ବୁଟୋକୋନାଜୋଲ
ଏହା ଯୋନୀପଥ କବକ ସଂକ୍ରମଣ ପାଇଁ ଏକ କବକରୋଧୀ ଓଷଧ ଅଟେ।
ବୁଟୋକୋନାଜୋଲ, ଏକ ବିକ୍ରୟ ନାମ ଜିନାଜୋଲ -୧, ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ଏକ କବକରୋଧୀ ଓଷଧ ଅଟେ। [୧] ଏହା ଯୋନୀ ଭିତରେ ବ୍ୟବହୃତ ହୁଏ । [୧]
Clinical data | |
---|---|
Trade names | Gynazole-1, Femstat-3, others |
AHFS/Drugs.com | monograph |
MedlinePlus | a682012 |
data |
|
Pregnancy category | |
Routes of administration | Vaginal cream |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C19H17Cl3N2S |
Molar mass | ୪୧୧.୭୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, କୁଣ୍ଡେଇ ହେବା ଏବଂ ପେଟ ଯନ୍ତ୍ରଣା ହୋଇପାରେ । [୧] ଏହାର ବ୍ୟବହାର କଲେ ପ୍ରୟୋଗର ୩ ଦିନ ପରେ କଣ୍ଡୋମକୁ ଦୁର୍ବଳ କରିପାରେ।| [୧] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ । [୧] ଏହା ଏକ ଇମିଡାଜୋଲ୍ | [୧]
ବୁଟୋକୋନାଜୋଲ ପ୍ରଥମେ ୧୯୭୮ରେ ତିଆରି ହୋଇଥିଲା ଏବଂ ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୨] [୧] ଏହା ପ୍ରେସକ୍ରିପସନ ବିନା ଉପଲବ୍ଧ। [୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୫ ଡଲାର ଅଟେ। [୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Butoconazole Monograph for Professionals". Drugs.com (in ଇଂରାଜୀ). Archived from the original on 3 January 2022. Retrieved 12 January 2022.
- ↑ Grayson, M. Lindsay; Crowe, Suzanne M.; McCarthy, James S.; Mills, John; Mouton, Johan W.; Norrby, S. Ragnar; Paterson, David L.; Pfaller, Michael A. (29 October 2010). Kucers' The Use of Antibiotics Sixth Edition: A Clinical Review of Antibacterial, Antifungal and Antiviral Drugs (in ଇଂରାଜୀ). CRC Press. p. 1893. ISBN 978-1-4441-4752-0. Archived from the original on 12 January 2022. Retrieved 12 January 2022.
- ↑ "Gynazole-1 Prices, Coupons & Savings Tips - GoodRx". GoodRx. Archived from the original on 29 October 2016. Retrieved 12 January 2022.