ବେଞ୍ଜାଟ୍ରପିନ
ବେଞ୍ଜାଟ୍ରପିନ ଏକ ଔଷଧ ଯାହା ଡିସଟୋନିଆ ଓ ପାର୍କିନସୋନିଜ୍ମ ଭଳି ବେମାରୀମାନଙ୍କରରେ ହେଉଥିବା ଚଳନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଟାର୍ଡିଭ୍ ଡିସ୍କିନେସିଆ ପାଇଁ ଏହା ଉପଯୋଗୀ ନୁହେଁ | [୧] ଏହା ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତରରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନଦ୍ୱାରା ନିଆଯାଏ | [୧] ଦୁଇ ଘଣ୍ଟା ମଧ୍ୟରେ ଉପଶମ ଦେଖାଯାଏ ଏବଂ ଦଶ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୨] [୩]
Clinical data | |
---|---|
Trade names | Cogentin, others |
Synonyms | benzatropine (BAN UK), benztropine (USAN US) |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth, IM, IV |
ATC code | |
Legal status | |
Legal status |
|
Pharmacokinetic data | |
Metabolism | Hepatic |
Elimination half-life | 12-24 hours |
Excretion | Urine |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEBI | |
ChEMBL | |
Chemical and physical data | |
Formula | C21H25NO |
Molar mass | ୩୦୭.୪୪ g·mol−1 |
3D model (JSmol) | |
| |
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟି, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ | [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ୟୁରିନାରି ରିଟେନସନ, ହାଲୁସିନେସନ୍, ହାଇପରଥର୍ମିଆ ଏବଂ ସମନ୍ୱୟ ସମସ୍ୟା ହୋଇପାରେ | [୧] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୪] ବେଞ୍ଜାଟ୍ରପିନ ଏକ ଆଣ୍ଟିକଲିନର୍ଜିକ ଔଷଧ ଯାହା ମସ୍କାରିନିକ ଆସେଟାଇଲକଲିନ ରିସେପ୍ଟରର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷନ ହୋଇଥାଏ । [୧]
ଯୁକ୍ତରାଷ୍ଟ୍ରରେ ୧୯୫୪ ମସିହାରେ ଚିକିତ୍ସାରେ ବ୍ୟବହାର ପାଇଁ ବେଞ୍ଜାଟ୍ରପିନ ଅନୁମୋଦିତ ହୋଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୧] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ମାସକୁ ପ୍ରାୟ ୬ ଡଲାର ଅଟେ । [୫] ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୨୨୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୬] [୭] ଏହା ଅନ୍ୟମାନଙ୍କ ମଧ୍ୟରେ କୋଜେଣ୍ଟିନ୍ ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Benztropine Mesylate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 9 April 2019.
- ↑ Pagliaro, Louis A.; Pagliaro, Ann M. (1999). PNDR, Psychologists' Neuropsychotropic Drug Reference (in ଇଂରାଜୀ). Psychology Press. p. 47. ISBN 9780876309568.
- ↑ Aschenbrenner, Diane S.; Venable, Samantha J. (2009). Drug Therapy in Nursing (in ଇଂରାଜୀ). Lippincott Williams & Wilkins. p. 197. ISBN 9780781765879.
- ↑ "Benztropine (Cogentin) Use During Pregnancy". Drugs.com (in ଇଂରାଜୀ). Retrieved 9 April 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Benztropine Mesylate - Drug Usage Statistics". ClinCalc. Archived from the original on 3 July 2020. Retrieved 11 April 2020.