ବେଦାନ୍ତ କପଟିଭ ପାୱାର ପ୍ଳାଣ୍ଟ , ଝାରସୁଗୁଡା

ବେଦାନ୍ତ ଝାରସୁଗୁଡା କେପଟିଭ ଶକ୍ତି କେନ୍ଦ୍ର , ଭାରତୀୟ ରାଜ୍ୟ ଓଡ଼ିଶାର ଶିଳ୍ପ ସମ୍ବୃଧ ଜିଲ୍ଲା ଝାରସୁଗୁଡାଠାରେ ଅବସ୍ଥିତ ବେଦାନ୍ତ କମ୍ପାନୀର ଏକ ବେସରକାରୀ ଉଦ୍ୟୋଗ । ଏହା ବେଦାନ୍ତଦ୍ୱାରା ପରିଚାଳିତ ବେଦାନ୍ତ ଉର୍ସ କାରଖାନାକୁ ଶକ୍ତି ଯୋଗେଇବା ସହ ବାଳକା ଶକ୍ତି ରାଜ୍ୟ ବିଦ୍ୟୁତ ବୋର୍ଡକୁ ବିକ୍ରି କରିଥାଆନ୍ତି । 


ଏହି କାରଖାନା ପାଇଁ କୋଇଲା ନିକଟସ୍ଥ ମହାନଦୀ କୋଇଲାଖଣି ସାହୁହାରୁ ପ୍ରାପ୍ତ ହାଉଥିବା ବେଳେ ହୀରାକୁଦ ଜଳଭଣ୍ଡାର[୧]ର ଜଳ ମଧ୍ୟ ଉପଲଭ୍ଧ ହୁଏ । ଏହି ପ୍ରକଳ୍ପଟି ଚୀନ ଦେଶର SEPCO ସହାୟତାରେ ନିର୍ମିତ ତଥା ପରିଚାଳିତ ହେଇଥାଏ ।[୨]  http://www.vedantaaluminium.com/operations-cpp.htm


ଉତ୍ପାଦନ କ୍ଷ୍ୟମତା  ସମ୍ପାଦନା

ଏହାର ଉତ୍ପାଦନ କ୍ଷ୍ୟମତା ୧,୨୧୫ ମେଗା ୱାଟ । ଏହି ଶକ୍ତି ୯ଟି ୧୩୫ ମେଗା ୱାଟ କ୍ଷ୍ୟମତା  ବିଶିଷ୍ଟ ସ୍ତରଦ୍ୱାରା ଉତ୍ପାଦନ ହେଇଥାଏ । 

References ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-10-31. Retrieved 2016-10-30. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2016-11-05. Retrieved 2016-10-30. {{cite web}}: Cite has empty unknown parameter: |1= (help)