ବୁର୍କିନା ଫାସୋରେ ରେଳ ବ୍ୟବସ୍ଥା

ବୁର୍କିନା ଫାସୋ ଦେଶରେ ସମୁଦାୟ 622 କିଲୋମିଟର ରେଳପଥ ରହିଛି । ଏହା କାୟା ଅଞ୍ଚଳରୁ ସିମାଞ୍ଚଳରେ ଥିବା କୋଟେ ବୋଇରେ (Côte d'Ivoire) ପର୍ଯ୍ୟନ୍ତ ରହିଛି । ଏହି ରେଳପଥରେ ସିତାରେଲ କମ୍ପାନୀ ତରଫରୁ ପାସେଞ୍ଜର ଟ୍ରେନ ସପ୍ତାହକୁ 3 ଦିନ ଟ୍ରେନ  ଚଳାଚଳ କରିଥାଏ ।.[୧]

ବୁର୍କିନା ଫାସୋର କୌଡୌଗୌଠାରେ ଥିବା ରେଳ ଷ୍ଟେସନ 

ବୁର୍କିନା ଫାସୋ ଦେଶ  ସମ୍ପାଦନା

ପଶ୍ଚିମ ଆଫ୍ରିକାରେ ବୁର୍କିନା ଫାସୋ ଏକ ସମୁଦ୍ରତଟ ବିହୀନ ଏକ କ୍ଷୁଦ୍ର ଦେଶ । ଏହାର ଆୟତନ 274,200 ବର୍ଗକିଲୋମିଟର । ଏହା ଚର୍ତୁଦିଗରେ 6ଟି ଦେଶଦ୍ୱାରା ଆବଦ୍ଧ । ପୂର୍ବରୁ ଫରାଶି ଉପନିବେଶ ଭାବରେ ବହୁକାଳ ରହିଆସିଥିବା ଏହି ଦେଶ 1960 ମସିହାରେ ସ୍ୱାଧୀନତା ପ୍ରାପ୍ତ ହେଇଥିଲା । ଏହାର ଜଣ ସଂଖ୍ୟା 17.3 [୨] ମିଲିୟନ । 

ବୁର୍କିନା ଫାସୋ ଚତୁର୍ଦିଗରେ ଅନନ୍ୟ ଦେଶ ମାନଙ୍କଦ୍ୱାରା ପରିବେଷ୍ଟିତ ହେଇଥିଲେ ମଧ୍ୟ ଅବିଦଜାନକୁ ରେଳପଥ ଏହାକୁ ବନ୍ଦର ସହ ଯୋଗାଯୋଗ କରିଥାଏ । ଘାନ ଦେଶ ଦେଇ ତାରାକୋଡି ବନ୍ଦରକୁ ସଂଯୋଗ ପାଇଁ ଲିଙ୍କ ରେଳପଥ ପାଇଁ ପ୍ରସ୍ତାବ ରହିଛି ।  [୩][୪]

ଷ୍ଟେସନ  ସମ୍ପାଦନା

 
Gare de Bobo-Dioulasso
 
Gare de Banfora

ବର୍ତ୍ତମାନ ରେଳପଥଦ୍ୱାରା ବୁର୍କିନା ଫାସୋର ବନଫୋରା , ପେନି ,କୌଦୌଗୌ ବିଙ୍ଗୋ ପରି ମୁଖ୍ୟ ସହର ସବୁକୁ ସେବା ଉପଲବ୍ଧ ହୋଇଛି । 

ଚାଲୁଥିବା ନିର୍ମାଣ ସବୁ  ସମ୍ପାଦନା

  • କାୟା ଟର୍ମିନସ[୫] 
  • ଡୋରୀ 
  • ମାର୍କୋ
  • ୟୋତମ୍ବାୟୋ[୬] ଯାହା ନିଜର ଓ ମାଳୀ ସିମାଞ୍ଚଳରେ ରହିଛି । [୭][୮]

ପ୍ରସ୍ତାବିତ  ସମ୍ପାଦନା

2011 ସମ୍ପାଦନା

  • 2011ରେ ଏକ ରାଜିନାମା ଅନୁସାରେ ଏକ ଅନ୍ତର୍ରାଷ୍ଟ୍ରୀୟ ରେଳପଥ ଏହାକୁ ଆଇଭୋରୀ ସହ ସଂଯୋଗ ପାଇଁ ନିର୍ମିତ ହଉଛି । [୯]

୨୦୧୪ ସମ୍ପାଦନା

  • ବୁର୍କିନା ଫାସୋରେ ପ୍ରଚୁର ପରିମାଣରେ ମାଙ୍ଗାନିଜ ଖଣିଜ ଦ୍ରବ୍ଯ ଉପଲବ୍ଧ । ଏଠାରେ 100 ମିଲିୟନ ଟନ ମାଙ୍ଗାନିଜ ଥିବାର ଆକଳନ କରା ଯାଇଛି । ଆଗାମୀ 3 ବର୍ଷ ମଧ୍ୟରେ ଠର ପରିବହନ ପାଇଁ ବିଦେଶୀ ସହାୟତାରେ ରାସ୍ତା ଓ ରେଳପଥର ବିକାଶ ପାଇଁ ବ୍ୟବସ୍ଥା କରା ଯାଉଛି ।  [୧୦][୧୧]

ମାନଚିତ୍ର  ସମ୍ପାଦନା

ଅଧିକ ପଠନ  ସମ୍ପାଦନା

  • Rail transport in Ghana; Ghana Railway Corporation
  • Transport in Burkina Faso
  • West Africa Regional Rail Integration

ଆଧାର  ସମ୍ପାଦନା

  1. European Rail Timetable, Summer 2014 Edition, (journey time is 43 to 48 hours)
  2. "Burkina Faso population projection". insd.bf (in ଫରାସୀ). 2014. Archived from the original on 1 September 2014. Retrieved 1 October 2014.
  3. "Railway Gazette: News in Brief". Archived from the original on 2011-04-07. Retrieved 2010-10-22.
  4. "2008-01-01". Archived from the original on 2011-04-07. Retrieved 2010-10-22.
  5. Times Atlas of the World 2007 p85
  6. RailwayAfrica July 2009, p9
  7. UNHCR Map shows extension to Tambao
  8. "ଆର୍କାଇଭ୍ କପି". Archived from the original on 2017-01-08. Retrieved 2016-11-10. {{cite web}}: Cite has empty unknown parameter: |1= (help)
  9. http://www.railwaysafrica.com/blog/2012/01/railway-to-link-west-african-states/
  10. "ଆର୍କାଇଭ୍ କପି". Archived from the original on 2017-02-09. Retrieved 2016-11-10. {{cite web}}: Cite has empty unknown parameter: |1= (help)
  11. "Reuters". Archived from the original on 2016-03-04. Retrieved 2016-11-10.

ବାହାର ଲିଙ୍କ  ସମ୍ପାଦନା