ବେରି ରାଜ୍ୟ
ବେରି ରାଜ୍ୟ ବୁନ୍ଦେଲ୍ଖାନା ଅଞ୍ଚଳର ଏକ ପୂର୍ବତନ ରାଜକୀୟ ରାଜ୍ୟ ଥିଲା । ଏହା ଏକ କ୍ଷୁଦ୍ର ରାଜ୍ୟ ଓ ଏହାର ଆୟତନ ମାତ୍ର 82.87 ବର୍ଗ କିଲୋମିଟର । 1901 ଜନଗଣନାରେ ଏହାର ଜନସଂଖ୍ୟା 4,297 ଥ୍ଯିଲା । ଏହି ରାଜ୍ୟ ବେତୱା ନଦୀ ତଟବର୍ତୀ ଅଞ୍ଚଳରେ ଅବସ୍ଥିତ । ବ୍ରିଟିଶ ଶାସନ ସମୟରେ ଏହି ରାଜ୍ୟ କେନ୍ଦ୍ର ଏଜେନ୍ସି ଅଧିନସ୍ଥ ଥିଲା ।
ବେରି ରାଜ୍ୟ बेरी रियासत | |||||
Princely State of British India | |||||
| |||||
Flag | |||||
Beri State in the Imperial Gazetteer of India | |||||
History | |||||
• | Established | c. 1750 | |||
• | Independence of India | 1950 | |||
Area | |||||
• | 1901 | ୮୨ km2 (୩୨ sq mi) | |||
Population | |||||
• | 1901 | ୪,୨୭୯ | |||
Density | ୫୨.୨ /km2 (୧୩୫.୨ /sq mi) | ||||
Today part of | Hamirpur district, Uttar Pradesh, India | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
[୧]Together with Baoni State (Kadaura) at its northwestern edge Beri State was forming an enclave within the directly-administered British territory of the Central Provinces.[୧]
History
ସମ୍ପାଦନାବେରି ରାଜ୍ୟ ଦେୱାନ ଆଚାରଜୁ ନକଲଦ୍ୱାରା 18 ଶ ଶତାବ୍ଦୀର ମଧ୍ୟ ଭାଗରେ ସ୍ଥାପିତ ହେଇଥିଲା । ସେ ଗ୍ୱାଲିଆରର କରାଇହା ରାଜ୍ୟର ରାଜା ଦେୱାନ ମହାମା ରାଇଙ୍କ ପୁତ୍ର ଥିଲେ ।[୧]
1809 ମସିହାରେ ବେରି ବ୍ରିଟିଶ ମାନଙ୍କ ଅଧୀନ ରାଜ୍ୟ ଭାବରେ ରହିଲା । ସେତେବେଳେ ରାଜା ଯୁଗଳ ପ୍ରସାଦ ରାଜୁତି କରୁଥିଲେ ।[୨]1950 ମସିହାରେ ବେରିର ଶେଷ ରାଜା ଯଦୁବେନ୍ଦ୍ର ସିଂହ ଏହି ରାଜ୍ୟକୁ ସ୍ୱାଧୀନ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ କରିଥିଲେ । [୩]
ଶାସକ
ସମ୍ପାଦନାରାଜପୁତ ପୋଂବାର ବଂଶଜମାନେ ଏହି ରାଜ୍ୟକୁ ଶାସନ କରୁଥିଲେ । 1945 ପର୍ଯ୍ୟନ୍ତ ସେମାନେ ଦେୱାନ ଉପାଧିରେ କୁହା ଯାଉଥ୍ଯିଲେ । 1945ରେ ପ୍ରଥମ କରି ଯଦୁବେନ୍ଦ୍ର ସିଂହ ରାଜା ଉପାଧି ଗ୍ରହଣ କରିଥିଲେ ।[୩] [୨]
ଦେୱାନ
ସମ୍ପାଦନା- c.1750 ଆଚାରଜୁ ସିଂହ
- 17.. - c.1780ଖୁମାନ ସିଂହ
ରାଓ
ସମ୍ପାଦନା- c.1780 - 1814 ଯୁଗଳ ପ୍ରସାଦ
- 1814 - 1857 ଫାଇରାନ ସିଂହ ବିଶ୍ୱନାଥ ସିଂହ
- 18 Mar 1862 - 1892 ବିଜୟ ସିଂହ
- 1892 - 1904ରଘୁରାଜ ସିଂହ
- 8 Jun 1904 - 1945 ଲୋକେନ୍ଦ୍ର ସିଂହ
- 8 Jun 1904 - 1915 .... ବ୍ରିଟିଶ ଅଧୀନ
Title Raja
ସମ୍ପାଦନା- 1945 - 1947 ଯଦୁବେନ୍ଦ୍ର ସିଂହ
ପୁନଶ୍ଚ ଦେଖଣା
ସମ୍ପାଦନା- Political integration of India