ବୃହଦେଶ୍ୱର ମନ୍ଦିର
ବୃହଦେଶ୍ୱର ମନ୍ଦିର,ତାମିଲନାଡୁର ଥାଞ୍ଜାବରଠାରେ ଥିବା ଏକ ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଜାତିସଂଘର ୟୁନେସ୍କୋଦ୍ୱାରା ଏହା ବିଶ୍ୱ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି ।[୧] ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ଓ ପ୍ରାଚୀନ ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । [୨] ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହେଇଛି ।
ବୃହଦେଶ୍ୱର ମନ୍ଦିର | |
---|---|
![]() | |
ନାମ | |
ଅନ୍ୟ ନାମ | ବୃହଦେଶ୍ୱର ମନ୍ଦିର ବଡ଼ ମନ୍ଦିର |
ମୂଳ ନାମ | Peruvudaiyaar Temple |
ତାମିଲ | பெருவுடையார் கோயில் / தஞ்சை பெரிய கோவில் |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 10°46′50″N 79°08′30″E / 10.78056°N 79.14167°ECoordinates: 10°46′50″N 79°08′30″E / 10.78056°N 79.14167°E |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | ଥାଞ୍ଜାବର |
ଅବସ୍ଥିତି | ଥାଞ୍ଜାବର |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଶିବ |
ମୁଖ୍ୟ ପର୍ବପର୍ବାଣୀ | ମହା ଶିବରାତ୍ରି |
ତିଆରି ଶୈଳୀ | ତାମିଲ ଶୈଳୀ |
ଇତିହାସ ଓ ପାଳନ | |
ନିର୍ମାଣ କାଳ | 11th century AD |
ନିର୍ମାତା | ପ୍ରଥମ ରାଜା ଚୋଳI |
ମନ୍ଦିରସମ୍ପାଦନ କରନ୍ତୁ
ଫଟୋ ଅନୁଯାୟୀ ଏହାର ଉଚ୍ଚତା ୨୧୬ ଫୁଟରୁ ଅଧିକ । ଏହି ମନ୍ଦିରର ନିର୍ମାଣ ଶୈଳୀ ଆଜି ବି ଅହୋରାତ୍ର ଭାରତୀୟ ସ୍ଥାପତ୍ଯର ଜୟଗାନ କରିଥାଏ । ମନ୍ଦିରର ପ୍ରବେଶ ଦ୍ୱାରରେ ନିର୍ମିତ ନନ୍ଦି (ଷଣ୍ଢ)ଙ୍କର ଏକ ସୁଉଚ୍ଚ ପ୍ରତିମା ପର୍ଯ୍ୟଟକମାନଙ୍କୁ ସଦା ସର୍ବଦା ଆକର୍ଷିତ କରିଥାଏ ।
ପୌରାଣିକସମ୍ପାଦନ କରନ୍ତୁ
କିମ୍ବଦନ୍ତୀସମ୍ପାଦନ କରନ୍ତୁ
ପର୍ବପର୍ବାଣୀସମ୍ପାଦନ କରନ୍ତୁ
ଛବିସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Brihadisvara Temple ବାବଦରେ ମାଧ୍ୟମ ରହିଛି । |
ଆଧାରସମ୍ପାଦନ କରନ୍ତୁ
- ↑ "Tanjavur Periya Kovil Tamilnadu". Tamilnadu.com. 5 December 2012.
- ↑ "Endowments to the Temple". Archaeological Survey of India.
ବାହାର ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Brihadisvara Temple ବାବଦରେ ମାଧ୍ୟମ ରହିଛି । |
- Photos on art-and-archaeology web site
- Brihadeshvara Temple in Tamilnadu
- Unesco Great Living Chola Temples
- pdf file about the temple and the Kandariya Mahadeva temple in Khajuraho
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |