ବେକ୍ସାରୋଟିନ
ବେକ୍ସାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ନାମରେ ବିକ୍ରୟ ନାମ ଟାର୍ଗ୍ରେଟିନ, ଏକ ଔଷଧ ଯାହା କ୍ୟୁଟାନିଅସଟି ସେଲ ଲିମ୍ଫୋମା (CTCL)ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । [୧] ଅଧିକ ହୋଇଥିବା ରୋଗ ପାଇଁ ଏହା ପାଟିରେ ଦିଆଯାଏ ଏବଂ ପ୍ରାଥମିକ ରୋଗ ପାଇଁ ଚର୍ମରେ ପ୍ରୟୋଗ କରାଯାଏ । [୨] [୩] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ ।[୨] [୪]
Clinical data | |
---|---|
Trade names | Targretin, others |
AHFS/Drugs.com | Systemic: monograph Topical: monograph |
MedlinePlus | a608006 |
data |
|
Routes of administration | By mouth, topical |
Legal status | |
Legal status | |
Pharmacokinetic data | |
Protein binding | >99% |
Metabolism | Liver (CYP3A4-mediated) |
Elimination half-life | 7 hours |
Excretion | Parent drug and metabolites are eliminated primarily through the hepatobiliary system. Less than 1% is excreted in the urine unchanged. |
Identifiers | |
| |
ECHA InfoCard | 100.206.790 |
Chemical and physical data | |
Formula | C24H28O2 |
Molar mass | ୩୪୮.୪୯ g·mol−1 |
3D model (JSmol) | |
| |
| |
(verify) |
ପାଟିରେ ଦିଆଯାଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ କୋଲେଷ୍ଟେରଲ, ମୁଣ୍ଡବିନ୍ଧା, କମ୍ ଥାଇରଏଡ୍, କମ୍ ଶ୍ୱେତ ରକ୍ତ କଣିକା, ରାସ, ବାନ୍ତି, ସଂକ୍ରମଣ, ଶୁଷ୍କ ଚର୍ମ ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । [୫] ଚର୍ମରେ ପ୍ରୟୋଗ କରାଯାଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଗଲୁ ହୁଏ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଗ୍ନାଶୟ ଜନିତ ରୋଗ ଏବଂ ସୌରଦାହ ହୋଇପାରେ। [୬] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୬] ଏହା ଏକ ରେଟିନଏଡ୍ | [୧] ଏହା କିପରି କାମ କରେ ତାହା ଅସ୍ପଷ୍ଟ। [୨]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ ମସିହାରେ ୟୁରୋପରେ ଏହା ବିକ୍ରୟ ପାଇଁ ଅନୁମୋଦିତ ହୋଇଥିଲା। [୫] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ୭୫ ମିଗ୍ରାର ୧୦୦ଟି ବଟିକା ୨୦୨୧ ସୁଦ୍ଧା ମୂଲ୍ୟ ୯୪୦ ଡଲାର ଥିଲା । [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୨,୦୫୦ ଡଲାର ଅଟେ । [୯]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Targretin". Archived from the original on 22 June 2021. Retrieved 10 January 2022.
- ↑ ୨.୦ ୨.୧ ୨.୨ "Targretin". Archived from the original on 22 June 2021. Retrieved 10 January 2022.
- ↑ ୩.୦ ୩.୧ "Bexarotene (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 10 January 2022.
- ↑ "Bexarotene (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 10 January 2022.
- ↑ ୫.୦ ୫.୧ "DailyMed - BEXAROTENE capsule". dailymed.nlm.nih.gov. Archived from the original on 1 March 2021. Retrieved 10 January 2022.
- ↑ ୬.୦ ୬.୧ "DailyMed - BEXAROTENE capsule". dailymed.nlm.nih.gov. Archived from the original on 1 March 2021. Retrieved 10 January 2022.
- ↑ "Bexarotene Prices and Bexarotene Coupons - GoodRx". GoodRx. Retrieved 10 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 982. ISBN 978-0857114105.
- ↑ "Bexarotene Prices and Bexarotene Coupons - GoodRx". GoodRx. Retrieved 10 January 2022.