ବୁପିଭାକେନ, ଅନ୍ୟ ବ୍ୟବସାୟୀକ ନାମ ମାର୍କେନ ଏକ ଔଷଧ ଯାହା ସ୍ଥନୀୟ/ଲୋକାଲ ନିଶ୍ଚେତକ ଭାବରେ ବ୍ୟବ‌‌ହୃତ ହୁଏ । [୧] ଇଞ୍ଜେକସନ ଆକାରରେ ଦେଇ ଯେ କୌଣସି ସ୍ଥାନ‌କୁ କାଲୁଆ କରିଦିଆଯାଏ, ନର୍ଭ ବ୍ଲକ୍ କରିବା ନିମନ୍ତେ ସ୍ନାୟୁ ପାର୍ଶ୍ୱରେ ଦିଆଯାଏ ଓ ଏପିଡୁରାଲ ସ୍ପେସରେ ଦିଆଯାଏ । ଅଳ୍ପ ପରିମାଣର ଏପିନେଫ୍ରିନ ମିଶ୍ରତ ବୁପିଭାକେନ ଦେଲେ ଅଧିକ ସମୟ ଏହାର ପ୍ରଭାବ ରହେ । [୧] ଏହା ୧୫ ମିନିଟରେ କାର୍ଯ୍ୟକ୍ଷମ ହୁଏ ଓ ପ୍ରଭାବ ୨ରୁ ୮ ଘଣ୍ଟା ପର୍ଯ୍ୟନ୍ତ ରହେ । [୧][୨]

ବୁପିଭାକେନ (INN)
Clinical data
Pronunciation/bjuːˈpɪvəkn/
Trade namesMarcaine, Marcain, Sensorcaine, and Vivacaine
AHFS/Drugs.commonograph
Pregnancy
category
  • AU: A
Routes of
administration
parenteral, topical
ATC code
Legal status
Legal status
  • AU: S4 (Prescription only)
Pharmacokinetic data
Bioavailabilityn/a
Protein binding95%
MetabolismLiver
Onset of actionWithin 15 min[୧]
Elimination half-life3.5 hours (adults)
8.1 hours (neonates)
Duration of action2 to 8 hr[୨]
ExcretionKidney, 4–10%
Identifiers
  • (RS)-1-Butyl-N-(2,6-dimethylphenyl)piperidine-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.048.993 Edit this at Wikidata
Chemical and physical data
FormulaC18H28N2O
Molar mass288.43 g/mol
3D model (JSmol)
Melting point107 to 108 °C (225 to 226 °F)
  • O=C(C1N(CCCC1)CCCC)NC2=C(C)C=CC=C2C
  • InChI=1S/C18H28N2O/c1-4-5-12-20-13-7-6-11-16(20)18(21)19-17-14(2)9-8-10-15(17)3/h8-10,16H,4-7,11-13H2,1-3H3,(H,19,21) checkY
  • Key:LEBVLXFERQHONN-UHFFFAOYSA-N checkY
 ☒NcheckY (what is this?)  (verify)

ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା, ମାଂସପେଶୀ ଡେଇଁବା, ଟିନାଇଟସ୍, ଦୃଷ୍ଟିଶକ୍ତି ପରିବର୍ତ୍ତନ, ନିମ୍ନ ରକ୍ତଚାପ ଓ ଅନିୟମିତ ହୃତ୍‌ସ୍ପନ୍ଦ‌ନ ଦେଖାଯାଏ । ଗଣ୍ଠି ଭିତରେ ଇଞ୍ଜେକସନ ଦେଲେ ଉପାସ୍ଥି ବା କାର୍ଟିଲେଜ ସମସ୍ୟା ସୃଷ୍ଟି ହୋଇପାରେ । ଏପିଡୁରାଲ ଇଞ୍ଜେକସନ ଦିଆଯାଏ ନାହିଁ । ଏପିଡୁରାଲ ଇଞ୍ଜେକସନ ଦେଲେ ପ୍ରସବ ସମୟ ବଢ଼ିଯାଏ । ଏହା ଆମିଡ ଦଳର ଏକ ସ୍ଥାନୀୟ/ଲୋକାଲ ନିଶ୍ଚେତକ[୧]

ସନ ୧୯୫୭ରେ ବୁପିଭାକେନ ଆବିଷ୍କାର କରାଯାଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୧][୫] ଗୋଟିଏ ଭାଏଲର ହୋଲସେଲ ମୁଲ୍ୟ ପ୍ରାୟ ୨.୧୦ ଆମେରିକୀୟ ଡଲାର ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bupivacaine Hydrochloride". The American Society of Health-System Pharmacists. Retrieved Aug 1, 2015.
  2. ୨.୦ ୨.୧ Whimster, David Skinner (1997). Cambridge textbook of accident and emergency medicine. Cambridge: Cambridge University Press. p. 194. ISBN 9780521433792.
  3. Egan, Talmage D. (2013). Pharmacology and physiology for anesthesia : foundations and clinical application. Philadelphia, PA: Elsevier/Saunders. p. 291. ISBN 9781437716795.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 22. ISBN 9781284057560.
  6. "Bupivacaine HCL". International Drug Price Indicator Guide. Archived from the original on 5 March 2017. Retrieved 29 August 2015.