ବୁର୍କିନା ଫାସୋରେ ରେଳ ବ୍ୟବସ୍ଥା
ବୁର୍କିନା ଫାସୋ ଦେଶରେ ସମୁଦାୟ 622 କିଲୋମିଟର ରେଳପଥ ରହିଛି । ଏହା କାୟା ଅଞ୍ଚଳରୁ ସିମାଞ୍ଚଳରେ ଥିବା କୋଟେ ବୋଇରେ (Côte d'Ivoire) ପର୍ଯ୍ୟନ୍ତ ରହିଛି । ଏହି ରେଳପଥରେ ସିତାରେଲ କମ୍ପାନୀ ତରଫରୁ ପାସେଞ୍ଜର ଟ୍ରେନ ସପ୍ତାହକୁ 3 ଦିନ ଟ୍ରେନ ଚଳାଚଳ କରିଥାଏ ।.[୧]
ବୁର୍କିନା ଫାସୋ ଦେଶ
ସମ୍ପାଦନାପଶ୍ଚିମ ଆଫ୍ରିକାରେ ବୁର୍କିନା ଫାସୋ ଏକ ସମୁଦ୍ରତଟ ବିହୀନ ଏକ କ୍ଷୁଦ୍ର ଦେଶ । ଏହାର ଆୟତନ 274,200 ବର୍ଗକିଲୋମିଟର । ଏହା ଚର୍ତୁଦିଗରେ 6ଟି ଦେଶଦ୍ୱାରା ଆବଦ୍ଧ । ପୂର୍ବରୁ ଫରାଶି ଉପନିବେଶ ଭାବରେ ବହୁକାଳ ରହିଆସିଥିବା ଏହି ଦେଶ 1960 ମସିହାରେ ସ୍ୱାଧୀନତା ପ୍ରାପ୍ତ ହେଇଥିଲା । ଏହାର ଜଣ ସଂଖ୍ୟା 17.3 [୨] ମିଲିୟନ ।
ବୁର୍କିନା ଫାସୋ ଚତୁର୍ଦିଗରେ ଅନନ୍ୟ ଦେଶ ମାନଙ୍କଦ୍ୱାରା ପରିବେଷ୍ଟିତ ହେଇଥିଲେ ମଧ୍ୟ ଅବିଦଜାନକୁ ରେଳପଥ ଏହାକୁ ବନ୍ଦର ସହ ଯୋଗାଯୋଗ କରିଥାଏ । ଘାନ ଦେଶ ଦେଇ ତାରାକୋଡି ବନ୍ଦରକୁ ସଂଯୋଗ ପାଇଁ ଲିଙ୍କ ରେଳପଥ ପାଇଁ ପ୍ରସ୍ତାବ ରହିଛି । [୩][୪]
ଷ୍ଟେସନ
ସମ୍ପାଦନାବର୍ତ୍ତମାନ ରେଳପଥଦ୍ୱାରା ବୁର୍କିନା ଫାସୋର ବନଫୋରା , ପେନି ,କୌଦୌଗୌ ବିଙ୍ଗୋ ପରି ମୁଖ୍ୟ ସହର ସବୁକୁ ସେବା ଉପଲବ୍ଧ ହୋଇଛି ।
ଚାଲୁଥିବା ନିର୍ମାଣ ସବୁ
ସମ୍ପାଦନାପ୍ରସ୍ତାବିତ
ସମ୍ପାଦନା2011
ସମ୍ପାଦନା- 2011ରେ ଏକ ରାଜିନାମା ଅନୁସାରେ ଏକ ଅନ୍ତର୍ରାଷ୍ଟ୍ରୀୟ ରେଳପଥ ଏହାକୁ ଆଇଭୋରୀ ସହ ସଂଯୋଗ ପାଇଁ ନିର୍ମିତ ହଉଛି । [୯]
୨୦୧୪
ସମ୍ପାଦନାମାନଚିତ୍ର
ସମ୍ପାଦନାଅଧିକ ପଠନ
ସମ୍ପାଦନା- Rail transport in Ghana; Ghana Railway Corporation
- Transport in Burkina Faso
- West Africa Regional Rail Integration
ଆଧାର
ସମ୍ପାଦନା- ↑ European Rail Timetable, Summer 2014 Edition, (journey time is 43 to 48 hours)
- ↑ "Burkina Faso population projection". insd.bf (in ଫରାସୀ). 2014. Archived from the original on 1 September 2014. Retrieved 1 October 2014.
- ↑ "Railway Gazette: News in Brief". Archived from the original on 2011-04-07. Retrieved 2010-10-22.
- ↑ "2008-01-01". Archived from the original on 2011-04-07. Retrieved 2010-10-22.
- ↑ Times Atlas of the World 2007 p85
- ↑ RailwayAfrica July 2009, p9
- ↑ UNHCR Map shows extension to Tambao
- ↑ "ଆର୍କାଇଭ୍ କପି". Archived from the original on 2017-01-08. Retrieved 2016-11-10.
{{cite web}}
: Cite has empty unknown parameter:|1=
(help) - ↑ http://www.railwaysafrica.com/blog/2012/01/railway-to-link-west-african-states/
- ↑ "ଆର୍କାଇଭ୍ କପି". Archived from the original on 2017-02-09. Retrieved 2016-11-10.
{{cite web}}
: Cite has empty unknown parameter:|1=
(help) - ↑ "Reuters". Archived from the original on 2016-03-04. Retrieved 2016-11-10.