ବେତୱା ନଦୀ
ବେତୱା ବା ବେତ୍ରାବତୀ , ଉତ୍ତର ଭାରତୀୟ ରାଜ୍ୟରେ ପ୍ରବାହିତ ଏକ ନଦୀ ।ଏହା ଯମୁନା ନଦୀର ଏକ ଉପନଦୀ । ଏହା ମଧ୍ୟପ୍ରଦେଶର ବିନ୍ଧ୍ୟ ପର୍ବତମାଳାରେ ହୋସଙ୍ଗାବାଦର ଉତ୍ତରରୁ ନିର୍ଗତ ହେଇ ଉତ୍ତର ପୂର୍ବ ଗିଗାରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ଓରଛାକୁ ପ୍ରବାହିତ ହୁଏ । ଏହାର ଅର୍ଦ୍ଧାଧିକ ଦୈର୍ଘ୍ୟ , ଯାହା ସୁନାବ୍ୟା ନୁହେ, ମାଳବ ମାଳଭୂମି ଦେଇ ପ୍ରବାହିତ ହେଇଥାଏ । ବେତୱା ଓ ଯମୁନା ନଦୀର ସଂଗମ ଉତ୍ତରପ୍ରଦେଶର ହମୀରପୁରଠାରେ ଓରଛା ସନ୍ନିକଟରେ ଘଟେ । .[୨]
Betwa River (बेतवा) | |
Betwa River near Orchha
| |
ଦେଶ | India |
---|---|
ରାଜ୍ୟ | Madhya Pradesh, Uttar Pradesh |
City | Vidisha |
Source | Vindhya Range |
- location | Raisen district, Madhya Pradesh |
Mouth | Yamuna |
- location | Hamirpur, Uttar Pradesh |
- coordinates | 25°55′N 80°12′E / 25.917°N 80.200°E |
Discharge | for Rajghat Dam |
- average | ୬୫୮ m3/s (୨୩,୨୩୭ cu ft/s) [୧] |
- max | ୩,୧୭୮ m3/s (୧,୧୨,୨୩୦ cu ft/s) |
ଇତିହାସ
ସମ୍ପାଦନାସଂସ୍କୃତ ଭାଷାରେ ବେତୱାକୁ ଭେତ୍ରାବତୀ କୁହାଯାଇଥାଏ । ପୁରାଣ ମହାଭାରତରେ ଏହାର ଉଲ୍ଲେଖ ଚରମାନବତୀ ନଦୀ ସହ ରହିଛି ।ଭେତ୍ରାବତୀକୁ ଶୁକ୍ତିମାଟି ନାମରେ ଭି କୁହାଯାଏ । ପ୍ରାଚୀନ ଛେଦୀ ରାଜବଂଶର ରାଜଧାନୀ ଏହି ନଦୀର ତଟରେ ଥିଲା । ଏହି ନଦୀର ଉପ୍ପତି ସ୍ଥଳରୁ ଯମୁନା ସହ ସଙ୍ଗମ ପର୍ଯ୍ୟନ୍ତ ଦୈର୍ଘ୍ୟ 590 କିଲୋମିଟର ଯାହା ମଧ୍ୟରୁ 232 କିଲୋମିଟର ମଧ୍ୟ ପ୍ରଦେଶରେ ଓ ଅବଶିଷ୍ଟ ଉତ୍ତରପ୍ରଦେଶରେ ପ୍ରବାହିତ । 1973 ମସିହାରେ ଉଭୟ ରାଜ୍ୟ ମଧ୍ୟରେ ବୁଝାମଣା ହେଇ ବେତୱା ନଦୀ ବୋର୍ଡ (BRB) ଗଠନ ହେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀ , ଶକ୍ତି ମନ୍ତ୍ରୀ ଓ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଗଣ ସଦସ୍ୟ ରହିଛନ୍ତି .[୩]
ଭବିଷ୍ୟତ ଯୋଜନା
ସମ୍ପାଦନାନଦୀ ସଂଯୋଗୀକରଣ ଯୋଜନା ଅନୁସାରେ ବେତୱା ନଦୀ ସହ କେଁ ନଦୀର ସଂଯୋଗ କରାଯାଉଛି । ଏହି ନଦୀରେ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶର ମିଳିତ ଉଦ୍ୟମରେ ମାତାତିଲା ବନ୍ଧ ନିର୍ମାଣ କରାଯାଉଛି । ଏଠାରେ ବିଦେଶାଗତ ବହୁ ପକ୍ଷୀ ଆସିଥାନ୍ତି । .[୪]କେଁ ନଦୀ ସହ ସଂଯୋଗୀକରଣ ଓ କେନାଲ ନିର୍ମାଣ ପରେ 7,00.000 ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳି ପାରିବ।
Dams
ସମ୍ପାଦନା- ରାଜଘାଟ ଡେମ
- ମତାତିଲା ଡେମ
- ପରିଚ୍ଛା ଡେମ
- ଧୁରୱାରା ଡେମ
ପୁନଶ୍ଚ ଦେଖଣା
ସମ୍ପାଦନାଆଧାର
ସମ୍ପାଦନା- ↑ Chaube, U.C.; Suryavanshi, Shakti; Nurzaman, Lukman; Pandey, Ashish (Nov 7, 2011). "Synthesis of flow series of tributaries in Upper Betwa basin" (PDF). International Journal of Environmental Sciences. 1 (7). Retrieved 12 February 2014.
- ↑ "Betwa River". Archived from the original on 2016-08-24. Retrieved 2016-12-04.
{{cite web}}
: CS1 maint: bot: original URL status unknown (link) - ↑ Betwa River Board[permanent dead link] Ministry of Water Resources website.
- ↑ Shukla, D.C. 1994 Habitat characteristics of wetlands of the Betwa Basin, India, and wintering populations of endangered waterfowl species.
ବାହାର ଲିଙ୍କ
ସମ୍ପାଦନା- Betwa River
- Ken-Betwa river link project to cost Rs 4,500 cr Business Line
- Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 3 (11th ed.). Cambridge University Press.