ
बेरी रियासत
Princely State of British India
c. 1750–1950

Flag of Beri

Flag

Location of Beri
Location of Beri
Beri State in the Imperial Gazetteer of India
History
 •  Established c. 1750
 •  Independence of India 1950
Area
 •  1901 ୮୨ km2 (୩୨ sq mi)
Population
 •  1901 ୪,୨୭୯ 
Density ୫୨.୨ /km2  (୧୩୫.୨ /sq mi)
Today part of Hamirpur district, Uttar Pradesh, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

[୧]Together with Baoni State (Kadaura) at its northwestern edge Beri State was forming an enclave within the directly-administered British territory of the Central Provinces.[୧]

History ସମ୍ପାଦନା

ବେରି ରାଜ୍ୟ ଦେୱାନ ଆଚାରଜୁ ନକଲଦ୍ୱାରା 18 ଶ ଶତାବ୍ଦୀର ମଧ୍ୟ ଭାଗରେ ସ୍ଥାପିତ ହେଇଥିଲା । ସେ ଗ୍ୱାଲିଆରର କରାଇହା ରାଜ୍ୟର ରାଜା ଦେୱାନ ମହାମା ରାଇଙ୍କ ପୁତ୍ର ଥିଲେ । [୧]

1809 ମସିହାରେ ବେରି ବ୍ରିଟିଶ ମାନଙ୍କ ଅଧୀନ ରାଜ୍ୟ ଭାବରେ ରହିଲା । ସେତେବେଳେ ରାଜା ଯୁଗଳ ପ୍ରସାଦ ରାଜୁତି କରୁଥିଲେ । [୨]1950 ମସିହାରେ ବେରିର ଶେଷ ରାଜା ଯଦୁବେନ୍ଦ୍ର ସିଂହ ଏହି ରାଜ୍ୟକୁ ସ୍ୱାଧୀନ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ କରିଥିଲେ । [୩]

ଶାସକ  ସମ୍ପାଦନା

ରାଜପୁତ ପୋଂବାର ବଂଶଜମାନେ ଏହି ରାଜ୍ୟକୁ ଶାସନ କରୁଥିଲେ । 1945 ପର୍ଯ୍ୟନ୍ତ ସେମାନେ ଦେୱାନ ଉପାଧିରେ କୁହା ଯାଉଥ୍ଯିଲେ । 1945ରେ ପ୍ରଥମ କରି ଯଦୁବେନ୍ଦ୍ର ସିଂହ ରାଜା ଉପାଧି ଗ୍ରହଣ କରିଥିଲେ । [୩] [୨]

ଦେୱାନ  ସମ୍ପାଦନା

  • c.1750 ଆଚାରଜୁ ସିଂହ 
  • 17.. - c.1780ଖୁମାନ ସିଂହ 

ରାଓ  ସମ୍ପାଦନା

  • c.1780 - 1814 ଯୁଗଳ ପ୍ରସାଦ 
  • 1814 - 1857 ଫାଇରାନ ସିଂହ ବିଶ୍ୱନାଥ ସିଂହ 
  • 18 Mar 1862 - 1892 ବିଜୟ ସିଂହ 
  • 1892 - 1904ରଘୁରାଜ ସିଂହ 
  • 8 Jun 1904 - 1945 ଲୋକେନ୍ଦ୍ର ସିଂହ 
  • 8 Jun 1904 - 1915 .... ବ୍ରିଟିଶ ଅଧୀନ 

Title Raja ସମ୍ପାଦନା

  • 1945 - 1947 ଯଦୁବେନ୍ଦ୍ର ସିଂହ 

ପୁନଶ୍ଚ ଦେଖଣା  ସମ୍ପାଦନା

  • Political integration of India

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା